Browsing Category

ପ୍ରମୁଖ ଖବର

ଦେଶରେ ୨୪ ଘଣ୍ଟାରେ ୧,୧୨୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୮୮ହଜାର ୬୦୦  କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୯ ଲକ୍ଷ ୯୨ ହଜାର ୫୩୨ ରେ ପହଞ୍ଚିଛି। ସେହିପରି ଗୋଟିଏ ଦିନରେ ୧,୧୨୪ ଜଣ
Read More...

ଭୁବନେଶ୍ୱରରୁ ଚିହ୍ନଟ ହେଲେ ୩୧୯ ନୂଆ କରୋନା ଆକ୍ରାନ୍ତ

ଭୁବନେଶ୍ୱର- ରାଜଧାନୀ ଭୁବନେଶ୍ୱରରୁ ଆସି ୩୧୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରର ୬୨ ଓ ସ୍ଥାନୀୟ ସଂକ୍ରମିତ ୨୫୭ ରହିଛି । ଏନେଇ ଭୁବନେଶ୍ୱର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛନ୍ତି । ଏଯାବତ୍ ରାଜଧାନୀରେ ସଂକ୍ରମିତଙ୍କ ସଂଖ୍ୟା
Read More...

୭ଦିନ ପାଇଁ ବାରିପଦା ସହର ବନ୍ଦ

ବାରିପଦା- ମହାମାରୀ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଯୋଗୁଁ ବାରିପଦା ସହରକୁ ୭ ଦିନ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ବିିଭନ୍ନ ନାଗରିକ ସଂଗଠନ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି । ଆସନ୍ତାକାଲି ଠାରୁ ୩ ତାରିଖ ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ କୁହାଯାଇଛି ।
Read More...

ଅପରାଜିତାଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ୱର- ଅପରାଜିତାଙ୍କୁ ଜାତୀୟସ୍ତରରେ ମିଳିଲା ନୂଆ ଦାୟିତ୍ୱ । ୨୩ ଜଣ ପ୍ରବକ୍ତାଙ୍କ ଭିତରେ ସ୍ଥାନ ପାଇଛନ୍ତି ଅପରାଜିତା ଷଡଙ୍ଗୀ । ସେହିପରି ଅନିଲ ବଲୁନି, ସାହାନୱାଜ ହୁସେନ, ରାଜୀବ ପ୍ରତାପ ରୁଡ୍ଡୀଙ୍କୁ ରାଷ୍ଟ୍ରୀୟ ପ୍ରବକ୍ତା ଭାବେ ନିଯୁକ୍ତି ମିଳିଛି । ତେବେ ନଡ୍ଡାଙ୍କ
Read More...

ଚାଇନା ସମ୍ବାଦିକ ଆମେରିକାରେ ଏଣିକି ୯୦ ଦିନ ରହିପାରିବେ

ୱାଶିଂଟନ- ଆମେରିକାରେ କାର୍ଯ୍ୟରତ ଚାଇନା ସାମ୍ବାଦିକଙ୍କ ରହଣି ଉପରେ ରାଷ୍ଟ୍ରପତି ଟ୍ରମ୍ପ ଏକ ବଡ ନିଷ୍ପତି ନେବାକୁ ଯାଉଛନ୍ତି । ଆମେରିକାରେ ବିଦେଶୀ ସାମ୍ବାଦିକଙ୍କ ରହଣି ସମୟ ସୀମା ୨୪୦ ଦିନ ଥିବା ବେଳେ ଏହାକୁ ୯୦ ଦିନକୁ କମେଇ ଦିଆଯାଇଛି । ଏହି ସମୟ ଶେଷ ହେବାପରେ ପୁଣି ଥିରେ
Read More...

ପଂଚ ଭୂତରେ ଲୀନ ହେଲେ ବାଲସୁବ୍ରମଣ୍ୟମ

ଚେନ୍ନାଇ- ପଂଚ ଭୂତରେ ଲୀନ ହେଲା ପ୍ରଖ୍ୟାତ କଣ୍ଠଶିଳ୍ପୀ ବାଲସୁବ୍ରମଣ୍ୟମ । ତାମିଲନାଡୁ ତିରୁଭାଲ୍ଲୁର ଜିଲ୍ଲା ଥମରାଇପାକ୍କମ ଠାରେ ଥିବା ଗୋଟିଏ ଫାର୍ମରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କ ପାର୍ଥିବ ଶରୀର ଲୀନ ହୋଇଛି । ଗତକାଲି ତାଙ୍କ ମରଶୀରକୁ କୋଦାବକ୍କମର କାମଧର ନଗରରେ ଥିବା
Read More...

