Browsing Category

ପ୍ରମୁଖ ଖବର

ପାଣିରେ କଦଳୀ ଭେଳା ଓଲଟି ୨ ଭାଇ ମୃତ

ଯାଜପୁର- ପାଣିରେ କଦଳୀ ଭେଳା ଓଲଟି ୨ ଭାଇଙ୍କ ମୃତ୍ୟ ହୋଇଛି । ଏଳଭି ଘଟଣା ଘଟିଛି ଯାଜପୁର ଜିଲ୍ଲା ବରୀ ଅଂଚଳର ମେଦୁଆକୁଳ ଗ୍ରାମରେ । ମୃତକ ଦ୍ୱୟ ହେଉଛନ୍ତି ଶୁଭ୍ରଜିତ ବେହେରା, ବୟସ ୨୪, ଏବଂ ମିଟୁଲ ବେହେରା, ବୟସ ୨୯ ବର୍ଷ । ସୂଚନାଯୋଗ୍ୟ ଆଜି ଦୁଇ ଭାଇ ମେଦୁଆକୁଳ ପାଟ ପାଣିରେ କଦଳୀ
Read More...

ଭାରତ ଓ ଆମେରିକା ସଂପର୍କ ସୁଦୃଢ: ଡେନାଲ ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସଂପର୍କକୁ ଆହୁରି ସୁଦୃଢ କରିଛନ୍ତି । ନଭେମ୍ବର ୩ରେ ହେବାକୁ ଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଭାରତର ଲୋକେ ମତେ ଭୋଟ ଦେବେ ଓ ଏଥିପାଇଁ ନରେନ୍ଦ୍ର ମୋଦିଙ୍କ ସଂପୂର୍ଣ୍ଣ ସହଯୋଗ ରହିବ ବୋଲି
Read More...

ଦେଶରେ କରୋନା ସ୍ଥିତି ଉଦବେଗ ଜନକ: ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ଲକ୍ଷ ପାର

ନୂଆଦିଲ୍ଲୀ- କରୋନା କରୋନା ସ୍ଥିତି ଅସମ୍ଭାଳ । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହାଜର ପାର କରୁଛି । ଆଜି ଗୋଟିଏ ଦିନରେ ୮୬,୪୩୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୦,୨୩,୧୭୯କୁ ବୃଦ୍ଧି ପାଇଛି । ଏନେଇ କେନ୍ଦ୍ର
Read More...

ଗରୁଦିବସରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବାର୍ତା

ନୂଆଦିଲ୍ଲୀ- ପବିତ୍ର ଗୁରୁଦିବସରେ ଦେଶର ସମସ୍ତ ଗୁରୁଙ୍କୁ ଶୁଭେଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହି ଅବସରେ ସେ କହିଛନ୍ତିି ଡ.ସର୍ବପଲ୍ଲୀ ରାଧାକ୍ରିଷ୍ଣାଙ୍କ ଜନ୍ମ ଦିନକୁ ଗୁରୁ ଦିବସ ଭାବେ ପାଳନ କରାଯାଏ । ଜଣେ ଗୁରୁ ଛାତ୍ରକୁ ଅଜ୍ଞାନ ରୂପକ ଅନ୍ଧାର ରୁ ଆଲୋକ ଆଡକୁ
Read More...

କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୩୮କୁ ବୃଦ୍ଧି

ଭୁବନେଶ୍ୱର- ରାଜ୍ୟରେ ଆଜି କରୋନା ନେଲା ଆଉ ୭ ମୁଣ୍ଡ । ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୮୩୮ରେ ପଂହଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଳ୍ଲାର ୨ ଜଣ ହୋଇଥିବା ବେଳେ ବଲାଙ୍ଗିର,କଟକ, ଗଞ୍ଜାମ,
Read More...

