Browsing Category

ପ୍ରମୁଖ ଖବର

ସାରା ଦେଶରେ ଚାଷୀଙ୍କ ଭାରତ ବନ୍ଦ

ନୂଆଦିଲ୍ଲୀ- କୃଷି ବିଲକୁ ବିରୋଧ କରି ସାରା ଦେଶରେ ଚାଷୀ ଭାରତ ବନ୍ଦ ଡାକରା କରିଛନ୍ତି । ଅଲ ଇଣ୍ଡିଆ କୃଷକ ସଂଘ, ଭାରତୀୟ କିସାନ ୟୁନିଅନ, ଅଲ ଇର୍ଡିଆ କିସାନ ମହାସଙ୍ଗ ଏବଂ ଅଲ ଇଣ୍ଡିଆ କିସାନ ସଂଗଠନ ସମନ୍ୱୟ କମିଟି ଏହି ବନ୍ଦ ଡାକରାର ନେତୃତ୍ୱ ନେଉଛନ୍ତି । ଚାଷିଙ୍କ ଏହି ବନ୍ଦ
Read More...

ଦୋକାନ ଭିତରକୁ ଏକ ସଙ୍ଗେ ୩ ଜଣ ଗ୍ରାହକକୁ ଅନୁମତି

କଟକ- ଦ୍ୱୈତ ନଗରେ କରୋନା ସଂକ୍ରମିତ ହାର ଦ୍ରୁତ ଗତିରେ ବୃଦ୍ଧି ପାଉଛି । ତେବେ ସଂକ୍ରମଣ ହାରରେ ବେକ୍ରେ ଲାଗଇବା ପାଇଁ ଏବେ ଆକ୍ସନମୋଡରେ ପୋଲିସ କମିଶନର । ରାସ୍ତା ଘାଟ ବିଶେଷ କରି ଦୋକାନ ମାନଙ୍କରେ ଲୋକ ଭିଡ ଅଧିକ ଦେଖିବାକୁ ମିଳୁଛି । କରୋନା କଟକଣାକୁ ଫୁ କରି ସାମାଜିକ ଦୂରତା ନ
Read More...

୭୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

କରୋପୁଟ- ରାଜ୍ୟରେ ଗଞ୍ଜେଇର ଚୋରାଚାଲାଣ ଦିନକୁ ଦିନ ବଢିବାରେ ଲାଗିଛି । ଗତକାଲି ସୁରତରୁ ୫୬ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହେବାପରେ ଆଜି ପୁଣି କୋରାପୁଟରୁ ଜବତ ହୋଇଛି ୭୦ ଲକ୍ଷରୁ ଉଦ୍ଧ୍ୱ ଟଙ୍କାର ଗଞ୍ଜେଇ । ଜୟପୁରରୁ କୋରାପୁଟରୁ ଆସୁଥିବା ୧୫୨୦ କେଜି ଗଞ୍ଜେଇ ବୋଝେଇ ଟ୍ରକକୁ
Read More...

୧୭୦୯ ଜଣ ପୋଲିସ କର୍ମଚାରୀ ଓ ଅଧିକାରୀଙ୍କୁ ଆନ୍ତରିକ ସୁରକ୍ଷା ସେବା ପଦକ

ଭୁବନେଶ୍ୱର- ନକ୍ସଲ ପ୍ରଭାବିତ ଅଂଚଳରେ ଦୁଇ ବର୍ଷ ଧରି କାର୍ଯ୍ୟ କରୁଥିବା ୧୭୦୯ ଜଣ ପୋଲିସ କର୍ମଚାରୀ ଓ ଅଧିକାରୀଙ୍କୁ ଆନ୍ତରିକ ସୁରକ୍ଷା ସେବା ପଦକ ପ୍ରଦାନ କରାଯିବ । ରାଜ୍ୟ ପୋଲିସ ମହାନିର୍ଦେଶକ ଏହି ନିର୍ଦେଶ ଦେଇଛନ୍ତି । ପଦକ ପାଇବାକୁ ଥିବା ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କୁ
Read More...

କରୋନା ପାଇଁ ଖାଇପାରିବେନି ମନଇଛା ଔଷଧ

ଭୁବନେଶ୍ୱର- କରୋନା ପାଇଁ ମନଇଛା ଔଷଧ ନ ଖାଇବାକୁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । ବେଶେଷକରି ଗ୍ରାମାଂଚଳର ଲୋକମାନେ ମନଇଛା କରୋନା ପାଇଁ ଔଷଧ ଖାଉଛନ୍ତି । ତେଣୁ ମନଇଛା ଔଷଧ ନଖାଇ ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଇବାକୁ ପରାମର୍ଶ ଦିଆଯାଇଛି । ଏନେଇ ସ୍ୱାସ୍ଥ୍ୟ ବିଭାଗ ବୈଷୟକ
Read More...

