Browsing Category

ପ୍ରମୁଖ ଖବର

କୃଷି ବିଲକୁ ବିରୋଧ କରି ତେଜିଲେ ଚାଷୀ

ନୂଆଦିଲ୍ଲୀ- ଗତକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ କୃଷି ବିଲକୁ ଅନୁମୋଦନ କରିବା ପାରେ ଚାଷୀଙ୍କ ମନରେ ଅସନ୍ତୋଷ ପ୍ରାକାଶ ପାଇଛି । ଏହାକୁ ବିରୋଧ କରି ପଞ୍ଜାବ ଯୁବ କଂଗ୍ରେସର କର୍ମୀ ଆଜି ସକାଳେ ଇଣ୍ଡିଆ ଗେଟ ଆଗରେ ଏକ ଟ୍ରାକ୍ଟରରେ ନିଆଁ ଲଗାଇ ହୋ ହାଲ୍ଲା କରିଛନ୍ତି ବିକ୍ଷୋଭକାରୀ…
Read More...

ତାପଙ୍ଗ ହାତିଆ ମୁଣ୍ଡିଆ ନିଷାଦ୍ଧାଚଂଳ ଘେଷଣା

ଭୁବନେଶ୍ୱର- ଓଡିଶାର ଦ୍ୱିତୀୟ ଲଦାଖ ପାଲଟିଥିବା ଖୋର୍ଦ୍ଧା ଜିଲ୍ଲା ତାପଙ୍ଗର ହାତିଆ ମୁଣ୍ଡିଆକୁ ନିଷାଦ୍ଧାଚଂଳ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ସ୍ଥାନୀୟ ଅଂଚଳ ଏକ ପଥର ଖଣି ହୋଇଥିବା ବେଳେ ଅନେକ ଡିନାମାଇଟ ଅଫୁଟା ଅବସ୍ଥାରେ ରହିଛି । ତେଣୁ ଏହା ବିପଦ ବୋଲି ଦର୍ଶାଇ ତାପଙ୍ଗ…
Read More...

ଆସନ୍ତାକାଲି ବସିବ ବିଧାନସଭା ଅଧିବେଶନ

ଭୁବନେଶ୍ୱର- କରୋନା କଟଣା ଭିତରେ ଆସନ୍ତା କାଲିଠାରୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ । ଏଥିପାଇଁ ବିଧାନ ସଭାରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଗତକାଲି ସମସ୍ତ ବିଧାୟକ, କର୍ମଚାରୀ ଓ ସାମ୍ବାଦିକଙ୍କ କରୋନା ଟେଷ୍ଟ କରାଯାଇଥିଲା । ପ୍ରଥମ ଦିନରେ ୭୫୭ ଜଣଙ୍କ ନମୁନା…
Read More...

ଆଜି ପ୍ରକାଶ ପାଇବ ଯୁକ୍ତ ୩ ଆଡମିଶନର ପ୍ରଥମ ମେରିଟ ଲିଷ୍ଟ

ଭୁବନେଶ୍ୱର- ଆଜି ପ୍ରକାଶ ପାଇବ ଯୁକ୍ତ ୩ ଆଡମିଶନର ପ୍ରଥମ ମେରିଟ ଲିଷ୍ଟ । ରାଜ୍ୟର ୧ ହଜାର ୨୯ଟି କଲେଜ ପାଇଁ ୨ ଲକ୍ଷ ୧୨ ହଜାର ୯୯୮ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି । ଅକ୍ଟୋବର ୮ ତାରିଖରେ ଦ୍ୱିତୀୟ ମେରିଟ ତାଲିକା ପ୍ରକାଶ ପାଇବ । ବିିଭନ୍ନ କଲେଜର ଛାତ୍ରଛାତ୍ରୀ ମାନେ ଇ-ଆଡମିଶନ…
Read More...

ୟୁସି ବ୍ରାଉଜର ବିକଳ୍ପ ଭାବେ ପ୍ଲେ ଷ୍ଟେରକୁ ଆସିଲା ଆଇସି ବ୍ରାଉଜର

ନୂଆଦିଲ୍ଲୀ: ଯଦି ଆପଣ ମଧ୍ୟ ଚାଇନିଜ୍ ଆପ୍ ୟୁସି- ବ୍ରାଉଜରର ବନ୍ଦକୁ ନେଇ ଅସନ୍ତୁଷ୍ଟ ଅଛନ୍ତି ଏପରି ଏକ ଆପ ଖୋଜୁଛନ୍ତି ଯାହି ଆପଣ ୟୁସି- ବ୍ରାଉଜରରେ ପାଉଥିଲେ। ତେବେ ଆପଣଙ୍କର ସନ୍ଧାନ ସମାପ୍ତ ହୋଇଛି। ମେକ ଇନ୍ ଇଣ୍ଡିଆ ଆଇସି -ବ୍ରାଉଜର୍(iC Browse) ଆପ୍ ବିକଳ୍ପ ଭାବରେ ଲଞ୍ଚ…
Read More...

