Browsing Category

ପ୍ରମୁଖ ଖବର

ସାନ ଭଉଣୀ ପରେ ମିଳିଲା ବଡ଼ ଭଉଣୀର ମୃତଦେହ

ତୁଷୁରା: ତେଲନଦୀ ପୋଲରୁ ଡେଇଁ ୨ ଭଉଣୀ ନିଖୋଜ ଘଟଣାରେ ଶନିବାର ସାନ ଭଉଣୀର ମୃତଦେହ ମିଳିବାପରେ ବଡ଼ଭଉଣୀର ମଧ୍ୟ ମୃତଦେହ ଠାବ ହୋଇଛି। ବଡଭଉଣୀ ଅନମୋଲ ଅଗ୍ରଓ୍ବାଲଙ୍କ ମୃତଦେହ ବୌଦ୍ଧ ଜିଲା ଜୁହ୍ନାପଙ୍କ ନିକଟ ମହାନଦୀ ଘାଟରୁ ଠାବ ହୋଇଥିବା ଜଣାପଡ଼ିଛି । ସକାଳେ ତରଭା ସିଂହାଣୀ ପଞ୍ଚାୟତ…
Read More...

ପୂର୍ବତନ ସାଂସଦଙ୍କ ପୁଅ ଦୁର୍ଘଟଣାରେ ମୃତ

କଟକ: କଟକ ତେଲେଙ୍ଗାପିଣ୍ଠ ଦୁର୍ଘଟଣାରେ ୩ଜଣ ମୃତକଙ୍କ ମଧ୍ୟରେ ରହିଛନ୍ତି ପୂର୍ବତନ ସାଂସଦ ଅମର ପ୍ରଧାନଙ୍କ ପୁଅ ଅଙ୍କୁର ପ୍ରଧାନ । ସମ୍ବଲପୁରର ପୂର୍ବତନ ସାଂସଦ ଅମର ପ୍ରଧାନଙ୍କ ପୁଅ ଅଙ୍କୁର ପ୍ରଧାନଙ୍କ ମୃତୁ୍ୟ ହୋଇଥିବା ପୁଲିସ ସ୍ପଷ୍ଟ କରିଛି । ସୂଚନାନୁଯାୟୀ, ଶନିବାର ଭୋରରୁ ୧୬ନଂ…
Read More...

କେନାଲକୁ ପଶିଗଲା କାର୍‌; ଚାଲିଗଲା ୩ ଜୀବନ

କଟକ: କଟକ ତେଲେଙ୍ଗାପେଣ୍ଠ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଆଜି ଭୋରରୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି।  ଭାରସାମ୍ୟ ହରାଇ ଏକ କାର୍ ରାସ୍ତାକଡ଼ କେନାଲକୁ ପଶିଯିବାରୁ ୩ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ମିଳିପାରିନି। ଗତକାଲି ରାତି ୩ଟାରେ କଟକ ଆଡୁ ଏକ  କାର୍‌ ଭୁବନେଶ୍ୱର…
Read More...

ମଥୁରାରୁ ହଟିବ ମସ୍‌ଜିଦ!

ମଥୁରା: ଅଯୋଧ୍ୟାରେ ବାବରୀ ମସ୍‌ଜିଦ ଭଙ୍ଗାଯାଇ ଶ୍ରୀରାମ ମନ୍ଦିର ନିର୍ମାଣ କାର୍ୟ୍ୟ ଆରମ୍ଭ ସହିତ ମଥୁରାସ୍ଥିତ ଶ୍ରୀକୃଷ୍ଣ ଜନ୍ମସ୍ଥାନ ମନ୍ଦିର ନିକଟରେ ଥିବା ମସ୍‌ଜିଦ ହଟାଇବା ଅଭିଯାନ ଜୋର୍‌ ଧରିଛି। ଶ୍ରୀକୃଷ୍ଣ ଜନ୍ମସ୍ଥାନ ସେବା ସଂସ୍ଥାନ ଓ ସାହି ଇଦ୍‌ଗା ପରିଚାଳନା କମିଟି ମଧ୍ୟରେ…
Read More...

କରୋନା ପାଇଁ ଖର୍ଚ୍ଚ ହେବ ମମତାଙ୍କ ପୂଜା ଅନୁଦାନ – ହାଇକୋର୍ଟ

କଲକାତା: ପଶ୍ଚିମବଙ୍ଗ ସରକାର ଦୁର୍ଗା ପୂଜା କମିଟିଗୁଡ଼ିକ ପାଇଁ ମଞ୍ଜୁର କରିଥିବା ୫୦ ହଜାର ଟଙ୍କା ପୂଜା ଅନୁଦାନ ପ୍ରତି କଲକାତା ହାଇକୋର୍ଟ ଧକ୍କା ଦେଇଛନ୍ତି। ଏହି ଅର୍ଥର ୭୫ ପ୍ରତିଶତ କରୋନା ସୁରକ୍ଷା ଉପକରଣ ଓ ବାକି ୨୫ପ୍ରତିଶତ ଅର୍ଥ ଜନସାଧାରଣ ଏବଂ ପୁଲିସ ମଧ୍ୟରେ ସମ୍ପର୍କ ସୁଦୃଢ଼…
Read More...

