Browsing Category

ପ୍ରମୁଖ ଖବର

ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ

ଭୁବନେଶ୍ଵର : କରୋନା କଟକଣା ମଧ୍ୟରେ ରାଜ୍ୟ ବିଧାନସଭାର ମୌସୁମୀ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ମାଧ୍ୟମରେ ନବୀନ ନିବାସରୁ ଏବଂ ଲୋକସେବା ଭବନରୁ ୬ ବିଧାୟକ ବୈଠକରେ ଭାଗ ନେଇଛନ୍ତି ।
Read More...

ହ୍ରାସ ପାଉଛି ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ହ୍ରାସ ପାଇବା ଆରମ୍ଭ ହୋଇଛି। ୨୪ ଘଣ୍ଟାରେ ମଧ୍ୟରେ ୭୦, ୫୮୯ ନୂଆ ସଂକ୍ରମିତ ଚିହ୍ନଟ ହେବା ସହ ଦେଶରେ ମୋଟ କରୋନା ସଂକ୍ରମଣ ସଂଖ୍ୟା ୬୧, ୪୫,୨୯୫ ରେ ପହଞ୍ଚିଛି। ସେହିପରି ଗୋଟିଏ ଦିନରେ ୭୭୬ ଜଣଙ୍କର ମୃତ୍ୟୁ ସହ କରୋନା ଜନିତ…
Read More...

୫ ବିଧାୟକ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ବିଧାନସଭାରେ ୨୫ ବିଧାୟକଙ୍କ ହୋଇଥିବା କରୋନା ଟେଷ୍ଟ ମଧ୍ୟରୁ ଆଉ ୫ ବିଧାୟକ କରୋନା ପଜିଟିଭ ଚିହ୍ନଟ ହୋଇଥିବା ମଙ୍ଗଳବାର ଜଣାପଡ଼ିଛି। ବିଧାୟକ ଜୟନ୍ତ ଷଡଙ୍ଗୀ, ଭୂଦାନ ମୁର୍ମୁ, ଅଙ୍ଗଦ କହଁର, ସରୋଜ ମେହେର , ବିକ୍ରମ ପଣ୍ଡା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ଏହି…
Read More...

ଘୂର୍ଣ୍ଣିବଳୟ ; ତିନିଦିନ ବର୍ଷା

ଭୁବନେଶ୍ୱର : ଓଡ଼ିଶା, ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମବଙ୍ଗ ମଧ୍ୟରେ ଏକ ଘୂର୍ଣ୍ଣିବଳୟ ଓ ଟ୍ରଫଲାଇନ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ତିନିଦିନ ବର୍ଷାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ବୁଲେଟିନରେ ସୂୂଚନା ଦିଆଯାଇଛି।ଆସନ୍ତା ୩୦ ତାରିଖରେ ବାଲେଶ୍ୱର, ଭଦ୍ରକ, କଟକ,…
Read More...

ମନ୍ଦିର ଖୋଲିବା ନେଇ ହାଇକୋର୍ଟରେ ଜବାବ ଦାଖଲ

ଭୁବନେଶ୍ୱର- କରୋନା ସ୍ଥିତିର ଭୟାବହତାକୁ ଦୃଷ୍ଟିରେ ରଖି ଏବେ ମନ୍ଦିର ଖୋଲିବା ସମ୍ଭବ ନୁହେଁ ବୋଲି ହାଇକୋର୍ଟରେ ଜବାବ ଦାଖଗଲ କରିଛନ୍ତି ରାଜ୍ୟ ସରକାର । ମନ୍ଦିର ଗର୍ଭଗୃହ ଛୋଟ ଯୋଗୁଁ ସକଂମ୍ରଣ ବଢିପାରେ ବୋଲି ସରକାର ଦର୍ଶାଇଛନ୍ତି । ଆସନ୍ତା ସପ୍ତାହରେ ଏହି ମାମଲାର ପରବର୍ତୀ…
Read More...