ବିଶ୍ୱ ପର୍ଯ୍ୟଟନ ଦିବସ : ଦିଲ୍ଲୀର ସୌନ୍ଦର୍ଯ୍ୟ ଓ କିଛି ପ୍ରସିଦ୍ଧ ସ୍ଥାନ

ଦିଲ୍ଲୀ ନା କେବଳ ଭାରତର ରାଜଧାନୀ ବରଂ ଏହା ହଜାର ହଜାର ବର୍ଷ ପୂର୍ବ ଇତିହାସ ଓ ସ୍ଥାପତ୍ୟ କଳାର କେନ୍ଦ୍ର ମଧ୍ୟ। ଏଠାରେ ଇଂରେଜ ଓ ମୋଗଲମାନଙ୍କ ଦ୍ୱାରା ନିର୍ମାଣ କରାଯାଇଥିବା ଏଭଳି କିଛି ଅଟ୍ଟାଳିକା ରହିଛି ଯାହାକୁ ଦେଖିବାକୁ କେବଳ ଭାରତୀୟ ନୁହେଁ ବରଂ ବିଦେଶୀ ମଧ୍ୟ ଆସିଥାଆନ୍ତି।…
Read More...

ପ୍ରଥମ ଇନ୍‍-ଫ୍ଲାଇଟ ମୋବାଇଲ ସେବା ଦେବ ଜିଓ

ମୁମ୍ବଇ : ଜିଓ ପୋଷ୍ଟପେଡ ପ୍ଲସ୍‍ ଗ୍ରାହକଙ୍କ ନିମନ୍ତେ ଭାରତର ପ୍ରଥମ ଇନ୍‍ ଫ୍ଲାଇଟ ସେବା ଆରମ୍ଭ କରିବାକୁ ଜିଓ ଏବଂ ପାନାସୋନିକ ଆଭିଓନିକ୍ସ କର୍ପୋରେସନର ସହଯୋଗୀ ସଂସ୍ଥା ଏରୋମୋବାଇଲ ସହଭାଗିତା କରିଛନ୍ତି। ଜିଓର ଇନ ଫ୍ଲାଇଟ ସେବା ବିଦେଶ ଯାତ୍ରା କରୁଥିବା ପ୍ରତ୍ୟେକ ଭାରତୀୟ ବିମାନ…
Read More...

ଅକ୍ଟୋବରରୁ ମିଠାରେ ରହିବ ‘ତମାଦି ଅବଧି’

କଲକାତା: ଏଥର ସମସ୍ତ ମିଷ୍ଟାନ୍ନରେ ଏକ୍ସପ୍ୟାରି ଡେଟ୍‌ ରଖାଯିବା ପାଇଁ କେନ୍ଦ୍ର ପକ୍ଷରୁ ବାଧ୍ୟତାମୂଳକ କରାଯିବା ନିର୍ଦେଶକୁ ରାଜ୍ୟରେ ଏହାକୁ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି ରାଜ୍ୟ ଖାଦ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ସେଦୃଷ୍ଟିରୁ ରାଜ୍ୟର ସମସ୍ତ ମିଠା ଦୋକାନରେ ଅକ୍ଟୋବର ପହିଲାରୁ…
Read More...

ବରିଷ୍ଠ ବିଜେପି ନେତା ଯଶୱନ୍ତ ସିଂଙ୍କ ପରଲୋକ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଯଶୱନ୍ତ ସିଂଙ୍କ ରବିବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ସେ ଅସୁସ୍ଥ ହୋଇ ଜୁନ ୨୫ତାରିଖରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଆଜି ହୃଦଘାତରେ ଦିଲ୍ଲୀ ଆର୍ମି ହସ୍ପିଟାଲରେ ତାଙ୍କର…
Read More...

ଆକ୍ଟୋବରରେ ଖୋଲିବ ରାଜ୍ୟର ସମସ୍ତ ପର୍ଯ୍ୟଟନସ୍ଥଳୀ

ଭୁବନେଶ୍ବର: ମହାମାରୀ କରୋନା ପାଇଁ  ବନ୍ଦ ରହିଥିବା ରାଜ୍ୟର ସମସ୍ତ ପର୍ଯ୍ୟଟନସ୍ଥଳୀ ଦୀର୍ଘ ଦିନ ପରେ ଖୋଲିବାକୁ ଯାଉଛି। ଆଜି ପର୍ଯ୍ୟଟନ ଦିବସରେ ପର୍ଯ୍ୟଟନ ମନ୍ତ୍ରୀ ଯ୍ୟୋତି ପାଣିଗ୍ରାହୀ ଏ ନେଇ ବଡ଼ ସୂଚନା ଦେଇଛନ୍ତି। ଅକ୍ଟୋବର ମାସରୁ ରାଜ୍ୟର ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବ। କୋଭିଡ…
Read More...