Browsing Category

ପ୍ରମୁଖ ଖବର

ଦେଶରେ ୨୪ ଘଂଟାରେ ୯୭,୮୯୪ ଆକ୍ରାନ୍ତ ଚିହ୍ନଟ ଏବଂ ୧,୧୩୨ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ- ଦେଶରେ ଆଜି ସର୍ବାଧିକ ୯୭,୮୯୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୧,୧୮,୨୫୩କୁ ବୃଦ୍ଧି ପାଇଛି । ବର୍ତମାନ ସୁଦ୍ଧା ୧୦,୦୯,୯୭୬ ସକ୍ରିୟ ମାମଲା ରହିଥିବା ବେଳେ ୪୦,୨୫,୮୦ ଜଣ ଆରୋଗ୍ୟ ଲାଭ କରିଛନ୍ତି
Read More...

ମାକୁ ପିଟି ମାରିଦେଲେ ୨ ନାବାଳକ

ଭୁବନେଶ୍ୱର- ମାକୁ ପିଟିପିଟି ମାରିଦେଲେ ୨ ନାବାଳକ । ସେମାନଙ୍କ ବୟସ ଯଥାକ୍ରମେ ୧୨ ଓ ୧୫ ବର୍ଷ ବୋଲି ଜଣାପଡିଛି । ଏଭଳି ରୋମ ଟାଙ୍କୁରା ହତ୍ୟାକାଣ୍ଡ ଘଟିଛି ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅଂଚଳ ଏକ ଆପାର୍ଟମେଂଟରୁ । ଯାହାକି ଉକ୍ତ ସହରରେ ଚାଚଂଲ୍ୟ ସୃଷ୍ଟି କରିଛି । ଏହି ଘଟଣାରେ
Read More...

ସେପ୍ଟେମ୍ବର ୨୧ରେ ଖୋଲିପାରିବନି ମାଧ୍ୟମିକ ବିଦ୍ୟାଳୟ

ଗୁଜୁରାଟ- ଆସନ୍ତା ୨୧ରେ ଗୁଜୁରାଟରେ ମାଧ୍ୟମିକ ବିଦ୍ୟାଳୟ ଖୋଲି ପରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ଘୋଷଣା କରିଛନ୍ତି । ରାଜ୍ୟ କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ଓ ଶିକ୍ଷାମନ୍ତ୍ରୀ ଭୁପେନ୍ଦ୍ର ସିଂ ଚୁଦସମା ଙ୍କ ଆଲୋଚନା ପରେ ଏଭଳି ନିଷ୍ପତି ନିଆଯାଇଛି ।
Read More...

ଶ୍ରୀନଗରରେ ପୁଣି ଏନକାଉଂଟର

ଶ୍ରୀନଗର- ଶ୍ରୀନଗରରେ ପୁଣି ଏନକାଉଂଟର । ଅଜି ଭାରତୀୟ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିୟମ ହୋଇଥିଲା । ଏହି ଗୁଳିବିନିମୟରେ ୩ ମାଓବାଦୀ ନିହତ ହୋଇଛନ୍ତି ଓ ଜଣେ ସିଆରପିଏଫ ଅଫିସର ଆହାତ ହୋଇଛନ୍ତି । ଆଇଜି କାଶ୍ମୀର ବିଜୟ କୁମାର ଏନେଇ ସୂଚନା ଦେଇଛନ୍ତି । ମିଳିଥିବା
Read More...

ଯାଜପୁର ଓ ପୁରୀ ଗ୍ରସ୍ତରେ କେନ୍ଦ୍ରୀୟ ଟିମ

ଭୁବନେଶ୍ୱର- ବନ୍ୟା ସ୍ଥିତିର ସମୀକ୍ଷା କରିବା ପାଇଁ ଆଜି ୬ ଜଣୀୟା କେନ୍ଦ୍ରୀୟ ଟିମ ଯାଜପୁର ଓ ପୁରୀ ଗ୍ରସ୍ତ କରିଛନ୍ତି । ବନ୍ୟାରେ କ୍ଷୟକ୍ଷତି ହୋଇଥିବା ଚାଷ ଜମି, ଘର, ରାସ୍ତା ଘାଟ ଆଦିର ସ୍ଥିତି ଆକାଳନ କରିବେ । ପରେ ସେମାନେ ଭୁବନେଶ୍ୱର ପ୍ରତ୍ୟାବର୍ତନ କରିବେ ।
Read More...

