ପ୍ରଫେସର ଚିତ୍ତରଞ୍ଜନ କରଙ୍କ ଦେହାନ୍ତ
କଟକ: କଟକ ବଡ଼ ଡାକ୍ତରଖାନା ନେଫ୍ରୋଲୋଜି(ବୃକ୍କକ) ରୋଗ ବିଭାଗୀୟ ମୁଖ୍ୟ ତଥା ରାଜ୍ୟ କାଡାଭେରିକ ଟ୍ରାନ୍ସପ୍ଲାଣ୍ଟର ନୋଡାଲ ଅଫିସର ପ୍ରଫେସର ଡାକ୍ତର ଚିତ୍ତରଞ୍ଜନ କର(୫୭)ଙ୍କର ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି। ସେ କରୋନାରେ ସଂକ୍ରମିତ!-->…
Read More...
Read More...