Browsing Category

ପ୍ରମୁଖ ଖବର

ସୋରିଷ ତେଲରେ ଅନ୍ୟ ତେଲ ମିଶାଇବା ବେଆଇନ

ନୂଆଦିଲ୍ଲୀ- ସୋରିଷ ତେଲରେ ଅନ୍ୟ ତେଲ ମିଶାଇବା ବେଆଇନ । ଏହି ତେଲକୁ ବ୍ୟବହାରକୁ ସୁରକ୍ଷିତ କରିବା ପାଇଁ ଖାଦ୍ୟ ସୁରକ୍ଷା ଏବଂ ମାନବ ପ୍ରାଧିକରଣ ଅଫ ଇଣ୍ଡିଆ ଏଭଳି ପଦକ୍ଷେପ ନେଇଛି । ଆସନ୍ତା ମାସରୁ ଏହି ନିୟମ ଲାଗୁ କରାଯିବ ବୋଲି ଏଫଏସଏସଆଇ କହିଛି । ବଜାରରେ ବିକ୍ରି
Read More...

ଡ୍ରଗ୍ସ ଲିଙ୍କ ଘଟଣା: ଏନସିବିରେ ହାଜର ହେଲେ ଦିପୀକା

ମୁମ୍ବଇ: ସୁଶାନ୍ତ ସିଂହ ରାଜପୁତ ମୃତୁ୍ୟର ତଦନ୍ତ ଆରମ୍ଭ ହେବା ପରେ ଡ୍ରଗ୍ସ ଲିଙ୍କ ଘଟଣା ସମ୍ନାକୁ ଆସିବା ପରେ ନାର୍କୋଟିକ୍ସ କଂଟ୍ରୋଲ ବୁ୍ୟରୋ (ଏନସିବି ) ପକ୍ଷରୁ ତଦନ୍ତ ଜୋରସୋର ଭାବେ ଜାରି ରହିଛି ।ସମ୍ପୃକ୍ତ ଘଟଣାରେ ଅଭିନେତ୍ରୀ ରିୟା ଚକ୍ରବର୍ତୀକୁ ପଚରାଉଚରା କରାଯିବା ପରେ ବଲିଉଡର
Read More...

ବିଧାନସଭା ଅଧିବେଶନ ପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କ କରୋନା ଟେଷ୍ଟ

ଭୁବନେଶ୍ୱର- କରୋନା କଟକଣା ଭିତରେ ଆସନ୍ତା ୨୯ ତାରିଖରେ ହେବାକୁ ଯାଉଛି ବିଧାନସଭାର ମୌସୁମୀ ଅଧିବେଶନ । ଏଥିପାଇଁ ବ୍ୟାପକ ବ୍ୟବସ୍ଥା କଡାକଡି କରାଯାଇଛି । ଏଥିନିମନ୍ତେ ସମସ୍ତ ବିଧାୟକଙ୍କ କରୋନା ଟେଷ୍ଟ ହେବାସହିତ ଯେଉଁ ଗଣମାଧ୍ୟମ କର୍ମଚାରୀ ଯିବେ ସେମାନଙ୍କର ମଧ୍ୟ ଟେଷ୍ଟ କରାଯିବ ।
Read More...

୪ ଦିନ ପାଇଁ ଭିସୁଟ ବନ୍ଦ

ସମ୍ବଲପୁର- କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ଯୋଗୁଁ ବୁର୍ଲା ଭିସୁଟକୁ ୪ ଦିନ ପାଇଁ ବନ୍ଦ ଘୋଷଣା କରାଯାଇଛି । ଆଜିଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଏହି କଟକଣା ବଳବତର ରହିବ । ଏହି ସମୟରେ କ୍ୟାମ୍ପସକୁ ସମ୍ପୂର୍ଣ୍ଣ ରୂପେ ସାନିଟାଇଜ କରାଯିବ । କୁଳପତି ଏହି ବନ୍ଦ ଘୋଷଣା
Read More...

ବିଧାନସଭାରେ କରୋନା ଟେଷ୍ଟ

ଭୁବନେଶ୍ୱର- ଆସନ୍ତା ୨୯ ତାରିଖରେ ହେବାକୁ ଥିବା ବିଧନସଭା ଅଧିବେଶନ ପାଇଁ ଆଜି ସକାଳ ୮ଟାରୁ ସମସ୍ତ ସଦସ୍ୟ ଓ କର୍ମଚାରୀଙ୍କ କରୋନା ଟେଷ୍ଟ ଆରମ୍ଭ ହୋଇଛି । ଏହାର ୩ ଦିନ ଧରି ଚାଲିବ । ଏଥିପାଇଁ ମଧ୍ୟ ବିଧାନସଭା ପରିସରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଯେଉଁମାନଙ୍କ ରିପୋର୍ଟ
Read More...

