Browsing Category

ପ୍ରମୁଖ ଖବର

ବାଙ୍କୀ ଥାନାର ୩ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ

ବାଙ୍କୀ (ଡମପଡ଼ା) : ବାଙ୍କୀ ଥାନାର ୩ ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ପୁରୁଷ ଏସ୍‌.ଆଇ ରହିଥିବା ବେଳେ ଅନ୍ୟଜଣେ ମହିଳା ଏସ୍‌.ଆଇ ଅନ୍ୟଜଣେ ପୁରୁଷ ଏ.ଏସ୍‌.ଆଇ ଥିବା ସୂଚନା ମିଳିଛି । ସଂକ୍ରମିତ ଚିହ୍ନଟ ହେବା ପରେ ସେମାନଙ୍କୁ ହୋମଆଇସୋଲେସନରେ
Read More...

ପୁରୀ ହାଜତ ମୃତ୍ୟୁ ଘଟଣା; ମୃତକଙ୍କ ପରିବାର ଲୋକଙ୍କୁ ଭେଟିଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର

ପୁରୀ : ପୁରୀ ଜିଲା ବାସେଳୀ ସାହି ଥାନା ହାଜତ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟରେ ରାଜନୀତି ଜୋର ଧରିଛି । ଏ ନେଇ ସାଧାରଣ ଲୋକ, ରାଜନୈତିକ ଦଳ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବିରୋଧ ପ୍ରକାଶ ପାଇଛି । ଶନିବାର ମୃତ କେ. ରମେଶଙ୍କ ପରିବାର ଲୋକଙ୍କୁ ଭେଟି ଘଟଣାର ତୀବ୍ର ନିନ୍ଦା କରିଛନ୍ତି
Read More...

ହୁ’ରେ ପୁନଃ ଯୋଗଦେବ ଆମେରିକା: ବାଇଡେନ୍‌

ୱାଶିଂଟନ୍‌: କରୋନା ସଂକ୍ରମଣ ପରିଚାଳନାରେ ବ୍ୟର୍ଥ ହୋଇଥିବା ଅଭିଯୋଗ କରି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ)ରୁ ଓହରି ଯାଇଥିବା ଯୁକ୍ତରାଷ୍ଟ୍ର ଆମେରିକା ପୁନର୍ବାର ଏଥିରେ ଯୋଗ ଦେବ। ଦେଶର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ଏଥିସହିତ ଚୀନ ଉକ୍ତ
Read More...

ଆକ୍ସନ ମୋଡରେ ଏନସିବି : ଭାରତୀ ସିଂହଙ୍କ ଘରେ ଚଢଉ, ଡ୍ରଗ୍ସ ଜବତ

ମୁମ୍ବଇ : ପ୍ରସିଦ୍ଧ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କ ଘରେ ଏନସିବି (ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ) ପକ୍ଷରୁ ଶନିବାର ଚଢଉ କରାଯାଇଛି। ତାଙ୍କ ଘରୁ କିଛି ଡ୍ରଗ୍ସ ଜବତ ହୋଇଥିବା ଜଣାପଡିଛି। କିଛି ଦିନ ପରେ ପୁଣି ଆକ୍ସନ ମୋଡକୁ ଆସିଛି ଏନସିବି। ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ
Read More...

ହ୍ରାସ ପାଉଛି ସଂକ୍ରମଣ : ନୂଆ ୭୭୮ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଧିରେ ଧିରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବା ଦେଖାଯାଉଛି। କିଛି ଦିନ ହେବ ହଜାରେ ତଳେ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଗତ ୨୪ ଘଣ୍ଟାରେ ୭୭୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୪୪୬ ଓ
Read More...

ବିଧାନସଭା ଶୀତ ଅଧିବେଶନ : ହାଜତ ମୃତ୍ୟୁ ଓ ସ୍କୁଲ ବନ୍ଦ ପ୍ରସଙ୍ଗକୁ ନେଇ ହଟ୍ଟଗୋଳ, ଗୃହ ୩ଟା ଯାଏ ମୁଲତବୀ

ଭୁବନେଶ୍ୱର : ବିଧାନସଭା ଶୀତକାଳୀନ ଅଧିବେଶନର ଦ୍ବିତୀୟ ଦିନରେ ମଧ୍ୟ ଗୃହରେ ହୋ-ହାଲ୍ଲା ଏବଂ ହଟ୍ଟଗୋଳ ଦେଖିବାକୁ ମିଳିଛି। ଶନିବାର ମଧ୍ୟ ପୁଣି ହାଜତ ମୃତ୍ୟୁ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ପକ୍ଷରୁ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ସେହିପରି ସ୍କୁଲ ବନ୍ଦ ପ୍ରସଙ୍ଗକୁ ନେଇ ଗୃହରେ ହଙ୍ଗାମା
Read More...

