Browsing Category

ପ୍ରମୁଖ ଖବର

ବରଗଡ଼ରେ ମହିଳା ଅଦାଲତ ଉଦଘାଟିତ

ବରଗଡ଼ ଜିଲ୍ଳା ଦେୱାନୀ ଅଦାଲତ ପରିସରରେ ଆଜି ସିନିଅର ସିଭିଲ ଜଜ ମହିଳା ଅଦାଲତ ଉଦଘାଟିତ ହୋଇଯାଇଛି। ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ ଭିଡ଼ିଓ କନଫରେନସିଂ ଜରିଆରେ ଏହାକୁ ଉଦଘାଟନ କରିଛନ୍ତି। ବରଗଡ଼ ଜଜସିପର ପ୍ରଶାସନିକ ବିଚାରପତି ତଥା ଓଡ଼ିଶା
Read More...

ବିଜେପି ବିଧାୟକ ବିଜୟ ସିହ୍ନା ବିହାର ବିଧାନସଭାର ନୂଆ ବାଚସ୍ପତି

ବିହାର ବିଧାନସଭା ବାଚସ୍ପତି ନିର୍ବାଚନରେ ​​ଏନଡିଏ ଜିତିଛି। ଗୃହରେ ଉତ୍ତେଜନା ମଧ୍ୟରେ ବୁଧବାର ଦିନ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଏବଂ ଏନଡିଏ ପ୍ରାର୍ଥୀ ବିଜୟ ସିହ୍ନା ନୂତନ ବାଚସ୍ପତି ଭାବରେ ନିର୍ବାଚିତ ହୋଇଥିଲେ। ଏ ନେଇ ମହାମେଣ୍ଟର ବିଧାୟକମାନେ ନିର୍ବାଚନ ପ୍ରକ୍ରିୟାରେ
Read More...

ପରୀ ହତ୍ୟା ମାମଲାର ହେବ କ୍ରାଇମବ୍ରାଞ୍ଚ ତଦନ୍ତ

ଭୁବନେଶ୍ୱର: ନୟାଗଡ଼ ‘ପରୀ’ ହତ୍ୟା ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ହେବ। କ୍ରାଇମବ୍ରାଞ୍ଚ ତଦନ୍ତ ନିଷ୍ପତ୍ତି ନେଇ ଆଜି ବିଧାନସଭାରେ ବିବୃତି ରଖିଲେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ମାମଲାରେ ଏଯାବତ ୩୪ ଜଣଙ୍କୁ ଜେରା କରାଯାଇଛି।୪ ଜଣଙ୍କର ପଲିଗ୍ରାଫ ଟେଷ୍ଟ ହୋଇଛି। ନୟାଗଡ଼
Read More...

ଚେୟାରରେ ବାନ୍ଧି ବ୍ୟକ୍ତିଙ୍କୁ ଜୀବନ୍ତ ଜାଳିଦେଲେ

ହାଇଦ୍ରାବାଦ: ଜଣେ ୩୮ ବର୍ଷୀୟ ସଫ୍ଟୱେର ଇଞ୍ଜିନିୟରଙ୍କୁ ସ୍ଥାନୀୟ ଅଞ୍ଚଳରେ ଥିବା ମନ୍ଦିର ପରିସରରେ ଚେୟାର ବାନ୍ଧି ଜୀବନ୍ତ ଜାଳି ଦେଇଛନ୍ତି କିଛି ଲୋକ। ସେ କଳାଯାଦୁ କରୁଥିବା ଅଭିଯୋଗ କରି ତାଙ୍କ ସହ ଏଭଳି ଆଚରଣ କରାଯାଇଛି। ହାଇଦ୍ରାବାଦର ମଞ୍ଜୁନାଥ ମନ୍ଦିର ପରିସରେ ଥିବା ଗୋଟିଏ
Read More...

ଦଶମ ଓ ଯୁକ୍ତ ୨ ପରୀକ୍ଷା ବାବଦରେ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର : ବର୍ତ୍ତମାନ କରୋନା ମହାମାରୀ ସମୟରେ ଦଶମ ଓ ଯୁକ୍ତ ୨ ପରୀକ୍ଷା ବାବଦରେ ସ୍ପଷ୍ଟିକରଣ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅବଗତ କରାଇଛନ୍ତି। ଏହାକୁ ନେଇ ଆଜି ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀକୁ ଚିଠି ଲେଖିଛନ୍ତି।ଦଶମ ଓ ଯୁକ୍ତ ୨
Read More...