ଦୁଇ ଦିନିଆ ନୟାଗଡ ସଟଡାଉନ

ନୟାଗଡ- କରୋନା ସଂକ୍ରମଣଙ୍କ ସଂଖ୍ୟା ଅହେତୁକ ମାତ୍ରାରେ ବୃଦ୍ଧି ଯୋଗୁଁ ନୟାଗଡ ଜିଲ୍ଲାକୁ ଦୁଇ ଦିନିଆ ସଟଡାଉନ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଆସନ୍ତା ସୋମବାର ଓ ମଙ୍ଗଳବାର ଦୁଇଦିନ ବନ୍ଦ ରହିବ । ଏହି ସମୟରେ ସହରକୁ ସଂପୂର୍ଣ୍ଣ ରୂପେ ବିଶୋଧନ କରାଯିବ । ନୟାଗଡରେ ଆକ୍ରାନ୍ତଙ୍କ
Read More...

ଅଭିନେତ୍ରୀ ରକୁଲ ପ୍ରୀତ ସିଂହଙ୍କୁ ୪ ଘଂଟା ଜେରା କଲା ଏନସିବି

ମୁମ୍ବାଇ- ବିଲିଉଡ ଡ୍ରଗ୍ସ ଲିଙ୍କ ମାମଲାରେ ଅଭିନେତ୍ରୀ ରକୁଲ ପ୍ରୀତ ସିଂହଙ୍କୁ ଦୀର୍ଘ ୪ଘଂଟା ଧରି ପଚରାଉଚରା କରିଛି । ଏନସିବି ଜେରା କରିବା ସମୟରେ ପୂର୍ବରୁ ଗିରଫ ହୋଇଥିବା ରିୟା ଚକ୍ରବର୍ତୀଙ୍କ ସମ୍ପର୍କରେ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ୨୦୧୮ରେ ସେ ରିୟା
Read More...

ସମୁଦ୍ରକୁ ଯିବନି ଆଉ ଅଯଥା ଜଳ

ଭୁବନେଶ୍ୱର- ଏଣିକି ସମୁଦ୍ରକୁ ଯିବନି ଆଉ ଅଯଥା ଜଳ । ସେଥିପାଇଁ ରାଜ୍ୟରେ ଜଳ ସଂରକ୍ଷଣ ପାଇଁ ଆରମ୍ଭ ହେବ । ଶିଳ୍ପ କ୍ଷେତ୍ରକୁ ଯେପରି ପର୍ଯ୍ୟାନ୍ତ ପାଣି ମିଳିବ ସେ ଦିଗରେ ଆଜି ଇଡିକୋ ଓ ଜଳ ସମ୍ପଦ ବିଭାଗ ଭିଡିଓ କନଫରେନ୍ସ ଯୋଗେ ଆଲୋଚନା କରିଛନ୍ତି । ସମୁଦ୍ରକୁ ଅଯଥା ଜଳ ନ
Read More...

ଆସନ୍ତାକାଲି ହେବ ବିଧାୟକଙ୍କ କୋଭିଡ ଟେଷ୍ଟ

ଭୁବନେଶ୍ୱର- ବିଧାନସଭା ପୂର୍ବରୁ ଆସନ୍ତା କାଲି ହେବ ବିଧାୟକଙ୍କ କୋଭିଡ ଟେଷ୍ଟ । ଏନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । ୨୯ ତାରିଖ ଦିନ ୧୧ଟାରେ ଅଧିବେଶନ ଆରମ୍ଭ ହେବ । ପରେ ଗୃହ ମୁଲତବୀ ରହିବ । ପୁଣି ଅପରାହ୍ନ ୩ଟାରୁ ଗୃହକାର୍ଯ୍ୟ ଆରମ୍ଭ ହୋଇ ୫ଟାରେ
Read More...

ଜାମ୍ମୁ ଓ କାଶ୍ମୀରରେ ଆତଙ୍କୀ ହମଲା

ଶ୍ରୀନଗର- ଜାମ୍ମୁକାଶ୍ମୀର ଅନନ୍ତନାଗରେ ପୁଣି ଆତଙ୍କବାଦୀଙ୍କ ଉପଦ୍ରବ । ଗତକାଲି ଆତଙ୍କବାଦୀ ଲୁଚିଥିବା ଖବର ପାଇଁ ସୁରକ୍ଷାକର୍ମୀ ସର୍ଚ୍ଚଅପରେସନ ଆରମ୍ଭ କରିଥିଲେ । ଫଳରେ ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଯବାନଙ୍କ ଗୁଳିରେ ଦୁଇ ଲସ୍କର ଇ ତୋଇବା ଆତଙ୍କୀଙ୍କ ମୃତ୍ୟୁ ହୋଇଛି ।
Read More...