ସୀମାରେ ଧଳା ଚୂନରେ ଗାର ଟାଣିଲା ଆନ୍ଧ୍ର, ଉଡ଼ାଇଲା ପତାକା

କୋରାପୁଟ : ଦୀର୍ଘ ଆଠଦିନର ରାସ୍ତାରୋକ ହଟାଯିବା ପରେ ସୀମା ବିବାଦକୁ ନେଇ ଓଡ଼ିଶା-ଆନ୍ଧ୍ର ମୁହାଁମୁହିଁ ହୋଇଥିବା ବେଳେ ଏହି ବିବାଦ କ୍ରମଶଃ ପ୍ରଶମିତ ହେଉଥିବା ଜଣାଯାଇଛି।   ସମ୍ବାଇ ପଞ୍ଚାୟତ ସୀମାରେ ପଶି ଆନ୍ଧ୍ର ପ୍ରଶାସନ ଫଳକ ଲଗାଇବା ଘଟଣାର ସମୀକ୍ଷା କରିଛନ୍ତି ଦକ୍ଷିଣାଂଚଳ ରାଜସ୍ୱ
Read More...

କରୋନା ମଧ୍ୟରେ ଭାରତରେ ପ୍ରଥମ କ୍ରୀଡ଼ା ଆଇଏସ୍‌ଏଲ୍‌ ଆରମ୍ଭ, କେରଳ ବ୍ଲାଷ୍ଟର୍ସକୁ ହରାଇଲା ମୋହନବାଗାନ୍‌

ଗୋଆ: କରୋନା ମହାମାରୀ ମଧ୍ୟରେ ଭାରତରେ ପ୍ରଥମ କ୍ରୀଡ଼ା ପ୍ରତିଯୋଗିତା ବ୍ୟୟବହୁଳ ଫୁଟବଲ ଲିଗ୍‌ ଇଣ୍ଡିଆନ ସୁପରଲିଗ୍‌(ଆଇଏସ୍‌ଏଲ) ସପ୍ତମ ସଂସ୍କରଣ ଆରମ୍ଭ ହୋଇଛି। ଶୁକ୍ରବାର ଗୋଆର ଜିଏମ୍‌ସି ଆଥ୍‌ଲେଟିକ୍‌ ଷ୍ଟାଡ଼ିୟମ ବାମ୍ବୋଲିମରେ ଖେଳାଯାଇଥିବା ଉଦ୍‌ଘାଟନୀ ମ୍ୟାଚରେ ଏଟିକେ ମୋହନବାଗାନ
Read More...

କୋଭିଡ ଟିକା ବିତରଣ ଏବଂ ବଣ୍ଟନ ପ୍ରସ୍ତୁତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଭିଡ -୧୯ ଟିକା ବିତରଣ ଓ ବଣ୍ଟନ ଏବଂ ପ୍ରଶାସନିକ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଟିକା ବିକଶିତ କରିବା ପାଇଁ ଉଦ୍ଭାବକ, ବୈଜ୍ଞାନିକ ଏବଂ ଫାର୍ମା-କମ୍ପାନୀଗୁଡିକର ଉଦ୍ୟମକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି ଏବଂ ଟିକା ଗବେଷଣା, ବିକାଶ ଏବଂ
Read More...

ହ୍ରାସ ପାଉଛି ସଂକ୍ରମଣ : ନୂଆ ୭୭୮ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଧିରେ ଧିରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବା ଦେଖାଯାଉଛି। କିଛି ଦିନ ହେବ ହଜାରେ ତଳେ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଗତ ୨୪ ଘଣ୍ଟାରେ ୭୭୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୪୪୬ ଓ
Read More...