Browsing Category

ପ୍ରମୁଖ ଖବର

ସୁଶାନ୍ତ ସିଂହଙ୍କ ମୃତ୍ୟୁ ଘଟଣା : ରିୟାଙ୍କ ଭାଇ ସୌଭିକ ଗିରଫ

ମୁମ୍ବଇ : ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣା ପଛର ଡ୍ରଗ୍ସ କାରବାରର ତଦନ୍ତ କରୁଥିବା ନାର୍କୋଟିକ୍ସ କ​‌େ​‌ଣ୍ଟ୍ରାଲ ବ୍ୟୁରୋ (ଏନସିବି) ଶୁକ୍ରବାର ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କୁ ଗିରଫ କରିଛି। ସୌଭିକଙ୍କ ସହିତ ସୁଶାନ୍ତଙ୍କ ପୂର୍ବତନ
Read More...

ଆଇସୋଲେସନ ପାଇଁ ନୂଆ ଏସପିଓ

ଭୁବନେଶ୍ୱର- ଏବେ ହୋମ ଓ ପେଡ ଆଇସୋଲେସନରେ ଥିବା ବ୍ୟକ୍ତିଙ୍କ ଉପରେ କଡା ନଜର ରଖିବ ବିଏମସି । ୨୪ ଘଂଟିଆ ଡାକ୍ତରୀ ସେବା ଓ ପରାମର୍ଶ ଯୋଗାଇବା ପାଇଁ ବିଏମସି ପକ୍ଷରୁ ବ୍ୟବସ୍ଥା ହୋଇଛି । ଏନେଇ ଭୁବନେଶ୍ୱର ମହାନଗର ନିଗମ ନୂଆ ଏସଓପି ଜାରି କରିଛନ୍ତି । ପ୍ରତ୍ୟେକ ଆକ୍ରାନ୍ତଙ୍କ ପାଇଁ ୨୪
Read More...

ଯୁକ୍ତ ୩ ଇ-ଆଡମିଶନ ପାଇଁ ୮ରୁ ଆବଦେନ କରିପାରିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର- ଯୁକ୍ତ ୩ ଇ-ଆଡମିଶନ ପାଇଁ ୮ତାରିଖରୁ ଅବେଦନ କରିପାରିବେ ଛାତ୍ରଛାତ୍ରୀ । ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଏହି ଆବେଦନର ଶେଷ ତାରିଖ ଚଳିତ ମାସ ୨୨ ତାରିଖ ପର୍ଯ୍ୟନ୍ତ ରହିଛି । ଏହାପରେ ୨୮ ତାରିଖ ଦିନ ପ୍ରଥମ ମେରିଟ ଲିଷ୍ଟ ପ୍ରକାଶ ପାଇବ
Read More...

ତିର୍ତୋଲ ପୂର୍ବତନ ବିଧାୟକ ରବୀନ୍ଦ୍ର ନାଥ ଭୋଇଙ୍କ ପରଲୋକ

ଜଗତସିଂହପୁର- ଜଗତସିଂହପୁର ଜିଲ୍ଲା ତିର୍ତୋଲ ପୂର୍ବତନ ବିଧାୟକ ରବୀନ୍ଦ୍ର ନାଥ ଭୋଇଙ୍କ ପରଲୋକ ହୋଇଛି । ଗତକାଲି ବିଳମ୍ବିତ ରାତିରେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ମରଶରୀରକୁ ପ୍ରଥମେ ହାଜିପୁର ଓ ବାଲିଆ ସ୍ଥିତ ଦଳୀୟ
Read More...

ଶ୍ରମିକ ବସ ଦୁର୍ଘଟଣାଗ୍ରସ୍ତ: ୭ ମୃତ ୨୦ ଆହାତ

ରାୟପୁର- ଗଞ୍ଜାମରୁ ଶ୍ରମିକ ନେଇ ସୁରତ ଅଭିମୁଖେ ଯାଉଥିବା ଏକ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏହି ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଆହାତ ହୋଇଛନ୍ତି । ଆହାତଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ସଙ୍କଟାପ୍ନ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଃଖ ପ୍ରକାଶ କରିବା ସହ
Read More...

