Browsing Category

ପ୍ରମୁଖ ଖବର

କଙ୍ଗନାଙ୍କୁ ଦୁଷ୍କର୍ମ ଧମକ ଦେଲେ ଓଡ଼ିଶାର ଆଇନଜୀବୀ

ଭୁବନେଶ୍ୱର: କଙ୍ଗନା ରଣାଓ୍ୱତଙ୍କ ଫେସବୁକ ପୋଷ୍ଟରେ ପ୍ରତିକ୍ରିୟା ଦେଇ ଦୁଷ୍କର୍ମ କରିବାକୁ ଧମକ ଦେଇଛନ୍ତି ଓଡ଼ିଶାର ଜଣେ ଆଇନଜୀବୀ। ତାଙ୍କ ନାମ ମେହେନ୍ଦି ରେଜା। ସୋଶାଲ ମିଡିଆରେ ଯେତେବେଳେ ଲୋକମାନେ ଏହାକୁ ନେଇ ତାଙ୍କୁ କଡ଼ା ପ୍ରତିକ୍ରିୟା ଦେଲେ ସେ ଜବାବରେ କହିଛନ୍ତି ତାଙ୍କ…
Read More...

ଗୁଜରାଟ : ନାବାଳିକାକୁ ଦୁଷ୍କର୍ମ ପରେ ପଥରରେ ଛେଚି ହତ୍ୟା

ନାସକାଣ୍ଠା: ଛାତି ଥରାଇ ଦେବା ଭଳି ଘଟଣା ଗୁଜରାଟରୁ ଆସିଛି। ଏଠାରେ ଜଣେ ୧୨ ବର୍ଷୀୟ ଝିଅଙ୍କୁ ତାଙ୍କର ଜଣେ ସମ୍ପର୍କୀୟ ବାଇକ୍‌ରେ ନେଇ ଦୁଷ୍କର୍ମ କରିଛନ୍ତି। ଦୁଷ୍କର୍ମ ପରେ ଅଭିଯୁକ୍ତ ଜଣଙ୍କ ନାବାଳିକାଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିଛି। ଆକ୍ରମଣ ଯୋଗୁ ନାବାଳିକାଟିର ମୁହଁ ଓ…
Read More...

ପ୍ରକୃତ ନିୟନ୍ତ୍ରଣ ରେଖାରେ ବିଶୃଙ୍ଖଳା ଚୀନ୍ ସହ ସମ୍ପର୍କକୁ ପ୍ରଭାବିତ କରିଛି – ଜୟଶଙ୍କର

ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ ପୂର୍ବ ଲଦାଖରେ ଥିବା ପ୍ରକୃତ ନିୟନ୍ତ୍ରଣ ରେଖାରେ ବିଶୃଙ୍ଖଳା ଯୋଗୁ ଚୀନ୍ ସହ ଭାରତର ଦ୍ୱିପାକ୍ଷିକ ସମ୍ପର୍କ ପ୍ରଭାବିତ ହୋଇଛି। ଗତକାଲି ଏକ ୱେବିନାରରେ ଜୟଶଙ୍କର କହିଛନ୍ତି ଯେ ଅଶୀ ଦଶକରୁ ଆଜି ଯାଏଁ ସୀମାବର୍ତ୍ତୀ ଅଞ୍ଚଳରେ…
Read More...

କଂଗ୍ରେସର ଜିଲ୍ଲା ସଭାପତି ନିଯୁକ୍ତ

ଭୁବନେଶ୍ବର: କଂଗ୍ରେସ ରବିବାର ୩୩ ଜଣ ସାଂଗଠନିକ ଜିଲ୍ଲା ସଭାପତିଙ୍କୁ ନିଯୁକ୍ତି ଦେଇଛି। ଗଞ୍ଜାମରୁ ରମେଶ ଜେନା, ଖୋର୍ଦ୍ଧାରୁ ସୁର ରାଉତରାୟ, ରାଉରକେଲାରୁ ଜର୍ଜ ତିର୍କୀ। ଢେଙ୍କାନାଳରୁ ସରୋଜ ପଟ୍ଟନାୟକ, ଭୁବନେଶ୍ୱରରୁ ବିଶ୍ୱଜିତ ଦାସଙ୍କୁ ଦେଇଛି। ସେହିପରି ଅନୁଗୁଳରୁ ବିପ୍ଲବ ଜେନା,…
Read More...

NEET ଟପ୍ପର ସୋଏବଙ୍କ ସହ ଫୋନରେ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସର୍ବଭାରତୀୟ ମେଡ଼ିକାଲ ପ୍ରବେଶିକ ପରୀକ୍ଷା(ନିଟ୍‌)ରେ ରାଉରକେଲାର ଛାତ୍ର ସୋଏବ ଅଫତାବ  ଟପ୍ପର ହେବାପରେ ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋଏବଙ୍କ ସହ ଫୋନରେ କଥା ହୋଇଛନ୍ତି। ସଫଳତା ପାଇଁ ସୋଏବଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ସୋଏବ ମଧ୍ୟ…
Read More...

