Browsing Category

ପ୍ରମୁଖ ଖବର

ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ୱାଶିଂଟନ-ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି ଜଣେ ପୂର୍ବତନ ମଡେଲ । ତାଙ୍କ ଅଭିଯୋଗ ମୁତବାକ ୨୩ ବର୍ଷ ପୂର୍ବେ ତାଙ୍କର ଟେନିସ ଚାମ୍ପିୟନସିପ ସମୟରେ ଟ୍ରମ୍ପ ତାଙ୍କ ସହ ଦୁର୍ବ୍ୟବ୍ୟହାର କରିଥିଲେ । କିନ୍ତୁ ରାଷ୍ଟ୍ରପତି…
Read More...

କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୮୨କୁ ବୃଦ୍ଧି

ଭୁବନେଶ୍ୱର- ରାଜ୍ୟରେ ଆଜି ଆଖି ବୁଜିଲେ ଆଉ ୧୩ ଆକ୍ରାନ୍ତ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୩ ରହିଥିବା ବେଳେ ପୁରୀ ଓ କେନ୍ଦ୍ରାପଡାରୁ ୨ ଲେଖାଏଁ, ବରଗଡ, ବଲାଙ୍ଗିର, କଟକ, ଗଜପତ, କନ୍ଧମାଳ ଓ…
Read More...

୪୧୮୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ଅସମ୍ଭାଳ ହେବାରେ ଲାଗିଛି । ଦୈନିକ ୪ ହଜାର ପାର କରୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ଗୋଟିଏ ଦିନରେ ୪୧୮୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରର ୨୪୬୬ ହୋଇଥିବା ବେଳେ ୧୭୧୪…
Read More...

୯୩ କେଜି ଗଞ୍ଜେଇ ଜବତ

ଭୁବନେଶ୍ୱର- ରାଜଧାନୀ ଭୁବନେଶ୍ୱର ସ୍ଥିତ ଭରତପୁର ଅଂଚଳରୁ ଏକ ବୋଲରୋରୁ ଜବତ ହୋଇଛି ୯୩ କେଜି ଗଞ୍ଜେଇ । ଅଭିନବ ଉପାୟରେ ବୋଲରୋରେ ହେଉଥିଲା ଗଞ୍ଜେଇ ଚାଲାଣ । ଏହି ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କୁ ଗରିଫ କରିଛି ଅବକାରୀ ବିଭାଗ । ବୋଲେରୋ ଭିତରେ ପାଖାପାଖି ୪ରୁ ଅଧିକ ସିକ୍ରେଟ ଚାମ୍ବର…
Read More...

କରୋନା କବଳରେ କମିଶନରେଟ ପୋଲିସ

ଭୁବନେଶ୍ୱର- କରୋନାରେ ବାଦ ପଡିନାହାଁନ୍ତି କମିଶନରେଟ ପୋଲିସ । ୯ଟି ଥାନାର ଆଇଆଇସି ଓ ୩ଟି ଜୋନର ଏସିପି କରୋନାରେ ସଂକ୍ରମିତ ହୋଇଛନ୍ତି । କେବଳ ଏତିକି ନୁହେଁ ପ୍ରାୟ ୪୫ ଜଣ ପୋଲିସ ଅଧିକାରୀଙ୍କ ସମେତ ହଜାରେ କର୍ମଚାରୀ ସଂକ୍ରମିତ ହୋଇସାରିଲେଣି । ଏଯାବତ୍ ୪ ଜଣ ପୋଲିସ କର୍ମଚାରୀଙ୍କ…
Read More...

କଂଗ୍ରେସ ଦଳରୁ ଇସ୍ତଫା ଦେଲେ ତିର୍ତୋଲ ବିଧାୟକ ରାଜକିଶୋର ବେହେରା

ଜଗତସିଂପୁର- କଂଗ୍ରେସ ଦଳରୁ ଇସ୍ତଫା ଦେଲେ ତିର୍ତୋଲ ବିଧାୟକ ରାଜକିଶୋର ବେହେରା । ଦଳରୁ ଇସ୍ତଫା ଦେବା ପରେ ତାଙ୍କ ପତ୍ର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ମେଲ କରିଛନ୍ତି । ରାଜକିଶୋର ୨୦୦୨ ଓ ୨୦୦୭ ରେ ୨ଥର ଜିଲ୍ଲା ପରିଷଦ ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ । ୨୦୦୯ ଓ…
Read More...

ଭୁବନେଶ୍ୱରରୁ ୩୨୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର-ଆଜି ଭୁବନେଶ୍ୱରରୁ ୩୨୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏାମନଙ୍କ ମଧ୍ୟରୁ ୧୦୧ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୨୨୪ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଏନେଇ ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି । ଭୁବନେଶ୍ୱରରୁ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୬୨୦…
Read More...

ଜର ନଥିଲେ ହୋଇପାରେ କରୋନା

ଭୁବନେଶ୍ୱର- ଶରୀରରେ ଜର ନଥିଲେ ବି ହୋଇପାରେ କରୋନା । ବରିଷ୍ଠ ମେଡିସିନ ସ୍ପୋଶାଲିଷ୍ଟି ଡାକ୍ତର ନିରୋଜ ମିଶ୍ର କହିବା ଅନୁଯାୟୀ ଶୀରରେ ଜର ନଥିଲେ ମଧ୍ୟ ଆପଣଙ୍କ ଠାରେ କରୋନା ଭୂତାଣୁ ଥାଇପାରେ । ଧଇଁସଇଁ ଲାଗିଲେ, ସାମାଦ୍ୟ କାଶ ହେଲେ ଓ ପତଳା ଝାଡା ହେଲେ ଟେଷ୍ଟ କରାଇ ନେବା ସହ…
Read More...

୩୦ରେ ବାବ୍ରୀ ମସ୍‌ଜିଦ୍ ଭଙ୍ଗା ମାମଲା ରାୟ

ଲକ୍ଷ୍ନୌ : ବାବ୍ରୀ ମସଜିଦ ଭଙ୍ଗା ମାମଲାର ରାୟ ଶୁଣାଇବାକୁ ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ସେପ୍ଟେମ୍ବର ୩୦ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି । ଏହି ମାମଲାରେ ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡ଼ଭାଣୀ, ମୁରଲୀମନହର ଯୋଶୀ , କଲ୍ୟାଣ ସିଂହ ଓ ଉମା ଭାରତୀଙ୍କ ସମେତ ୩୨ଜଣ…
Read More...

ଅମାନିଆଙ୍କୁ ସବାଡ କରିବ ଏନଫୋର୍ସମେଂଟ ଟିମ୍

ଭୁବନେଶ୍ୱର- ଦ୍ୱୈତନଗରୀରେ କୋଭିଡ ନିୟମ କଡାକଡି ଠିକ ଭାବେ ପାଳନ କରାଯାଉନି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଗିଦ କରିବା ପରେ ଏବେ ଆକସନ ମୋଡରେ ପୋଲିସ ଡିଜି ଅଭୟ । କୋଭିଡ ନିୟମ ମାନୁନଥିବା ଅମାନିଆଙ୍କୁ ସାବାଡ କରିବା ପାଇଁ କୋଭିଡ ଏନଫୋର୍ସମେଂଟ ଟିମକୁ ନିର୍ଦେଶ ଦେଇଛନ୍ତି…
Read More...