ଶୀତରେ ଥରୁଛି ସାରା ଓଡ଼ିଶା ; ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୮.୫

ଭୁବନେଶ୍ୱର : ଶୀତରେ ଥରୁଛି ସାରା ଓଡ଼ିଶା। ଓଡ଼ିଶାର ବିଭିନ୍ନ ଜିଲାରେ ଶୀତର ପ୍ରକୋପ ଆରମ୍ଭ ହୋଇ ସାରିଲାଣି। ମାତ୍ର କେତେକ ସ୍ୱତନ୍ତ୍ର ସ୍ଥାନରେ ଶୀତର ଅଧିକ ପ୍ରକୋପ ଦେଖିବାକୁ ମିଳିଛି। ୧୫ ଡ଼ିଗ୍ରୀ ତଳେ ରାଜ୍ୟର ୧୩ଟି ସହର ରହିଛି। ଦାରିଙ୍ଗବାଡ଼ିର ସର୍ବନିମ୍ନ ତାପମାତ୍ରା ୮.୫
Read More...

ଖୋର୍ଦ୍ଧା ମୁଖ୍ୟ ହସ୍ପିଟାଲ ପରିସରରେ ହାତୀପଲ ; ଲୋକେ ଭୟଭୀତ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲା ମୁଖ୍ୟ ହସ୍ପିଟାଲ ପରିସରରେ ହାତୀପଲ ପ୍ରବେଶ କରିଥିବା ବୁଧବାର ଜଣାପଡିଛି। ହସ୍ପିଟାଲ କ୍ୟାମ୍ପସ କାଜୁ ଜଙ୍ଗଲରେ ପ୍ରାୟ ୧୮ଟି ହାତୀ ପଶିଛନ୍ତି। ଗତକାଲି ରାତିରେ ପାଚେରି ଭାଙ୍ଗି ହାତୀମାନେ ପଶିଛନ୍ତି। ଖବର ପାଇ ପ୍ରାୟ ବନବିଭାଗର ୨୦ ଜଣିଆ ଟିମ ପହଞ୍ଚିଛନ୍ତି।
Read More...

ପୁଣି ରାଜଧାନୀରୁ ବାଘ ଛାଲ ଜବତ ; ୩ ଗିରଫ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ପୁଣି ବାଘ ଛାଲ ରାକେଟର ପର୍ଦ୍ଦାଫାସ ହୋଇଛି। ବରଗଡରୁ କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ ଦ୍ୱାରା ବାଘ ଛାଲ, ନଖ ଓ ଦାନ୍ତ ଜବତ ହୋଇଥିବା ଜଣାପଡ଼ିଛି। ଏହି ଘଟଣାରେ ୩ ଜଣଙ୍କୁ କ୍ରାଇମବ୍ରାଞ୍ଚ ଗିରଫ ମଧ୍ୟ କରିଛି। ଏହାସହ ଘଟଣାର ତଦନ୍ତ ଜାରି ରହିଛି।ସୂଚନା
Read More...

ଆଉ ୧୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ୧୬୮୭ ମୋଟ ମୃତ୍ୟୁ

ରାଜ୍ୟରେ ଦୈନନ୍ଦିନ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଉଥିଲେ ମଧ୍ୟ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ ହ୍ରାସ ହେଉନାହିଁ। ୨୪ ଘଣ୍ଟାରେ କରୋନାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୧୬ ଆକ୍ରାନ୍ତ ଆଖି ବୁଜିଛନ୍ତି। ଏହାସହ ମୃତ୍ୟୁ ସଂଖ୍ୟା ୧୬୮୭ରେ ପହଞ୍ଚିଛି। ମୃତକଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ
Read More...

ନିୟମଗିରି ପାର୍ସାଲିରେ ଧମକପୂର୍ଣ୍ଣ ମାଓ ପୋଷ୍ଟର, ବ୍ୟାନର

କଲ୍ୟାଣସିଂହପୁର : ପୁଣି ମାଓବାଦୀ ନିଜର ଉପସ୍ଥିତି ଜାହିର କରିଛନ୍ତି। ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ନିୟମଗିରି ଅଞ୍ଚଳ ସଦର ପଞ୍ଚାୟତ ପାର୍ସାଲି ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ନିକଟରେ ଗୋଟିଏ ବ୍ୟାନର ଓ ୨ଟି ମାଓ ପୋଷ୍ଟର ଦେଖିବାକୁ ମିଳିଛି। ଦୀର୍ଘ ବର୍ଷ ପରେ
Read More...