Browsing Category

ପ୍ରମୁଖ ଖବର

ଡ୍ରଗ୍ସ ଚାଟକୁ ଦୀପିକାଙ୍କ ସ୍ବୀକାରୋକ୍ତି

ମୁମ୍ବଇ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ସାମ୍ନାରେ ଅଭିନେତ୍ରୀ ଦୀପିକା ପାଦୁକନଙ୍କ ବଡ ସ୍ବୀକାରୋକ୍ତି। କରିସ୍ମାଙ୍କ ସହ କରିଥିବା ଡ୍ରଗ୍ସ ଚାଟକୁ ଦୀପିକା ମାନିନେଇଛନ୍ତି।  ୨୧୦୧୭ରେ ‘ହେସ’ ଯୋଗାଇ ଦେବା ପାଇଁ କରିସ୍ମାଙ୍କୁ କହିଥିଲେ। ପରେ ମ୍ୟାନେଜର କରିସ୍ମା ଏହାର ଜବାବରେ…
Read More...

ବାଦଲ ଗିରି ଜଳପ୍ରପାତ ନିଷିଦ୍ଧାଚଂଳ ଘୋଷଣା

ସୁନ୍ଦରଗଡ- ବାଦଲ ଗିରି ଜଳପ୍ରପାତ ଅଂଚଳକୁ ନିଷିଦ୍ଧାଚଂଳ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ଗତ ୨୦ ତାରିଖରେ ରାଉଲକେଲା ଅଂଚଳରୁ ଦୁଇ ଇଞ୍ଜିନିୟରିଂ ଛାତ୍ର ଗାଧୋଉଥିବା ବେଳେ ବୁଡି ପ୍ରାଣ ହରାଇବା ପରେ ସ୍ଥାନୀୟ ପ୍ରଶାସନ ଏପରି ନିଷ୍ପତି ନେଇଛନ୍ତି । ଉକ୍ତ ଅଂଚଳକୁ ଯେପରି କେହି…
Read More...

ନକଲି ସସ ଫ୍ୟାକ୍ଟ୍ରି ଚଢାଉ

କଟକ- କଟକ ଜଗତପୁର ଆଇବି ରୋଡରେ ଏକ ନକଲି ସସ ଫ୍ୟାକ୍ଟ୍ରି ଚଢାଉ କରିଛି ପୋଲିସ । ବିପୁଳ ପରିମାଣର ନକଲି ସସ ଓ ବିଭିନ୍ନ ସାମଗ୍ରୀ ଜବତ କରିବା ସହ ଦୁଇ ଜଣଙ୍କୁ ଅଟକ ରଖିଛି । ଚଢାଉ ସମୟରେ ଭୁବନେଶ୍ୱର ମଂଚେଶ୍ୱର ଅଂଚଳରେ ଥିବା ଏକ ମାନୁଫ୍ୟାକ୍ଟରିଂ କଂପାନିର ଷ୍ଟିକର ଜବତ ହୋଇଛି । ଏନେଇ…
Read More...

ଅଦାଲତରେ ପଂହଚିଲା କୃଷ୍ଣ ଜନ୍ମଭୂମି ମାମଲା

ନୂଆଦିଲ୍ଲୀ: ରାମ ଜନ୍ମଭୂମି ଜମି ବିବାଦ ସମାଧାନ ପରେ ଏବେ ମଥୁରାର କୃଷ୍ଣ ଜନ୍ମଭୂମି ଜମି ବିବାଦ ଅଦାଲତରେ ପହଂଚିଛି । ଶୁକ୍ରବାର ମଥୁରାରେ ବିରାଜିତ କୃଷ୍ଣ ଜନ୍ମଭୂମିର ୧୩.୩୭ ଏକର ଜମିକୁ ନେଇ ଅଦାଲତରେ ମାମଲା ରୁଜୁ ହୋଇଛି । ଏହା ସହ ମଥୁରା ଶ୍ରୀକୃଷ୍ଣ ଜନ୍ମଭୂମି ମନ୍ଦିରକୁ ଲାଗି…
Read More...

ବିଶ୍ୱର ଶ୍ରେଷ୍ଠ ୨୦ ପ୍ରଶଂସିତ ପୁରୁଷ ଓ ମହିଳାଙ୍କ ତାଲିକାରେ ମୋଦିଙ୍କ ନାମ

ନୂଆଦିଲ୍ଲୀ- ୟୁ ଗୋଭ ଦ୍ୱାରା କରାଯାଇଥିବା ସଭେ ରିପୋର୍ଟ ପ୍ରକାଶ ପାଇଛି । ବିଶ୍ୱର ଶ୍ରେଷ୍ଠ କୋଡିଏ ପ୍ରଶଂସିତ ପୁରୁଷ ଓ ମହିଳାଙ୍କ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁ ରହିଛି । ପୁରୁଷ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତାଭ ବଚ୍ଚନ, ଶାହରୁଖ ଖାନ,…
Read More...