୨୪ଟି ଉଠା ଦୋକାନୀଙ୍କ ବେଆଇନ ନିର୍ମାଣ ଉଛେଦ କଲା ବିଏମ୍ସି

ଭୁବନେଶ୍ୱର- କାର ପାର୍କିଂ ପାଇଁ ଭୁବନେଶ୍ୱର ୟୁନିଟ-୨ ମାର୍କେଟ ବିଲଡିଂ କଡରେ ଥିବା ୨୪ଟି ଉଠା ଦୋକାନୀଙ୍କ ବେଆଇନ ନିର୍ମାଣ ଉଛେଦ କଲା ବିଏମ୍ସି । ପୋଲିସର ସହାୟତା ନେଇ ବୁଲଡୋଜର ଲଗାଇ ଉଛେଦ କରିଛି ବିଏମସି । ନିଖିଳ ଉକ୍ରଳ ଉଠାଦେକାନ କ୍ଷୁଦ୍ର ବ୍ୟବସାୟୀ ସଂଘ ହାଇକୋର୍ଟଙ୍କ ନିର୍ଦେଶ
Read More...

ଡ୍ରଗ୍ସ ଚାଟକୁ ଦୀପିକାଙ୍କ ସ୍ବୀକାରୋକ୍ତି

ମୁମ୍ବଇ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ସାମ୍ନାରେ ଅଭିନେତ୍ରୀ ଦୀପିକା ପାଦୁକନଙ୍କ ବଡ ସ୍ବୀକାରୋକ୍ତି। କରିସ୍ମାଙ୍କ ସହ କରିଥିବା ଡ୍ରଗ୍ସ ଚାଟକୁ ଦୀପିକା ମାନିନେଇଛନ୍ତି।  ୨୧୦୧୭ରେ ‘ହେସ’ ଯୋଗାଇ ଦେବା ପାଇଁ କରିସ୍ମାଙ୍କୁ କହିଥିଲେ। ପରେ ମ୍ୟାନେଜର କରିସ୍ମା ଏହାର ଜବାବରେ
Read More...

ବାଦଲ ଗିରି ଜଳପ୍ରପାତ ନିଷିଦ୍ଧାଚଂଳ ଘୋଷଣା

ସୁନ୍ଦରଗଡ- ବାଦଲ ଗିରି ଜଳପ୍ରପାତ ଅଂଚଳକୁ ନିଷିଦ୍ଧାଚଂଳ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ଗତ ୨୦ ତାରିଖରେ ରାଉଲକେଲା ଅଂଚଳରୁ ଦୁଇ ଇଞ୍ଜିନିୟରିଂ ଛାତ୍ର ଗାଧୋଉଥିବା ବେଳେ ବୁଡି ପ୍ରାଣ ହରାଇବା ପରେ ସ୍ଥାନୀୟ ପ୍ରଶାସନ ଏପରି ନିଷ୍ପତି ନେଇଛନ୍ତି । ଉକ୍ତ ଅଂଚଳକୁ ଯେପରି କେହି
Read More...

ନକଲି ସସ ଫ୍ୟାକ୍ଟ୍ରି ଚଢାଉ

କଟକ- କଟକ ଜଗତପୁର ଆଇବି ରୋଡରେ ଏକ ନକଲି ସସ ଫ୍ୟାକ୍ଟ୍ରି ଚଢାଉ କରିଛି ପୋଲିସ । ବିପୁଳ ପରିମାଣର ନକଲି ସସ ଓ ବିଭିନ୍ନ ସାମଗ୍ରୀ ଜବତ କରିବା ସହ ଦୁଇ ଜଣଙ୍କୁ ଅଟକ ରଖିଛି । ଚଢାଉ ସମୟରେ ଭୁବନେଶ୍ୱର ମଂଚେଶ୍ୱର ଅଂଚଳରେ ଥିବା ଏକ ମାନୁଫ୍ୟାକ୍ଟରିଂ କଂପାନିର ଷ୍ଟିକର ଜବତ ହୋଇଛି । ଏନେଇ
Read More...