Browsing Category

ପ୍ରମୁଖ ଖବର

ଗତ ୨୪ଘଂଟାରେ ୮୨,୧୭୦ ନୂଆ ଆକ୍ରାନ୍ତ ଚିହ୍ନଟ: ୧,୦୩୯ ମୃତ୍ୟୁ

ନୂଆଦିଲ୍ଲୀ- ଗତ ୨୪ଘଂଟାରେ ୮୨ ହଜାର ୧୭୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୦,୭୪,୭୦୩କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ମୋଟ ସକ୍ରିୟ ସଂଖ୍ୟା ୯,୬୨,୬୪୦ରେ ପଂହଚିଥିବା ବେଳେ ୫୦,୧୬,୫୨୧ ଆରେଗ୍ୟଲାଭ
Read More...

ପ୍ରକାଶ ପାଇଲା ଯୁକ୍ତ ୩ ପ୍ରଥମ କର୍ଟଅଫ ମାର୍କ

ଭୁବନେଶ୍ୱର- ପ୍ରକାଶ ପାଇଲା ଯୁକ୍ତ ୩ ପ୍ରଥମ କର୍ଟଅଫ ମାର୍କ ଲିଷ୍ଟ । ବିଜେବି ଅଟୋନମସ କଲେଜ ବିଜ୍ଞାନ ବିଭାଗରେ ଅଧିକ ହନର୍ସରେ ଆଗରେ ରହିଛି । ଗଣିତରେ ପ୍ରଥମ କର୍ଟଅଫ ମାର୍କ ୯୫.୨ ପ୍ରତିଶତ ରହିଥିବା ବେଳେ ପଦାର୍ଥବିଜ୍ଞାନରେ ୯୫ ପ୍ରତିଶତ ଓ ରାସାୟନିକ ବିଜ୍ଞାନରେ ୯୪.୬
Read More...

ୟୁପିଏସସି ପରୀକ୍ଷାକୁ ନେଇ ଦ୍ୱନ୍ଧ

ନୂଆଦିଲ୍ଲୀ- କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ଯୋଗୁଁ ଅକ୍ଟୋବର ଚାରି ତାରିଖରେ ହେବାକୁ ଥିବା ୟୁପିଏସସି ପ୍ରିଲମ ପରୀକ୍ଷାକୁ ଘୁଚାଂଇବା ପାଇଁ ସୁପ୍ରିମକୋର୍ଟରେ ଏକ ଆବେଦନ ହୋଇଛି । ପରୀକ୍ଷା ଘୁଂଚାଇବା ନେଇ ୟୁପିଏସସି ସୁପ୍ରିମକୋର୍ଟଙ୍କୁ କହିଛନ୍ତି
Read More...

ଅପରାହ୍ନରେ ବସିବ କଂଗ୍ରେସ ଓ ବିଜେଡି ବିଧାୟକ ଦଳ ବୈଠକ

ଭୁବନେଶ୍ୱର- ବିଧାନସଭା ଅଧିବେଶନ ପୂର୍ବରୁ ଆଜି ଅପରାହ୍ନଣରେ ବସିବ କଂଗ୍ରେସ ଓ ବିଜେଡି ବିଧାୟକ ଦଳ ବୈଠକ । ଅଧିବେଶନରେ ଦଳ କି କି ପ୍ରସଙ୍ଗ ଉଠାଇବ ସେନେଇ ପୂର୍ବରୁ ରଣନୀତି ପ୍ରସ୍ତୁତ କରିଥିବା ବେଳେ ଆଜି କଂଗ୍ରେସ ବିଧାୟକ ମଧ୍ୟ ଏନେଇ ଆଲୋଚନା କରିବେ । କୃଷି ଆଇନିକୁ
Read More...

