Browsing Category

ପ୍ରମୁଖ ଖବର

ଆନ୍ଦୋଳନରତ ସାଂସଦଙ୍କ ପାଖକୁ ଚା’ ନେଇଗଲେ ହରିବଂଶ

ନୂଆଦିଲ୍ଲୀ: ବିଶୃଙ୍ଖଳା ଆଚରଣ ପାଇଁ ନିଲମ୍ବିତ ହୋଇ ଧାରଣାରେ ବସିଥିବା ୮ ଜଣ ରାଜ୍ୟସଭା ସାଂସଦଙ୍କ ପାଇର୍ ନିଜେ ମଙ୍ଗଳବାର ସକାଳେ ଚା ଏବଂ ଜଳଖିଆ ନେଇ ଯାଇଥିଲେ ଉପାଧ୍ୟାକ୍ଷ ହରିବଂଶ ସିଂହ । ରାଜ୍ୟସଭା ଉପାଧ୍ୟାକ୍ଷ ନୁହେଁ ବରଂ ସହଯୋଗୀ ଭାବରେ ଆସିଥିଲି ବୋଲି ହରିବଂଶ କହିଛନ୍ତି ।
Read More...

ସଂସଦ ଢାଂଚାରେ ହେବ ବିଧାନସଭା ଅଧିବେଶନ

ଭୁବନେଶ୍ୱର- କରୋନା କଟକଣା ଭିତରେ ଆସନ୍ତା ୧୯ ତାରିଖରୁ ବସିବ ବିଧାନସଭା ମୌସୁମୀ ଅଧିବେଶନ । ସଂକ୍ରଣଙ୍କୁ ଦୃଷ୍ଟିରେ ରଖି ବିଧାନସଭା ଅଧିବେଶନ ସଂସଦ ଢାଂଚାରେ ହେବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି । କେବଳ ପ୍ରଶ୍ନକାଳକୁ ଛାଡି ଶୂନ୍ୟକାଳ, ମୁଲତବି ପ୍ରସ୍ତାବ,
Read More...

ଫିଟ ଇଣ୍ଡିଆ ମୁଭମେଂଟର ପ୍ରଥମ ବାର୍ଷିକୀ ଅବସରରେ ମୋଦୀଙ୍କ ବାର୍ତା

ନୂଆଦିଲ୍ଲୀ- ଆସନ୍ତା ୨୪ ତାରିଖରେ ହେବାକୁ ଥିବା ଫିଟ ଇଣ୍ଡିଆ ମୁଭମେଂଟର ପ୍ରଥମ ବାର୍ଷିକୀ ଅବସରରେ ଦେଶବାସୀଙ୍କୁ ଅନଲାଇନ ଫିଟ ଇଣ୍ଡିଆ ବାର୍ତା ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି ଓ ଅଭିନେତା
Read More...

ରାଜ୍ୟସଭାରେ ପାରିତ ହେଲା ତୃତୀୟ କୃଷି ବିଲ୍

ନୂଆଦିଲ୍ଲୀ- ବିରୋଧୀଙ୍କ ବିରୋଧ ସତ୍ୱେ ଗୃହରେ ପାରିତ ହେଲା ତୃତୀୟ କୃଷି ବିଲ । ଅତ୍ୟାବଶ୍ରକ ଦ୍ରବ୍ୟ ତାଳିକାରୁ ଶସ୍ୟ, ଡାଲି, ତେଲ ମଞ୍ଜି, ଖାଇବା ତେଲ, ପିଆଜ ଏବଂ ଆଳୁକୁ ବାଦ ଦେବା ପାଇଁ ଆଗତ ହୋଇଥିବା ବିଲକୁ ରାଜ୍ୟସଭା ଅନୁମୋଦନ ଦେଇଛି । ଏହି ବ୍ୟବସ୍ଥା ଫଳରେ ମରୁଡି, ଯୁଦ୍ଧ,
Read More...

କୁଆଖାଇ ପୁରୁଣା ପୋଲରେ ୬ ଦିନ କଟକଣା

ଭୁବନେଶ୍ୱର: ଜାତୀୟ ରାଜପଥ ନଂ-୧୬ର ଦ୍ୱୈତନଗରୀରେ ଭୁବନେଶ୍ୱରରୁ କଟକ ଯିବା ବେଳେ କୁଆଖାଇ, କାଠଯୋଡି ଓ ବିରୁପା ନଦୀର ବାମପଟ ବ୍ରିଜ୍ ଏବଂ ମହାନଦୀର ମଝି ବ୍ରିଜ୍ରେ ଜାତୀୟ ରାଜପତ ପ୍ରାଧିକରଣ (ଏନ୍ଏଚ୍ଆଇ) ପକ୍ଷରୁ ତଦାରଖ ଓ ଅନୁଧ୍ୟାନ କାର୍ଯ୍ୟ କରାଯିବାକୁ ନିଷ୍ପତି ହୋଇଛି । ୨୨ରୁ
Read More...

