୯ଟି ପୂଜା କମିଟିକୁ ଉଚ୍ଚ ମୂର୍ତ୍ତି ପାଇଁ ହାଇକୋର୍ଟଙ୍କ ଅନୁମତି
କଟକ : କଟକ ସହରରେ ଦୁର୍ଗାପୂଜା ପାଇଁ ୯ଟି ପୂଜା କମିଟିକୁ ଉଚ୍ଚ ମୂର୍ତ୍ତି ପାଇଁ ଓଡ଼ିଶା ହାଇକୋର୍ଟ ଅନୁମତି ଦେଇଛନ୍ତି। ଫଳରେ ମୂର୍ତ୍ତିର ଉଚ୍ଚତାକୁ ନେଇ ଲାଗି ରହିଥିବା ବିବାଦର ଅନ୍ତ ଘଟିଛି। ତେବେ ପ୍ରଶାସନ ଏହି ପୂଜା କମିଟିର ମୂର୍ତ୍ତି ବିସର୍ଜନ କରିବା ନେଇ ଅଦାଲତ ସର୍ତ୍ତ!-->…
Read More...
Read More...