ପ୍ରତି ୧୫ ଦିନରେ ଥରେ ହେବ କୋଭିଡ ହସ୍ପିଟାଲର ଅଗ୍ନି ନିରାପତା ଯାଂଚ

ଭୁବନେଶ୍ୱର- ରାଜ୍ୟରେ ଥିବା ସସସ୍ତ କୋଭିଡ ହସ୍ପିଟାଲରେ ୧୫ ଦିନରେ ଥରେ ହେବ ଅଗ୍ନି ନିରାପତା ବ୍ୟବସ୍ଥାର ଯାଂଚ ରକାଯିବ । ହସ୍ପିଟାଲ ପକ୍ଷରୁ ଦୈନିକ ଅଗ୍ନି ନିରାପତା ବ୍ୟବସ୍ଥାର ଯାଂଚ କରିବା ସହ ଅଗ୍ନିଶମ ଅଧିକାରୀଙ୍କୁ ରିପୋର୍ଟ ଦେବାକୁ କୁହାଯାଇଛି । ମେଡିକାଲରେ ଦୈନିକ ସିଫ୍ଟି
Read More...

କରୋନାରେ ଆଖିବୁଜିଲେ ୧୬ ଜଣ ଆକ୍ରାନ୍ତ

ଭୁବନେଶ୍ୱର- ଆଜି ୧୬ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୮୧୩ରେ ପଂହଚିଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Read More...

ଗୋଟିଏ ଦିନରେ ୩୨୩୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଆଜି ପୁଣି ୩୨୩୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୯୧୫ ଓ ସ୍ଥାନୀୟ ସଂକ୍ରମିତ ୧୩୨୦ ରହିଛନ୍ତି । ସୂଚନା ଓ ଲୋକ ସଂପର୍କ ବିଭାଗ ଏନେଇ ସୂଚନା ଦେଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରେ ୫୦୬, କଟକ
Read More...

କୃଷି ବିଲକୁ ବିରୋଧ କରି ତେଜିଲେ ଚାଷୀ

ନୂଆଦିଲ୍ଲୀ- ଗତକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ କୃଷି ବିଲକୁ ଅନୁମୋଦନ କରିବା ପାରେ ଚାଷୀଙ୍କ ମନରେ ଅସନ୍ତୋଷ ପ୍ରାକାଶ ପାଇଛି । ଏହାକୁ ବିରୋଧ କରି ପଞ୍ଜାବ ଯୁବ କଂଗ୍ରେସର କର୍ମୀ ଆଜି ସକାଳେ ଇଣ୍ଡିଆ ଗେଟ ଆଗରେ ଏକ ଟ୍ରାକ୍ଟରରେ ନିଆଁ ଲଗାଇ ହୋ ହାଲ୍ଲା କରିଛନ୍ତି ବିକ୍ଷୋଭକାରୀ
Read More...

ତାପଙ୍ଗ ହାତିଆ ମୁଣ୍ଡିଆ ନିଷାଦ୍ଧାଚଂଳ ଘେଷଣା

ଭୁବନେଶ୍ୱର- ଓଡିଶାର ଦ୍ୱିତୀୟ ଲଦାଖ ପାଲଟିଥିବା ଖୋର୍ଦ୍ଧା ଜିଲ୍ଲା ତାପଙ୍ଗର ହାତିଆ ମୁଣ୍ଡିଆକୁ ନିଷାଦ୍ଧାଚଂଳ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ସ୍ଥାନୀୟ ଅଂଚଳ ଏକ ପଥର ଖଣି ହୋଇଥିବା ବେଳେ ଅନେକ ଡିନାମାଇଟ ଅଫୁଟା ଅବସ୍ଥାରେ ରହିଛି । ତେଣୁ ଏହା ବିପଦ ବୋଲି ଦର୍ଶାଇ ତାପଙ୍ଗ
Read More...

ଆସନ୍ତାକାଲି ବସିବ ବିଧାନସଭା ଅଧିବେଶନ

ଭୁବନେଶ୍ୱର- କରୋନା କଟଣା ଭିତରେ ଆସନ୍ତା କାଲିଠାରୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ । ଏଥିପାଇଁ ବିଧାନ ସଭାରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଗତକାଲି ସମସ୍ତ ବିଧାୟକ, କର୍ମଚାରୀ ଓ ସାମ୍ବାଦିକଙ୍କ କରୋନା ଟେଷ୍ଟ କରାଯାଇଥିଲା । ପ୍ରଥମ ଦିନରେ ୭୫୭ ଜଣଙ୍କ ନମୁନା
Read More...