ବରଗଡରେ ନକଲି କରୋନା ଔଷଧ

ବରଗଡ- ବରଗଡରୁ ଜବତ କରାଯାଇଛି ନକଲି କରୋନା ଔଷଧ । ଏନେଇ ଡ୍ରଗ୍ସ ଇନ୍ସପେକ୍ଟର ସସ୍ମିତା ଦେହେରୀ ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ବରଗଡ ଜିଲ୍ଲା ଭେଡେନ ଥାନା ରୁଷୁଡା ଗ୍ରାମରେ ନକଲି କରୋନା ଔଷଧ ପ୍ରସ୍ତୁତ କରାଯାଉଥିବା ପୋଲିସ ଖବର ପାଇଥିଲା । ସମ୍ବଲପୁର ଡ୍ରଗ୍ସ ପାଉଡର…
Read More...

ବିହାର ନିର୍ବାଚନ ପାଇଁ ଜାରି ହେଲା ନୂଆ ଗାଇଡଲାଇନ

ବିହାର- କରୋନା କଟକଣା ଭିତରେ ବାଜିଲା ବିହାର ନିର୍ବାଚନ ବିଗୁଲ । ଏଥିପାଇଁ ନିର୍ବାଚନ କମିଶନର ପକ୍ଷରୁ ଜରି ହେଲା ନୂଆ ଗାଇଡଲାଇନ । ମୁକ୍ତ, ଅବାଧ ଓ ସୁରକ୍ଷିତ ଭାବେ ନିର୍ବାଚନ କରିବା ପାଇଁ କଶିନର କହିଛନ୍ତି । ଯେଉଁ ପ୍ରାର୍ଥୀ ମାନେ ଭୋଟ ଦେବା ପାଇଁ ଆସିବେ ସେମାନଙ୍କର ଥର୍ରମାଲ…
Read More...

ବିକ୍ରି କମିଲା , କ୍ଷତି ବଢ଼ିଲା -ଭାରତ ଛାଡିଲା ହାର୍ଲେ ଡେଭିଡ଼ସନ

ଲକଜୁରି ବାଇକ ନିର୍ମାତା ଆମେରିକୀୟ କମ୍ପାନୀ ହାର୍ଲେ ଡେଭିଡ଼ସନ ଭାରତ ଛାଡୁଛି । କମ୍ପାନୀ ଭାରତରେ ଏହାର ବ୍ୟବସାୟ ବନ୍ଦ କରିବାକୁ ନିଷ୍ପତି ନେଇଛି । ଏହାଫଳରେ ଦୋରେ ହାର୍ଲେ ଭେିଡଡ଼ସନର ଗାଡି ଆଉ ଉତ୍ପାଦନ ହେବ ନାହିଁ । ବର୍ତମାନ ସମୟରେ କମ୍ପାନୀ ଭାରତରେ ଏହାର ଉତ୍ପାଦନ କ୍ରମଶଃ…
Read More...

ଏନସିବିରେ ହାଜର ହେଲେ ଶ୍ରଦ୍ଧା କପୁର

ମୁମ୍ବାଇ- ବଲିଓଡ ଡ୍ରଗ୍ସ ଲିଙ୍କ ମାମଲାରେ ଆଜି ଏନସିବିରେ ହାଜିର ହୋଇଛନ୍ତି ଅଭିନେତ୍ରୀ ଶ୍ରଦ୍ଧା କପୁର, ଦୀପିକା ପାଦୁକନ, ସାରା ଅଲ୍ଲୀ ଖାନ । ଡ୍ରଗ୍ସ ମାମଲାରେ ଏନସିବି ଏମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରି ପରନ୍ତି । ଗତକାଲି ରକୁଲ ପ୍ରତି ସିଂ, ସିମୋନ ଖାମ୍ମାତା, କରିସ୍ମା ପ୍ରକାଶ…
Read More...

ପୁଣି ଜବତ ହେଲା ୬୦୦ କେଜି ଗଞ୍ଜେଇ

କୋରାପୁଟ- ଆଜି କରୋପୁଟ ଜିଲ୍ଲା ଲମତାପୁଟର କଡ୍ରି ଗାଁ ନିକଟରୁ ୬୦୦ କେଜିର ଗଞ୍ଜେଇ ବୋଝେଇ ଭ୍ୟାନ ଜବତ କରିଛି ସ୍ଥାନୀୟ ପୋଲିସ । ଏହାର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କାରୁ ଅଧିକ ରହିଛି । ମିଳିଥିବା ସୂଚନା ଅନୁଯାୟୀ କଡ୍ରି ଗାଁ ରାସ୍ତା ଦେଇ ଜଳାପଉଯରୁ ଜୟପୁର ଅଭିମୁଖେ…
Read More...