ରାଜଧାନୀରୁ ୩୪୨ ନୂଆ ଆକ୍ରାନ୍ତ

ଭୁବନେଶ୍ୱର- ରାଜଧାନୀ ଭୁବନେଶ୍ୱରରୁ ୩୪୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରର ୧୧୧ ଜଣ ହୋଇଥିବା ବେଳେ ୨୩୧ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବିଏମସି ପକ୍ଷରୁ ଏହି ସୂଚନା ଦିଆଯାଇଛି । ଭୁବନେଶ୍ୱରରେ ଏଯାବତ୍ ମୋଟ ଆକ୍ରାନ୍ତଙ୍କ…
Read More...

ଜାମ୍ମୁକାଶ୍ମୀରରେ ଭୂକମ୍ପ ଝଟକା

ଶ୍ରୀନଗର- ଜାମ୍ମୁ କାଶ୍ମୀରରେ ଭୂକମ୍ପ ଝଟକା ଅନୁଭୂ୍ତ ହୋଇଛି । ରିକ୍ଟର ସ୍କେଲରେ ଏହାର ତ୍ରିବତା ୪.୨ ରେକର୍ଡ କରାଯାଇଛି । ଏହି ଭୂକମ୍ପରେ କିଛି କ୍ଷତି ହୋଇ ନାହିଁ ବୋଲି ସୂଚନା ମିଳିଛି । ଏହାର କେନ୍ଦ୍ରସ୍ଥଳ ଭୁପୃଷ୍ଠରୁ ୫ କିଲୋମିଟର ଗଭୀର ଥିଲା ବୋଲି ଜଣାପଡିଛି ।
Read More...

ରାଜ୍ୟରେ ୧୪ ମନ୍ତ୍ରୀ ଓ ବିଧାୟକ କରୋନା ଚିହ୍ନଟ

ଭୁବନେଶ୍ୱର- ବିଧାନସଭା ମୌସୁମୀ ଅଧିବେଶନ ପୂର୍ବରୁ ୧୪ ଜଣ ମନ୍ତ୍ରୀ ଓ ବିଧାୟକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତକାଲି ୨ ଜଣ ଚିହ୍ନଟ ହେବାପରେ ଆଜି ଆଉ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପ୍ରମିଳା ମଲ୍ଲିକ, ଦେବୀ ମିଶ୍ର, ଉପବାଚସ୍ପତି ରଜନୀକାନ୍ତ ସିଂହ, ମନ୍ତ୍ରୀ ସମୀର ଦାଶ,…
Read More...

କୃଷି ବିଲ ବିରୋଧରେ ତୀବ୍ର ହେଉଛି ଆନ୍ଦୋଳନ

ନୂଆଦିଲ୍ଲୀ- ନୂଆ କୃଷି ବିଲ ବିରୋଧରେ ଆନେ୍ଦାଳନ ତୀବ୍ର ହେବାରେ ଲାଗିଛି । ବିଶେଷ କରି ପଞ୍ଜାବ, ହରିଆଣା, ଓ କର୍ଣ୍ଣାଟକ ଚାଷୀମାନେ ଏହାକୁ ବିରୋଧ କରି ଆନ୍ଦୋଳନ ଜାରି ରଖିଛନ୍ତି । କଂଗ୍ରେସ ପକ୍ଷରୁ ଦିଲ୍ଲୀ ଇଣ୍ଡିଆ ଗେଟ ନିକଟରେ ଚାଷୀଙ୍କ ସହ ମିଶି ଜୋରଦାର ବିକ୍ଷୋଭ କରିଥିଲେ ।…
Read More...

ଉତରପ୍ରଦେଶରେ ହୋଇପାରିବନି ଦୁର୍ଗା ପୂଜା

ଉତରପ୍ରଦେଶ- କରୋନା ଭାଇରସର ଦ୍ରୁତ ବୃଦ୍ଧି ଯୋଗୁଁ ଚଳିତବର୍ଷ ଜନଗହଳି ପୂର୍ଣ୍ଣ ସ୍ଥନାରେ ଦୁର୍ଗାପୂଜା ହୋଇପାରିବନି ନାହିଁ ବୋଲି ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି । ଘରେ ମା ଦୁର୍ଗାଙ୍କ ମୃର୍ତି ସ୍ଥପାନ କରି ଦୁର୍ଗାପୂଜା ପାଳନ କରିବାକୁ ସେ ନିର୍ଦେଶ…
Read More...