Browsing Category

ପ୍ରମୁଖ ଖବର

ପୁଣି ରାଜଧାନୀରୁ ବାଘ ଛାଲ ଜବତ ; ୩ ଗିରଫ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ପୁଣି ବାଘ ଛାଲ ରାକେଟର ପର୍ଦ୍ଦାଫାସ ହୋଇଛି। ବରଗଡରୁ କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ ଦ୍ୱାରା ବାଘ ଛାଲ, ନଖ ଓ ଦାନ୍ତ ଜବତ ହୋଇଥିବା ଜଣାପଡ଼ିଛି। ଏହି ଘଟଣାରେ ୩ ଜଣଙ୍କୁ କ୍ରାଇମବ୍ରାଞ୍ଚ ଗିରଫ ମଧ୍ୟ କରିଛି। ଏହାସହ ଘଟଣାର ତଦନ୍ତ ଜାରି ରହିଛି।ସୂଚନା…
Read More...

ଆଉ ୧୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ୧୬୮୭ ମୋଟ ମୃତ୍ୟୁ

ରାଜ୍ୟରେ ଦୈନନ୍ଦିନ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଉଥିଲେ ମଧ୍ୟ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ ହ୍ରାସ ହେଉନାହିଁ। ୨୪ ଘଣ୍ଟାରେ କରୋନାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୧୬ ଆକ୍ରାନ୍ତ ଆଖି ବୁଜିଛନ୍ତି। ଏହାସହ ମୃତ୍ୟୁ ସଂଖ୍ୟା ୧୬୮୭ରେ ପହଞ୍ଚିଛି। ମୃତକଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ…
Read More...

ନିୟମଗିରି ପାର୍ସାଲିରେ ଧମକପୂର୍ଣ୍ଣ ମାଓ ପୋଷ୍ଟର, ବ୍ୟାନର

କଲ୍ୟାଣସିଂହପୁର : ପୁଣି ମାଓବାଦୀ ନିଜର ଉପସ୍ଥିତି ଜାହିର କରିଛନ୍ତି। ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ନିୟମଗିରି ଅଞ୍ଚଳ ସଦର ପଞ୍ଚାୟତ ପାର୍ସାଲି ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ନିକଟରେ ଗୋଟିଏ ବ୍ୟାନର ଓ ୨ଟି ମାଓ ପୋଷ୍ଟର ଦେଖିବାକୁ ମିଳିଛି। ଦୀର୍ଘ ବର୍ଷ ପରେ…
Read More...

ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ପରଲୋକ

ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ଦେହାନ୍ତ ହୋଇଛି । ପଟେଲଙ୍କ ବିଳମ୍ବିତ ରାତି ୩.୩୦ରେ ମୃତ୍ୟୁ ହୋଇଥିବା ନେଇ ତାଙ୍କ ପୁଅ ଫଇଜାଲ ପଟେଲ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା। କରୋନାରେ ସଂକ୍ରମିତ ହୋଇ ସେ ଅନେକ ଦିନ ହେବ…
Read More...

ଦିନକ ପରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ

ପୁରୀ : ଦିନକ ପରେ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ । ତେବେ କରୋନା ମହାମାରୀ ଯୋଗୁଁ ଜିଲ୍ଲା ବାହାର ଲୋକଙ୍କୁ ପୁରୀ ନ ଆସିବା ଲାଗି ଅନୁରୋଧ କରିଛି ଜିଲ୍ଲା ପ୍ରଶାସନ । ଏଥିନିମନ୍ତେ  ପୁରୀର ସମସ୍ତ ପ୍ରବେଶ ପଥକୁ ବନ୍ଦ କରି ଦିଆଯିବ । ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ଏହି ସୂଚନା…
Read More...