ରାଜ୍ୟରେ କରୋନା ନେଲା ଆଉ ୧୪ ଜୀବନ

ଭୁବନେଶ୍ବର: ରାଜ୍ୟରେ ରବିବାର କରୋନା ଆଉ ୧୪ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧,୧୩୫ କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, ଆଜି କରୋନାରେ ୧୪ ଜଣ ମୃତକଙ୍କ ମଧ୍ୟରୁ ଟ୍ବିନ…
Read More...

ଫି’ ଛାଡ଼ ମାମଲାରେ ପକ୍ଷପାତିତା :ନ୍ୟାୟ ପାଇଁ ଅଭିଭାବକ ସଂଘର ଆନ୍ଦୋଳନ

ଭୁବନେଶ୍ୱର : କରୋନା ମହାମାରୀ ସମୟରେ ଦୀର୍ଘଦିନ ହେବ ସ୍କୁଲ ବନ୍ଦ ରହିଛି। ଛାତ୍ରଛାତ୍ରୀଙ୍କ ପାଇଁ ଅନ୍‌ଲାଇନ୍‌ ଶିକ୍ଷାଦାନ ବ୍ୟବସ୍ଥା କରାଯାଇଛି। ତେବେ ଘରୋଇ ସ୍କୁଲଗୁଡ଼ିକ ନେଉଥିବା ଫି’ରେ ରିହାତି ପ୍ରଦାନ ପାଇଁ ହୋଇଥିବା ମାମଲାରେ ପକ୍ଷପାତିତା ଅବଲମ୍ବନ କରାଯାଇଛି। ତେଣୁ ଘରୋଇ…
Read More...

୨୨ ମହଲା ଛାତରେ ଖେଳ ଦେଖାଇ ଯୁବକ ଗିରଫ

ମୁମ୍ବଇ: ଅଟ୍ଟାଳିକାର ୨୨ ମହଲାର ସଂକୀର୍ଣ୍ଣ କାନ୍ଥ ଉପ​‌ରେ ଦୁଃସାହସିକ କ୍ରୀଡ଼ା ପ୍ରଦର୍ଶନ କରୁଥିବା ଜଣେ ଯୁବକଙ୍କୁ ପୁଲିସ ଗିରଫ କରିଛି। ନୋମାନ ଡି’ସୌଜା ନାମକ ଏହି ଯୁବକ ପଶ୍ଚିମ ମୁମ୍ବଇର କାଣ୍ଡିଭାଲିସ୍ଥିତ ଭାରତ ଏସ୍‌ଆରଏ ଅଟ୍ଟାଳିକାର ୨୨ ମହଲା କାନ୍ଥ ଧାରରେ ଦୁଇ ବନ୍ଧୁଙ୍କ ସହିତ…
Read More...

ବିଶିଷ୍ଟ ଶୀକ୍ଷାବିତ୍‍ ମୃତ୍ୟୁଞ୍ଜୟ ପଣ୍ଡାଙ୍କ ପରଲୋକ

ହରଭଙ୍ଗା: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ବଜାରର ବିଶିଷ୍ଟ ଶୀକ୍ଷାବିତ୍‍ ମୃତ୍ୟୁଞ୍ଜୟ ପଣ୍ଡାଙ୍କ (୭୯)ବର୍ଷ ବୟସରେ ଶନିବାର ପରଲୋକ ଘଟିଛି। ସେ ଦୀର୍ଘଦିନ ହେଲା କରୋନାରେ ଆକ୍ରାନ୍ତ ଯୋଗୁଁ ବୌଦ୍ଧ ମେଡିକାଲରେ ଚିକିତ୍ସିତ ହେଉଥିଲେ। କିଛିଦିନ ତଳେ ବୌଦ୍ଧରୁ ଭୁବନେଶ୍ୱରସ୍ଥିତ ଏକ…
Read More...

ଦାଦାବଟି ଜୁଲମ ଅଭିଯୋଗରେ ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ ଗିରଫ

ଭୁବନେଶ୍ବର: ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ ଗିରଫ। ଦାଦାବଟି ଜୁଲମ ଅଭିଯୋଗରେ ଶନିବାର ପୁଲିସ ଗିରଫ କରିଛି।  କମିଶନରେଟ ପୁଲିସର ଆଣ୍ଟି ଏକ୍ସଟର୍ସନ ଉଇଙ୍ଗ ରାଜା ଆଚାର୍ଯ୍ୟକୁ ଉଠାଇ ନେଇଛି। ଗିରଫ ପରେ ରାଜାକୁ କ୍ୟାପିଟାଲ ଥାନାରେ ଜେରା ଚାଲିଥିବା ଜଣାପଡ଼ିଛି। ଏ ନଇ ପୁଲିସ କମିଶନର…
Read More...