ଉପ ଜିଲ୍ଲାପାଳଙ୍କ ନାମରେ ମହିଳା କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗ

ବଲାଙ୍ଗୀର : ପ୍ରଶାସନିକ ଅଧିକାରୀ ବଲାଙ୍ଗୀର ଉପ ଜିଲ୍ଲାପାଳଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଜଣେ ବିଧବା ମହିଳା କର୍ମଚାରୀ । ମହିଳା ଜଣକ ମାସେ ତଳେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କନିଷ୍ଠ କିରାଣୀ ଭାବେ ଯୋଗ ଦେଇଥିଲେ। ଉପ ଜିଲ୍ଲାପାଳ ସଞ୍ଜୟ ମିଶ୍ର, ଅଭିଯୋଗକାରୀ ମହିଳା
Read More...

ଆତଙ୍କବାଦୀ ଆକ୍ରମଣର ପର୍ଦ୍ଦାଫାସ ; ୫ ଆତଙ୍କବାଦୀ ଗିରଫ, ୨ଟି ଆମ୍ବୁଲାନ୍ସ ଓ ବଇକ୍ ଜବତ

ଶ୍ରୀନଗର : ଚଳିତ ବର୍ଷ ମେ ମାସରେ ଶ୍ରୀନଗର ପାଣ୍ଡାଚ୍ ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପର୍ଦ୍ଦାଫାସ ହୋଇଛି। ଏହି ଆକ୍ରମଣରେ ସାହାଯ୍ୟ କରିଥିବା ଆଇଏସଜେକେ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ଏହା ସହିତ ଦୁଇଟି ଆମ୍ବୁଲାନ୍ସ ଏବଂ ଗୋଟିଏ ବାଇକ୍ ଜବତ କରାଯାଇଛି। ଏମାନେ ଆକ୍ରମଣ ଘଟାଇ ଥିବା
Read More...

କରୋନା ମୁକାବିଲା : ଅକ୍ଟୋବର-ନଭେମ୍ବର ସୁଦ୍ଧା ଆମେରିକା ପ୍ରସ୍ତୁତ କରିପାରେ ଦୁଇଟି ଟୀକା

ୱାଶିଂଟନ : କରୋନା ମହାମାରୀର ମୁକାବିଲା କେବଳ ଟିକା ଦ୍ୱାରା ହିଁ ସମ୍ଭବ, ଯାହାକୁ ନେଇ ଏବେ  ସାରା ବିଶ୍ୱର ବୈଜ୍ଞାନିକମାନେ ଗବେଷଣା କରୁଛନ୍ତି। ଆମେରିକୀୟ ରୋଗ ନିୟନ୍ତ୍ରଣ ଏବଂ ନିରାକରଣ (ସିଡିସି), ଜନସ୍ୱାସ୍ଥ୍ୟ ସହିତ ଜଡିତ ଏକ ସଂସ୍ଥାକୁ କହିଛି ଯେ ଏହା ଅକ୍ଟୋବର କିମ୍ବା ନଭେମ୍ବର
Read More...

ନଭେମ୍ବର ୨୯ ପୂର୍ବରୁ ବିହାରରେ ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ : ବିହାର ବିଧାନସଭା ନିର୍ବାଚନ ସହିତ ଦେଶର ଗୋଟିଏ ଲୋକସଭା ଏବଂ ୬୫ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେବ। ଏନେଇ ଶୁକ୍ରବାର ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ନଭେମ୍ବର ୨୯ ପୂର୍ବରୁ ବିହାରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଆୟୋଗ କହିଛନ୍ତି। ଯଦିଓ ବିହାର
Read More...

ରାଜଦ୍ରୋହ ଓ ହତ୍ୟା ଧମକ୍ : ହସନକୁ ୪ ଦିନିଆ ରିମାଣ୍ଡରେ ନେଲା ୟୁପି ପୁଲିସ

ସାଲେପୁର : ସାଲେପୁର ବ୍ଲକର କୁସମ୍ବୀ ଗ୍ରାମର ସୟଦ ହସନ ଅହମ୍ମଦକୁ ରାଜଦ୍ରୋହ ଓ ହତ୍ୟା ଧମକ ଅଭିଯୋଗରେ ଉତ୍ତର ପ୍ରଦେଶ ପୁଲିସ ଶୁକ୍ରବାର ୪ ଦିନିଆ ରିମାଣ୍ଡରେ ନେଇଛି। ସାଲେପୁର କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଉତ୍ତର ପ୍ରଦେଶ ପୁଲିସ ସେଠାକୁ ନେଇଛି। ସେଠାରେ ବାଗପତ ଜିଲ୍ଲା
Read More...