ଏଣିକି ଦୁଷ୍କର୍ମକାରୀଙ୍କୁ କରାଯିବ ନପୁଂସକ, ଲାଗୁ ହେଲା ଅଧ୍ୟାଦେଶ

ଇସଲାମାବାଦ: ମହିଳା ବିରୋଧୀ ନିର୍ଯାତନା ଓ ଦୁଷ୍କର୍ମ ଭଳି ଜଘନ୍ୟକାଣ୍ଡକୁ ରୋକିବା ପାଇଁ ଅନେକ କଡ଼ା ଆଇନ ପ୍ରଣୟନ କରାଯାଇଛି। କିଛି ଦେଶରେ ଦୁଷ୍କର୍ମକାରୀଙ୍କୁ ଗୁଳି କରି ଦିଆଯାଉଛି ତ ଆଉ କିଛି ସ୍ଥାନରେ ସେମାନଙ୍କ ଗୁପ୍ତାଙ୍ଗକୁ କାଟି ଦିଆଯାଉଛି। ଏହିକ୍ରମରେ ଦୁଷ୍କର୍ମକାରୀଙ୍କ ବିରୋଧରେ…
Read More...

କାଲି ଭାରତ ବନ୍ଦ

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ ନଭେମ୍ବର ୨୬ ତାରିଖରେ ଭାରତ ବନ୍ଦର ଡାକରା ଦେଇଛନ୍ତି ପ୍ରାୟ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ। ଏକାଧିକ ସରକାରୀ କ୍ଷେତ୍ରର ଘରୋଇକରଣ ଓ ନୂଆ କୃଷି ଆଇନ ବିରୋଧରେ ଶ୍ରମିକ ସଂଗଠନ ପକ୍ଷରୁ ଏଭଳି ଭାରତ ବନ୍ଦ ଡାକରା ଦିଆଯାଇଛି। ସେହିପରି ନୂଆ କୃଷି ଆଇନକୁ…
Read More...

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ବଲାଙ୍ଗିର : ଆୟବର୍ହିଭୁତ ସଂପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକର କନିଷ୍ଠ ଯନ୍ତ୍ରୀ ଗିରିଷ କୁମାର ପାତ୍ରଙ୍କ ଆଦର୍ଶପଡାସ୍ଥିତ ଘରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି । ଏହା ସହିତ ଦେଓଗାଁ ବ୍ଲକ ଅଫିସରେ ମଧ୍ୟ ଖୋଲତାଡ କରୁଛନ୍ତି ଭିଜିଲାନ୍ସ ଟିମ୍‌ । ସମ୍ୱଲପୁର,…
Read More...

ଆଜି ଠାରୁ ଆରମ୍ଭ ପବିତ୍ର ପଞ୍ଚୁକ ; କୋଭିଡ଼ ନିୟମ ପାଇଁ ଜନଶୂନ୍ୟ ମନ୍ଦିର

ଭୁବନେଶ୍ୱର/ପୁରୀ : ଆଜି ଠାରୁ ଆରମ୍ଭ ପବିତ୍ର ପଞ୍ଚୁକ। କାର୍ତ୍ତିକ ମାସର ଏହି ପଞ୍ଚୁକ ୫ ଦିନ ପାଳନ କରାଯାଏ ମାତ୍ର ଚଳିତ ବର୍ଷ ୬ ଦିନ ପାଳନ କରାଯାଉଛି। କରୋନା କଟକଣା ଓ ଗାଇଡ଼ ଲାଇନ ଅନୁଯାୟୀ, ରାଜ୍ୟର ସମସ୍ତ ମନ୍ଦିର ବନ୍ଦ ରହିବା ସହ କେବଳ ରୀତିନିୟମ ଅନୁଯାୟୀ ପୂଜାର୍ଚ୍ଚନା କରାଯିବ।…
Read More...

ଆଜି ସନ୍ଧ୍ୟାରେ ଉପକୂଳ ଛୁଇଁବ ଘୂର୍ଣ୍ଣିବାତ୍ୟା ‘ନିଭାର’

ଚେନ୍ନଇ : ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆହୁରି ଅଧିକ ଘନୀଭୂତ ହୋଇ ଏକ ଘୂର୍ଣ୍ଣିବାତ୍ୟା ‘ନିବାର’ରେ ପରିଣତ ହୋଇଛି। ଏହାର ପ୍ରଭାବରେ ତାମିଲନାଡୁ ଓ ପୁଡୁଚେରୀର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ଚେନ୍ନଇସ୍ଥିତ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ଯେ…
Read More...