Browsing Category

ପ୍ରମୁଖ ଖବର

ଚିଟଫଣ୍ଡ କମ୍ପାନୀ ପରିଚାଳନା ନିର୍ଦେଶକ ଗିରଫ

ବ୍ରହ୍ମପୁର: ଓଡ଼ିଶା, ସୁରତ, ଛତିଶଗଡ଼ର ଶତାଧିକ ଜମାକାରୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ବିନୋଦିନୀ ପ୍ରୋଜେକ୍ଟସ ଲିମିଟେଡ଼ ଚିଟଫଣ୍ଡ କମ୍ପାନୀର ପରିଚାଳନା ନିର୍ଦେଶକ ଧୀରେନ ସ୍ୱାଇଁଙ୍କୁ ବୈଦ୍ୟନାଥପୁର ଥାନା ପୁଲିସ ଗିରଫ କରିଛି। ମାର୍ଚ୍ଚ ୨୦୧୮ରେ ବ୍ରହ୍ମପୁର ବୈଦ୍ୟନାଥପୁର
Read More...

ବିରଳ ଗ୍ରୁପର ରକ୍ତଦାନ ପାଇଁ ୨୦୦ କିଲୋମିଟର ରୁ ଧାଇଁ ଆସିଲେ ଯୁବକ

ବୁର୍ଲା: ୨୦୦ କିଲୋମିଟରରୁ ଆସି ବଞ୍ଚାଇଲେ ଜୀବନ। ଦାନ କଲେ ବିରଳ ଗ୍ରୁପର ରକ୍ତ। ରାଉଲକେଲାରୁ ବୁର୍ଲା ଭୀମସାରକୁ ଆସି ଜଣେ ମହିଳାଙ୍କୁ ଦାନ କଲେ ରକ୍ତ। ସୂଚନା ଅନୁସାରେ ଗତ ୨ଦିନ ତଳେ ଦେବଗଡ଼ ବଡରମା ଘାଟିରେ ଏକ ଟେମ୍ପୁ ଗାଡି ଦୁର୍ଘଟଣା ଘଟିଥିଲା। ଏହି ଟେମ୍ପୁରେ ଥିବା ୭ ଜଣଙ୍କୁ
Read More...

ସ୍ବର୍ଗଦ୍ବାରରୁ ହଟିଲା କଟକଣା

ଭୁବନେଶ୍ବର: ପୁରୀ ସ୍ବର୍ଗଦ୍ବାରରେ ଶବ ସତ୍କାର ନେଇ କଟକଣା ହଟାଇ ଦିଆଯାଇଛି। ଏଣିକି ବାହାର ଜିଲାର ଯେକୌଣସି ବ୍ୟକ୍ତିଙ୍କ ମୃତଦେହ ତାଙ୍କ ସମ୍ପର୍କୀୟ ପୁରୀ ସ୍ବର୍ଗଦ୍ବାର ଆଣି ସତ୍କାର କରିପାରିବେ। ଅନ୍ୟ ସ୍ବର୍ଗଦ୍ବାର​‌େ​‌ର ଅନ୍ୟ ଜିଲାର ବ୍ୟକ୍ତିଙ୍କ ମୃତଦେହ ଶତ୍କାର କଟକଣା ହଟିବା ନେଇ
Read More...

ଭାରତ – ଶ୍ରୀଲଙ୍କା ଅଷ୍ଟମ ବାର୍ଷିକ ନୌସମରାଭ୍ୟାସ ଆରମ୍ଭ

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଅଷ୍ଟମ ବାର୍ଷିକ ନୌସମରାଭ୍ୟାସ ସ୍ଲୀନେକ୍ସ-୨୦ ଆଜିଠାରୁ ଆରମ୍ଭ ହୋଇଛି। ତ୍ରିଙ୍କୁମାଳୀ ଉପକୂଳରେ ଏହି ସମରାଭ୍ୟାସ ଚାଲିବ ଓ ଏହା ତିନିଦିନ ପର୍ଯ୍ୟନ୍ତ ଜାରି ରହିବ। ଶ୍ରୀଲଙ୍କା ନୌବାହିନୀର ଏସଏଲଏନ ଜାହାଜ ସୟୁରା ଓ ଗଜବାହୁ ସମରାଭ୍ୟାସରେ ଅଂଶଗ୍ରହଣ କରୁଛି।
Read More...

କ୍ଷେପଣାସ୍ତ୍ର ସ୍ୟାଣ୍ଟର ସଫଳ ପରୀକ୍ଷଣ

ବାଲେଶ୍ୱର : ଟ୍ୟାଙ୍କ ବିଧ୍ୱଂସୀ କ୍ଷେପଣାସ୍ତ୍ର ସ୍ୟାଣ୍ଟ ବା ସ୍ପାଇକ୍ ଆଣ୍ଟି ଗାଇଡେଡ୍ ମିଜାଇଲର ପରୀକ୍ଷଣ କରାଯାଇଛି। ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିସ୍ଥିତ ୩ ନମ୍ବର ଲଞ୍ଚପ୍ୟାଡରୁ ସ୍ୟାଣ୍ଟର ପରୀକ୍ଷଣ କରାଯାଇଥିଲା। ଆକାଶରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା ଏହି
Read More...