ଭୁବନେଶ୍ୱରରୁ ୩୪୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ଆଜି ଭୁବନେଶ୍ୱରରୁ ୩୪୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ରର ୧୨୦ ଓ ସ୍ଥାନୀୟ ଅଂଚଳରୁ ୨୨୯ ରହିଛନ୍ତି । ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯ ହଜାର ୮୯୩କୁ ବୃଦ୍ଧି ପାଇଥିବା ବେଳେ ୧୬ ହଜାର ୧୧୯ ଜଣ ଆରୋଗ୍ୟଲାଭ
Read More...

ଫିଟ ଇଣ୍ଡିଆ ମୁଭମେଂଟକୁ ବର୍ଷେ

ନୂଆଦିଲ୍ଲୀ- ଫିଟ ଇଣ୍ଡିଆ ମୁଭମେଂଟର ପ୍ରଥମ ବାର୍ଷିକୀ ଅବସରରେ ଦେଶବାସୀଙ୍କୁ ସମ୍ବୋଧନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶକୁ ଫିଟ ରହିବା ପାଇଁ ଅନୁପ୍ରାଣିତ କରୁଥିବା ବ୍ୟକ୍ତିତ୍ୱ ଏହି କାର୍ଯ୍ୟକ୍ରମରେ ଯୋଡି ହୋଇଥିଲେ । କରୋନା ମହାମାରୀ ପାଇଁ ଭର୍ଚୁଆଲ ଆୟୋଜିତ
Read More...

ଖୁବ ଶୀଘ୍ର ମୁମ୍ବାଇରେ ପଂହଚିବେ ଦୀପିକା

ମୁମ୍ବାଇ- ଡ୍ରଗ୍ସ ଲିଙ୍କ ମାମଲାରେ ବଲିଉଡର ୪ ଅଭିନେତ୍ରୀ ଦୀପିକା ପାଦୁକନ, ଶ୍ରଦ୍ଧା କପୁର, ସାରା ଅଲୀ ଖାନ ଏବଂ ରକୁଲ ପ୍ରୀତ ସଂହକୁ ଏନସିବି ସମନ କରିଛି । ଆସନ୍ତାକାଲି ଏନସିବି ତାଙ୍କୁ ଜେରା କରିବ । ଦୀପିକା ବର୍ତମାନ ଗୋଆରେ ଥିବା ବେଳେ ଖୁବଶୀଘ୍ର ଚାଟାର୍ଡ ପ୍ଲେନ ଯୋଗେ
Read More...

ଅକ୍ଟୋବର ୨୨ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହେପାଜତକୁ ଗଲେ ଉମର ଖାଲିଦ

ନୂଆଦିଲ୍ଲୀ- ସିଏଏ ଏବଂ ଏନଆରସିକୁ ବିରୋଧ କରି ଦଙ୍ଗା ସୃଷ୍ଟି କରିଥିବା ଜେଏନୟୁର ପୂର୍ବତନ ଛାତ୍ର ନେତା ଉମର ଖାଲିଦଙ୍କୁ ଦିଲ୍ଲୀ କୋର୍ଟ ଅକ୍ଟୋବର ୨୨ ପର୍ଯ୍ୟନ୍ତ ବିଭାଗୀୟ ହେପାଜତକୁ ପଠାଇଛନ୍ତି । ଦିଲ୍ଲୀ ପୋଲିସ କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗ୍ରସ୍ତ
Read More...

୪ ପ୍ରତିଶତ ବିଦ୍ୟୁତ ଶୁଳ୍କ ବୃଦ୍ଧି

ଭୁବନେଶ୍ୱର- ମହଙ୍ଗା ହେଲା ବିଦ୍ୟୁତ ଶୁଳ୍କ । ୨୦୨୦-୨୧ ବର୍ଷ ପାଇଁ ୪ ପ୍ରତିଶତ ବିଦ୍ୟୁତ ଦର ବୃଦ୍ଧି ହୋଇଛି ବୋଲି ଓଇଆରସି ପକ୍ଷରୁ କୁହାଯାଇଛି । ଅକ୍ଟୋବର ପହିଲାରୁ ଗ୍ରାହକଙ୍କୁ ଏହି ବର୍ଦ୍ଧିତ ବିଦ୍ୟୁତ ବିଲ ଦେବାକୁ ପଡିବ । ଏହି ଦର ବୃଦ୍ଧିକୁ ନେଇ ଗ୍ରାହକ ଓ ଅନ୍ୟ ରାଜନୈତିକ
Read More...