Browsing Category

ପ୍ରମୁଖ ଖବର

ରେପୋ ରେଟ୍‌ ୪% ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ୍‌

ମୁମ୍ବାଇ: କ୍ରମାଗତ ତୃତୀୟ ଥର ଲାଗି ସ୍ଥିତାବସ୍ଥା ବଜାୟ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ରେପୋ ରେଟ୍‌ ୪%ରେ ଅପରିବର୍ତ୍ତିତ ରଖିଥିବା କଥା ଶୁକ୍ରବାର ଦିନ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ଗଭର୍ଣ୍ଣନର୍‌ ଶକ୍ତିକାନ୍ତ ଦାସ କହିଛନ୍ତି।। ରେପୋ ରେଟ୍‌ ଅପରିବର୍ତ୍ତିତ ରଖିବାକୁ ‘ମନିଟାରି ପଲିସି
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୭୭ ଜଣ କରୋନା ସଂକ୍ରମିତ ଚିହ୍ନଟ, ୫ ମୃତ

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୩୭୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୧୫ ଜଣ ସଂଗରୋଧ କେନ୍ଦ୍ରରୁ ଥିବା ବେଳେ ୧୬୨ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜାଣିବାକୁ ମିଳିଛି। ନୂତନ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ
Read More...

ଅନଲାଇନରେ ଖୁଲମଖୋଲା ବିକ୍ରି ହେଉଛି ବରାହ ଦାନ୍ତ

ଭୁବନେଶ୍ୱର: ଅନଲାଇନରେ ଖୁଲମଖୋଲା ବିକ୍ରି ହେଉଛି ବରାହ ଦାନ୍ତ ।  ଅଣ୍ଡିରା ବାରାହ ଗୁଡ଼ିକର ଥୋମଣି ଉପରେ ୨ ପଟକୁ ବଡ଼ ବଡ଼ ଦାନ୍ତ ବାହାରି ଥାଏ । ସେଇ ଦାନ୍ତକୁ ପାଇବା ପାଇଁ ବାରାହକୁ ମାରି ତାର ଦାନ୍ତ କଟାଯାଏ, ଠିକ ହାତୀ ଦାନ୍ତ ପରି । ଯଦିଓ ବାରାହ ବନ୍ୟ ପ୍ରାଣୀ ଆଇନରେ ସଂରକ୍ଷିତ
Read More...

ଭୁଶୁଡ଼ିଲା ଦୁନିଆର ସବୁଠାରୁ ଶକ୍ତିଶାଳୀ ଟେଲିସ୍କୋପ୍

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଶକ୍ତିଶାଳୀ ଟେଲିସ୍କୋପ୍ ଭୁଶୁଡ଼ି ପଡ଼ିଛି। ଯାହା ଫଳରେ ଏବେ ଏଲିଏନ୍ ଦୁନିଆ ଓ ଆଷ୍ଟରଏଡର ସମସ୍ତ ଟିକନିକ୍ ଖବର ଦେଉଥିବା ଅବଜରଭେଟୋରୀ ଭାଙ୍ଗିଯାଇଛି। ଏହି ପୂରା ଆଣ୍ଟିନା ୪୫୦ ଫୁଟ୍ ତଳକୁ ଖସି ପଡ଼ିଛି। ଗତମାସରେ ଏହାର ଏକ କେବଲ୍ ଭାଙ୍ଗିବା ଦ୍ୱାରା
Read More...

ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ

ନୂଆଦିଲ୍ଲୀ : ବରିଷ୍ଠ ଅକାଳୀ ଦଳ ନେତା ତଥା ପଞ୍ଜାମର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ ପଦ୍ମ ବିଭୁଷଣ ସମ୍ମାନ ଫେରାଇ ଦେଇଛନ୍ତି। ନୂତନ କୃଷି ଆଇନ ପ୍ରଣୟନ କରି କେନ୍ଦ୍ର ସରକାର କୃଷକଙ୍କ ସହ ପ୍ରତାରଣା ଅଭିଯୋଗ କରି ପ୍ରକାଶ ସିଂ ବାଦଲ ପଦ୍ମ ବିଭୁଷଣ ଫେରାଇ ଦେଇଛନ୍ତି । ଅକାଳୀ
Read More...