ତେଲନଦୀ ପୋଲରୁ ଡେଇଁ ୨ ଭଉଣୀ ନିଖୋଜ ଘଟଣା; ସାନଭଉଣୀର ମୃତଦେହ ଠାବ

ତୁଷୁରା: ତେଲନଦୀ ପୋଲରୁ ଡେଇଁ ୨ ଭଉଣୀ ନିଖୋଜ ଘଟଣାରେ ଶନିବାର ସାନଭଉଣୀର ମୃତ ଦେବ ଠାବ ହୋଇଛି। ତରଭା ସିଂହାଣୀ ପଞ୍ଚାୟତ ବଡ଼ତେଣ୍ଡା ନଦୀ କୂଳରୁ ଭାସମାନ ଅବସ୍ଥାରେ ଠାବ ହୋଇଛି। ୧୫ ତାରିଖରେ ତୁଷୁରା ତେଲନଦୀ ପୋଲରୁ ୨ ଭଉଣୀ ନଦୀକୁ ଡେଇଁ ନିଖୋଜ ହୋଇଯାଇଥିଲେ। ସୂଚନା ଅନୁଯାୟୀ, ତୁଷୁରା…
Read More...

ରାଜ୍ୟରେ କରୋନା ନେଲା ୧୭ ଜଣଙ୍କ ଜୀବନ

ଭୁବନେଶ୍ବର: ରାଜ୍ୟରେ ଶନିବାର କରୋନା ଆଉ ୧୭ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧,୧୨୧ କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, ଆଜି କରୋନାରେ ୧୭ ଜଣ ମୃତକଙ୍କ ମଧ୍ୟରୁ ଟ୍ବିନ…
Read More...

ରାଜ୍ୟରେ ୨୧୯୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବା ଦେଖାଯାଉଛି। ୨୪ ଘଣ୍ଟାରେ ୨ ହଜାର ୧୯୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୧ ହଜାର ୨୭୪ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୯୨୨ ଚିହ୍ନଟ ହୋଇଛନ୍ତି। ଏବେ ମୋଟ…
Read More...

ବିଶ୍ୱ ଧଳାବାଡ଼ି ଦିବସ ପାଳିତ

ବ୍ରହ୍ମପୁର: ଦୃଷ୍ଟିହୀନ ବ୍ୟକ୍ତିମାନେ ସମାଜରେ କିପରି ସ୍ୱାଧୀନ ଭାବେ ଜୀବନ ଯାପନ କରିପାରିବେ ସେ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇବା ଉଫେଶ୍ୟରେ ପ୍ରତିବର୍ଷ ଅକ୍ଟୋବର ୧୫ ତାରିଖରେ ବିଶ୍ୱ ଧଳାବାଡ଼ି ଦିବସ ପାଳନ କରାଯାଉଛି ବେ।ଲି ଓଡ଼ିଶା ଦୃଷ୍ଟିହୀନ ପ୍ରତିଷ୍ଠାନର ପ୍ରତିଷ୍ଠାତା…
Read More...

ନିର୍ମାଣଧିନ ଘରୁ ୭୦ଲକ୍ଷ ମୂଲ୍ୟର କେନ୍ଦୁଗଣ୍ଡି ଜବତ କଲା ବନ ବିଭାଗ

ବଲାଙ୍ଗିର : ବଲାଙ୍ଗିର ବନ ବିଭାଗ ପକ୍ଷରୁ ମୁରିବାହାଲ ରେଞ୍ଜ ଖରଝୁରୀ ଗାଁରେ ପୁଣି ଏକ ବଡ ଧରଣର ଚଢଉରେ ବିପୁଳ ପରିମାଣର କାଠଗଣ୍ଡି ଜବତ କରିବାରେ ସଫଳ ହୋଇଛି। କେନ୍ଦୁଗଛର ଶତାଧିକ ଗଣ୍ଡି ଏକ ନିର୍ମାଣଧୀନ ଘରୁ ବନ ବିଭାଗ ଜବତ କରିଥିବାବେଳେ ଏହାର ମୂଲ୍ୟ ଖୋଲା ବଜାରରେ ପ୍ରାୟ ୭୦ଲକ୍ଷ ହେବ…
Read More...