ରାଜ୍ୟର ସମସ୍ତ ଓକିଲ ସଂଘ ନିର୍ବାଚନ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ରାଜ୍ୟର ସବୁ ଓକିଲ ସଂଘ ନିର୍ବାଚନ ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ ପାଇଁ ନଭେମ୍ବର ଶେଷ ସୁଦ୍ଧା ବିଜ୍ଞପ୍ତି ପ୍ରକାଶ ପାଇଁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଡିସେମ୍ବର ୧୫ ସୁଦ୍ଧା ନିର୍ବାଚନ ସାରି ଫଳ ଘୋଷଣା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ବାର୍‍
Read More...

ଆରୋଗ୍ୟ ହାର ୮୮.୨୬ ପ୍ରତିଶତ

ନୂଆଦିଲ୍ଲୀ : ଦେଶରେ ୬୬ଲକ୍ଷ ୬୩ ହଜାର ଲୋକ କୋଭିଡରୁ ଆରୋଗ୍ୟ ଲାଭ କରିବା ସହ କୋବିଡ ଆରୋଗ୍ୟ ଦୃଷ୍ଟିରୁ ଭାରତ ବିଶ୍ୱରେ ଶୀର୍ଷସ୍ଥାନରେ ରହିଛି। ଦେଶରେ କୋଭିଡ୍‍ରୁ ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ଓ ଆରୋଗ୍ୟ ହାର ୮୮.୨୬ପ୍ରତିଶତ ରହିଛି। ଚିକିତ୍ସିତ
Read More...

୯ଟି ପୂଜା କମିଟିକୁ ଉଚ୍ଚ ମୂର୍ତ୍ତି ପାଇଁ ହାଇକୋର୍ଟଙ୍କ ଅନୁମତି

କଟକ : କଟକ ସହରରେ ଦୁର୍ଗାପୂଜା ପାଇଁ ୯ଟି ପୂଜା କମିଟିକୁ ଉଚ୍ଚ ମୂର୍ତ୍ତି ପାଇଁ ଓଡ଼ିଶା ହାଇକୋର୍ଟ ଅନୁମତି ଦେଇଛନ୍ତି। ଫଳରେ ମୂର୍ତ୍ତିର ଉଚ୍ଚତାକୁ ନେଇ ଲାଗି ରହିଥିବା ବିବାଦର ଅନ୍ତ ଘଟିଛି। ତେବେ ପ୍ରଶାସନ ଏହି ପୂଜା କମିଟିର ମୂର୍ତ୍ତି ବିସର୍ଜନ କରିବା ନେଇ ଅଦାଲତ ସର୍ତ୍ତ
Read More...

କୋରାପୁଟ – ମାଲକାନଗିରି ସୀମାରୁ ବିପୁଳ ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ

ଭୁବନେଶ୍ୱର : ପୁଣି ମାଓବାଦୀ ନିଜର ସ୍ଥିତି ଜାହିର କରିଥିବା ଜଣାପଡ଼ିଛି। କୋରାପୁଟ – ମାଲକାନଗିରି ସୀମାରୁ ବିଏସଏଫ ଓ କୋରାପୁଟ ଡିଭିଏଫର ମିଳିତ ସର୍ଚ୍ଚ ଅପରେସନ ବେଳେ ବିପୁଳ ପରିମାଣରେ ମାଓ ସାମଗ୍ରୀ ଓ ବିସ୍ଫୋରଣକ ଜବତ ହୋଇଛି। ଏନେଇ କୋରାପୁଟ ଏସପି ସୂଚନା ଦେଇଛନ୍ତି ବୋଲି ଜଣାପଡ଼ିଛି।
Read More...

ପୁନର୍ବାର କଂଗ୍ରେସ ଜିଲା ସଭାପତି ହେଲେ ଅଶ୍ୱିନୀ

ସମ୍ବଲପୁର: ରାଜ୍ୟରେ କଂଗ୍ରେସ ସଙ୍ଗଠନକୁ ତ୍ରୁଣମୂଳ ସ୍ତରରେ ସୁଦୃଢ଼ କରିବା ପାଇଁ ଦଳର ବିଭିନ୍ନ ସାଙ୍ଗଠନିକ ପଦଗୁଡିକରେ ବିଭିନ୍ନ ପଦାଧିକାରୀ ମାନଙ୍କୁ ନିଯୁକ୍ତ କରାଯାଉଛି। ଏହି କ୍ରମରେ ବିଗତ ଦିନରେ କଂଗ୍ରେସର ଓଡିଶା ପ୍ରଭାରୀ ଡ. ଏ. ଚେଲ୍ଲାକୁମାର ରାଜ୍ୟ ଗସ୍ତରେ ଆସି ଦଳକୁ ସୁଦୃଢ଼
Read More...