କୃଷକ ପ୍ରତିନିଧି-ସରକାର ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: କୃଷି ଆଇନ ବିରୋଧୀ ଆନ୍ଦୋଳନ ତେଜିବାରେ ଲାଗିଛି। ଗୁରୁବାର ୮ମ ଦିନ ପାଇଁ ଚାଷୀମାନେ ଦେଶର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଚଳାଇଛନ୍ତି। ସରକାର ଏବଂ ଚାଷୀ ପ୍ରତିନିଧିମାନଙ୍କ ମଧ୍ୟରେ ଗତ ଥର ହୋଇଥିବା ଆଲୋଚନା ବିଫଳ ହେବା ପରେ ଗୁରୁବାର ପୁଣି ଥରେ ବୈଠକ ଆରମ୍ଭ ହୋଇଛି। ଆଲୋଚନାରେ
Read More...

ରାଜନୀତିରେ ରଜନୀକାନ୍ତଙ୍କ ପ୍ରବେଶ

ଚେନ୍ନାଇ: ଦୀର୍ଘଦିନର ପ୍ରତୀକ୍ଷା ପରେ ଶେଷରେ ରାଜନୀତିରେ ପ୍ରବେଶ କରିଛନ୍ତି ଦକ୍ଷିଣ ଭାରତୀୟ ସୁପରଷ୍ଟାର ରଜନୀକାନ୍ତ। ସେ ରାଜନୀତିରେ ସକ୍ରିୟ ରହିବା ଲାଗି ଦଳ ଗଠନ କରିବେ ବୋଲି ଘୋଷଣା କରିଛନ୍ତି। ଆସନ୍ତା ୩୧ ତାରିଖରେ ସେ ଦଳ ସମ୍ପର୍କରେ ଘୋଷଣା କରିବେ ଏବଂ ନୂଆବର୍ଷରେ ଏହାର ଶୁଭାରମ୍ଭ
Read More...

ମାତିଛନ୍ତି ଅନଲାଇନ ଠକ : ବଢ଼ୁଛି ଅନଲାଇନ ଠକେଇ

ସମ୍ବଲପୁର : ଆଜିର ଡିଜିଟାଲ ଯୁଗରେ ମୋବାଇଲ, ଇନ୍ଟରନେଟ, କମ୍ପ୍ୟୁଟର ଲୋକଙ୍କ ଅଭିନ୍ନ ସାଥି ସାଜି ଥିବାରୁ ଦିନକୁ ଦିନ ସାଇବର ଅପରାଧ ବୃଦ୍ଧିକୁ ରୋକିବା ପାଇଁ ପଶ୍ଚିମ ଓଡିଶାରେ ସମ୍ବଲପୁର ଠାରେ ସାଇବର ଥାନା ଗତ ୨୮ ମାର୍ଚ୍ଚ ୨୦୧୮ ରେ ଆରମ୍ଭ କରାଯାଇଛି। କିନ୍ତୁ ପଶ୍ଚିମ ଓଡିଶାରେ ଦିନକୁ
Read More...

ମା’ଙ୍କ ସୁନା କାନଫୁଲ ବନ୍ଧକ ରଖି ପାଠ ପଢ଼ିଥିବା କୃଷକ ହେବେ କେବିସିର କୋଟିପତି !

ମୁମ୍ୱାଇ : ଲୋକପ୍ରିୟ ଶୋ’ କୌନ ବନେଗା କରୋଡ଼ ପତିର ସିଜନ୍‌-୧୨ ଏକ ନୂଆ ରେକର୍ଡ ସୃଷ୍ଟି କରିବାକୁ ଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ତିନି ଜଣ କୋଟିପତି ମିଳିସାରିବା ପରେ ଶୋ’କୁ ଚତୁର୍ଥ କୋଟିପତି ମିଳିବାକୁ ଯାଉଛି। ବଡ଼ କଥା ହେଉଛି ଏହି ଚତୁର୍ଥ କୋଟିପତି ଭାବରେ କେବିସିର ହଟ୍‌ ସିଟ୍‌ରେ
Read More...

ଅଫଲାଇନ୍‌ରେ ହେବ ମାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ବର : ମହାମାରୀ କରୋନା ପାଇଁ ପାଠପଢା ଅନ୍‌ଲାଇନରେ ହେଉଥିବା ବେଳେ ପରୀକ୍ଷା କିପରି ହେବ ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦ୍ବନ୍ଦ ଦେଖାଦେଇଥିଲା। କରୋନା ପାଇଁ ସ୍କୁଲ କଲେଜ ବନ୍ଦ । ପାଢ ପଢା ଅନଲାଇନରେ ହେଉଛି । ତେବେ ଆଗାମୀ ମାଟ୍ରିକ ଓ +୨ ପରୀକ୍ଷା ଅନଲାଇନ କି ଅଫଲାଇନରେ
Read More...