ସୁଶାନ୍ତ ନାଥ ବିଏସଏଫ ଆଇଜି ନିଯୁକ୍ତି

ଭୁବନେଶ୍ୱର: ବରିଷ୍ଠ ଆଇପିଏସ ସୁଶାନ୍ତ ନାଥଙ୍କୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସୀମା ସୁରକ୍ଷା ବଳ (ବିଏସଏଫ) ର ଆଇଜି ଭାବେ ନିଯୁକ୍ତି କରାଯାଇଛି । ଏନେଇ ସୋମବାର ମନ୍ତ୍ରାଳୟ ପକ୍ଷରୁ ଗୃହବିଭାଗ ଅନୁସଚିବ ଅଞ୍ଜନ ଶରକାର ରାଜ୍ୟ ସରକାରଙ୍କ ମୁଖ୍ୟଶାସନ ସଚିବଙ୍କ ପତ୍ର ଲେଖି ଅବଗତ
Read More...

ଦୀପିକା ପାଦୁକୋନଙ୍କ ଡ୍ରଗ୍ସ ଚାଟ ଲାଗିଲା ଏନସିବି ହାତରେ

ମୁମ୍ବାଇ- ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ରହସ୍ୟ ଓ ଡ୍ରଗ୍ସ ଲିଙ୍କ ମାମଲା ଦିନକୁ ଦିନ ନୂଆ ମୋଡ ନେଉଛି । ରିୟାଙ୍କ ଡ୍ରଗ୍ସ ଲିଙ୍କ ମାମଲା ପରେ ଅନେକ ବଲିଓଡ କଳାକାରଙ୍କ ନାଁ ସାମ୍ନାକୁ ଆସିଛି । ଏନସିବି ଦ୍ୱାରା ଏହି ମାମଲାର ଯାଂଚ ବେଳେ ଦୀପିକା ପାଦୁକୋନ, ନମ୍ରତା
Read More...

ଋଣ ପରିଶୋଧର ସମୟ ସୀମାକୁ ୨ ବର୍ଷ ବୃଦ୍ଧି କଲା ଏସବିଆଇ

ନୂଆଦିଲ୍ଲୀ- ଗ୍ରାହକ ପାଇଁ ଏସିବିଆଇ ଆଣିଛି ବଡ ଆଶ୍ୱାସ୍ତିର ଖବର । ଗ୍ରାହକ ମାନେ ଇଏମଆଇ ପରିଶୋଧ ପାଇଁ ଅତିରିକ୍ତ ୨ ବର୍ଷ ସମୟ ପାଇବେ । ଯଦି ଆପଣ ଋଣ କରିଥିବେ ଏବଂ ୫ ବର୍ଷ ଭିତରେ ଆପଣଙ୍କୁ ସୁଝିବାକୁ ହେବ ତେବେ ଆପଣ ଚାହିଁଲେ ୭ ବର୍ଷରେ ଏହା ସୁଝିପାରିବେ । ମହାମାରୀ କରୋନା
Read More...

ପ୍ରେମିକାକୁ କିରାସିନ ଢାଳି ଜାଳି ଦେଲା ପ୍ରେମିକ

ଭୁବନେଶ୍ୱର- ୪ ମାସର ଗର୍ଭବତୀ ନାବାଳିକା ପ୍ରେମିକାକୁ କିରାସିନ ଢାଳି ଜାଲି ଦେଲା ପ୍ରମିକ । ଅର୍ଦ୍ଧଦଗ୍ଧ ଅବସ୍ଥାରେ ତଳସରା ଥାନା ପୋଲିସ ମୃତ ଦେହ ଜବତ କରିଛି । ଏଭଳି ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ତଳସରା ଥାନା ଅନ୍ତର୍ଗତ ସବଡେଗୋ ଅଂଚଳରେ । ମୃତକ ନାବାଳିକାଙ୍କ ନାଁ ସଂଜୁ ।
Read More...

ବିବାଦୀୟ ସ୍ଥାନରୁ ଚୀନ ସୈନ୍ୟ ପ୍ରତ୍ୟାହାର କରୁ : ଭାରତ

ବିବାଦୀୟ ସ୍ଥାନରୁ ଚୀନ ସୈନ୍ୟ ପ୍ରତ୍ୟାହାର କରୁ : ଭାରତ ନୂଆଦିଲ୍ଲୀ- ଗତକାଲି ଭାରତ ଓ ଚୀନ ସେନା ଅଧିକାରୀଙ୍କ ଉପସ୍ଥିତିରେ କମାଣ୍ଡର ସ୍ତରୀୟ ବୈଠକ ବସିଥିଲା । ଏହି ବୈଠକ ୧୨ ଘଂଟାରୁ ଅଧିକ ସମୟ ଧରି ବସିଥିଲା । ଚୀନ ସମସ୍ତ ବିବାଦୀୟ ସ୍ଥାନରୁ ତୁରନ୍ତ ସୈନ୍ୟ ପ୍ରତ୍ୟାହାର କରୁବୋଲି
Read More...