ଭୁବନେଶ୍ୱରରେ ଦୁର୍ଗାପଜା ପାଇଁ ଜାରି ହେଲା ଗାଇଡଲାଇନ
ଭୁବନେଶ୍ୱର- ମହାମାରୀ କରୋନା ପାଇଁ ଚଳିତ ବର୍ଷା ଧୁମଧାମରେ ପାଳନ ହେବନି ଦୁର୍ଗାପଜା । ଭୁବନେଶ୍ୱରରେ ବିନା ଭକ୍ତରେ ହେବ ଦୁର୍ଗପୂଜା । ବିଭିନ୍ନ ପୂଜା କମିଟି ସହ ପୋଲିସ କମିଶନରଙ୍କ ବୈଠକରେ ଏହି ନିଷ୍ପତି ନିଆଯାଇଛି । ପୂଜାରେ ତୋରଣ କି ବିଭିନ୍ନ ରଙ୍ଗର ଆଲୋକମାଳା ଲାଗିବନି, ମାଇକ!-->…
Read More...
Read More...