ରାଜ୍ୟରେ ଗୋଟିଏ ଦିନରେ ୫୦ ହଜାର ପାର କରୋନା ଟେଷ୍ଟିଂଙ୍ଗ ସଂଖ୍ୟା

ଭୁବନେଶ୍ୱର- ରାଜ୍ୟରେ ଆଜି ୫୧,୮୨୪ କରୋନା ଟେଷ୍ଟ କରାଯାଇଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ଆରଟିପିସିଆର ଟେଷ୍ଟ ୯୩୫୨ ହୋଇଥିବା ବେଳେ ରାପିଡ ଆଂଟିଜେନ ଟେଷ୍ଟ ୪୨,୩୬୬ ଓ ଟ୍ରୁନଟ ଟେଷ୍ଟ ୧୦୬ ରହିଛି ।
Read More...

ରାଜ୍ୟରେ ଆଜି ୧୩ ଜଣଙ୍କ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର- ରାଜ୍ୟରେ ଆଜି ୧୩ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ଏହି ମୃତକଙ୍କୁ ମିଶାଇ ମୋଟ କରୋନା ମୃତ୍ୟୁ ସଂଖ୍ୟା ୬୬୯କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ମୃତକଙ୍କ ମଧ୍ୟରୁ ପୁରୀ ଓ ଖୋର୍ଦ୍ଧାରୁ ୪, ଗଜପତି ୨ ଓ କଟକ,
Read More...

୨୪ଘଂଟାରେ ୪ହଜାର ପାର ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର- ରାଜ୍ୟରେ ଆଜି ୪୨୪୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୨୫୦୨ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୧୭୩୯ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଆଜି ଖୋର୍ଦ୍ଧାରେ ୬୪୭ ପଜିଟିଭ ହୋଇଥିବା ବେଳେ କଟକରେ ଏହି ସଂଖ୍ୟା ୩୮୯ ରହିଛି । ସେହିପରି
Read More...

ରାଜ୍ୟରେ ପ୍ଲାଜମା ଥେରାପିର ସଫଳତା

ଭୁବନେଶ୍ୱର- ରାଜ୍ୟରେ ପ୍ଲାଜମା ଥେରାପିର ସଫଳତା ମିଳିଛି । ଏଯାବତ୍ ହଜାର କରୋନା ଆକ୍ରାନ୍ତଙ୍କୁ ପ୍ଲାଜାମା ଥେରାପି ମାଧ୍ୟମରେ ଚିକିତ୍ସା କରାଯାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ଥେରାପିର ସଫଳତାକୁ ଦେଖି ସରକାରୀ ଓ ବେସରକାରୀ କୋଭିଡ ଚିକିତ୍ସାଳୟରେ
Read More...

ପରଲୋକରେ ବିଜେପି ନେତା ଅଶୋକ ସାହୁ

ଭୁବନେଶ୍ୱର-ବରିଷ୍ଠ ବିଜେପି ନେତା ତଥା ଅବସରପ୍ରାପ୍ତ ଆଇପିଏସ ଅଫିସର ଅଶୋକ ସାହୁଙ୍କ ୬୮ ବର୍ଷ ବୟସରେ ଦେହାନ୍ତ ହୋଇଛି । କଟକ ପିଠାପୁରସ୍ଥିତ ବାସଭବନରେ ତାଙ୍କ ବିୟୋଗ ହୋଇଛି । ଅସୁସ୍ଥତା ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା କଥା ପରିବାର ଲୋକେ କହିଛନ୍ତି । ସେ ଆସାମର ଅତିରିକ୍ତ ପୋଲିସ
Read More...