୩୫୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଆଜି ପୁଣି ୩୫୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୧୬୧ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୧୩୮୨ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଆଜି ମଧ୍ୟ ଖୋର୍ଦ୍ଧରେ ୯୦୦ ମୁହାଁ ସଂକ୍ରମିତଙ୍କ ସଂଖ୍ୟ । ଏହି ଜିଲ୍ଲାରେ ୮୭୮ ଆକ୍ରାନ୍ତ ଚିହ୍ନଟ
Read More...

ଭାରତର ସର୍ବକନିଷ୍ଠ ଜୀବାଶ୍ମ ବିଜ୍ଞାନୀ

ବୟସ ମାତ୍ର ୧୩ବର୍ଷ, କିନ୍ତୁ ବର୍ଷକ ଭିତରେ ସେ ୧୧୪ରୁ ଅଧିକ ଜୀବାଶ୍ମ ଠାବ କରିସାରିଛନ୍ତି। ତାଙ୍କ ପାଖରେ ଏତେ ଜୀବାଶ୍ମ ନମୂନା ରହିଛି ଯେ ସେଥିରେ ସେ ଛୋଟ ସଂଗ୍ରହାଳୟଟିଏ ମଧ୍ୟ ଆରମ୍ଭ କରିଛନ୍ତି। ଏହି କୁନି ପ୍ରତିଭା ହେଲେ ଚେନ୍ନାଇର ଅଶ୍ୱଥା ବିଜୁ। ପିଲାଦିନେ ମା’ଙ୍କ ସହ ସଂଗ୍ରହାଳୟ
Read More...

ସୁଶାନ୍ତ ସିଂହଙ୍କ ମୃତ୍ୟୁ ଘଟଣା : ରିୟାଙ୍କ ଭାଇ ସୌଭିକ ଗିରଫ

ମୁମ୍ବଇ : ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣା ପଛର ଡ୍ରଗ୍ସ କାରବାରର ତଦନ୍ତ କରୁଥିବା ନାର୍କୋଟିକ୍ସ କ​‌େ​‌ଣ୍ଟ୍ରାଲ ବ୍ୟୁରୋ (ଏନସିବି) ଶୁକ୍ରବାର ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କୁ ଗିରଫ କରିଛି। ସୌଭିକଙ୍କ ସହିତ ସୁଶାନ୍ତଙ୍କ ପୂର୍ବତନ
Read More...

ଆଇସୋଲେସନ ପାଇଁ ନୂଆ ଏସପିଓ

ଭୁବନେଶ୍ୱର- ଏବେ ହୋମ ଓ ପେଡ ଆଇସୋଲେସନରେ ଥିବା ବ୍ୟକ୍ତିଙ୍କ ଉପରେ କଡା ନଜର ରଖିବ ବିଏମସି । ୨୪ ଘଂଟିଆ ଡାକ୍ତରୀ ସେବା ଓ ପରାମର୍ଶ ଯୋଗାଇବା ପାଇଁ ବିଏମସି ପକ୍ଷରୁ ବ୍ୟବସ୍ଥା ହୋଇଛି । ଏନେଇ ଭୁବନେଶ୍ୱର ମହାନଗର ନିଗମ ନୂଆ ଏସଓପି ଜାରି କରିଛନ୍ତି । ପ୍ରତ୍ୟେକ ଆକ୍ରାନ୍ତଙ୍କ ପାଇଁ ୨୪
Read More...

ଯୁକ୍ତ ୩ ଇ-ଆଡମିଶନ ପାଇଁ ୮ରୁ ଆବଦେନ କରିପାରିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର- ଯୁକ୍ତ ୩ ଇ-ଆଡମିଶନ ପାଇଁ ୮ତାରିଖରୁ ଅବେଦନ କରିପାରିବେ ଛାତ୍ରଛାତ୍ରୀ । ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଏହି ଆବେଦନର ଶେଷ ତାରିଖ ଚଳିତ ମାସ ୨୨ ତାରିଖ ପର୍ଯ୍ୟନ୍ତ ରହିଛି । ଏହାପରେ ୨୮ ତାରିଖ ଦିନ ପ୍ରଥମ ମେରିଟ ଲିଷ୍ଟ ପ୍ରକାଶ ପାଇବ
Read More...