ଥାଳି ବାଡେଇ ମୋଦୀଙ୍କ ‘ମନ୍ କି ବାତ୍’କୁ ବିରୋଧ କଲେ କୃଷକ
ନୂଆ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଗତ ୩୨ ଦିନ ଧରି ଆନ୍ଦୋଳନ ଚଳାଇ ଥିବା କୃଷକମାନେ ଆଜି ଥାଳି ବାଡେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମନ୍ କି ବାତ୍’ କାର୍ଯ୍ୟକ୍ରମକୁ ବିରୋଧ କରିଛନ୍ତି। ଭାରତୀୟ କୃଷକ ମହାସଂଘ ର ଜାତୀୟ ମୁଖପାତ୍ର ରାକେଶ ଟୀକାୟତ କହିଛନ୍ତି ଯେ!-->…
Read More...
Read More...