Browsing Category

ପ୍ରମୁଖ ଖବର

ପୁରୀ ବେଳାଭୂମିରେ ପ୍ରଣବ ଦାଙ୍କ ପ୍ରତିଛବି ଆଙ୍କିଛନ୍ତି ବାଳୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ- ପୁରୀ ବେଳାଭୂମିରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀଙ୍କ ପ୍ରତିଛବି ଆଙ୍କିଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଗତକାଲି ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିଥିବାରୁ ଦିଲ୍ଲୀ ଆର୍ମି ହସ୍ପିଟାଲରେ ୮୪ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ବାଲୁକା ଶିଳ୍ପୀରେ
Read More...

ସେପ୍ଟେମ୍ବର ୧୪ରେ ବସିବ ସଂସଦ ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ- ସେପ୍ଟେମ୍ବର ୧୪ ବସିବ ସଂସଦ ମୌସୁମୀ ଅଧିବେଶନ । ଏନେଇ ରାଜ୍ୟସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଏହି ବିଜ୍ଞପ୍ତିରେ ଉଲ୍ଲେଖ ଅଛି ରାଷ୍ଟ୍ରପତି ରମାନାଥ କୋବିନ୍ଦ କହିବା ଅନୁଯାୟୀ ଏକାଥରେ ରାଜ୍ୟସଭା ଓ ଲୋକସଭା ଅଧିବେଶନ ଅନୁଷ୍ଠିତ ହେବ, ଓ ଏହି ଅଧିବେଶନ
Read More...

ରାଜ୍ୟରେ ଲକ୍ଷେ ପାର ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର- ରଜ୍ୟରେ ଆଜି ପୁଣି ୩୦୨୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ୧୮୪୪ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୧୧୮୧ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସୂଚନା ଓ ଲୋକ ସଂପର୍କ ବିଭାଗ ଏହି ସୂଚନା ଦେଇଛନ୍ତି । ଖୋର୍ଦ୍ଧାରୁ ଆଜି ୬୬୬
Read More...

ରାଜ୍ୟରେ ୫୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର- ରାଜ୍ୟରେ ଆଜି ୫୦୦ ପାର କରିଛି କରିଛି କରୋନା ମୃତ୍ୟୁ ସଂଖ୍ୟା । ଗତ ୨୪ଘଂଟାରେ ୧୧ ଜଣ ଆକ୍ରାନ୍ତ ମୃତ୍ୟୁ ବରଣ କରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଭ ପକ୍ଷରୁ କୁହାଯାଇଛି । ପ୍ରାଣ ହରାଇଥିବା ୧୧ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା, ପୁରୀ ଓ
Read More...

ଶନିବାର ବନ୍ଦ ରହିବ ସରକାରୀ କାର୍ଯ୍ୟାଳୟ

ଭୁବନେଶ୍ୱର- ଶନିବାର ବନ୍ଦ ରହିବ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ । ଭୁବନେଶ୍ୱର ଓ କଟକରେ ଥିବା ସମସ୍ତ ସରକାରୀ ଅଫିସରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରାଯିବ ବୋଲି ସରକାର ପକ୍ଷରୁ ଘୋଷଣା କରାଯାଇଛି । ସେପ୍ଟେମ୍ବର ମାସରେ ସରାକରୀ କର୍ମଚରୀ କପିରି ଅଫିସ ଆସିବେ
Read More...

ଉଠିଲା ସପ୍ତାହନ୍ତ ସଟଡାଉନ ଓ ରାତ୍ରିକାଳୀନ କର୍ଫ୍ୟୁ

ଭୁବନେଶ୍ୱର- ଅନଲକ-୪ ପାଇଁ ରାଜ୍ୟ ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି । କେଉଁଠାରେ କଟକଣା ବଳବତର ରହିବ ଓ କେଉଁଠାରେ ରହିବ ନାହିଁ ତାହା ସ୍ପଷ୍ଟ କରିଛନ୍ତି । କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ କେବଳ କଂଟେନମେଂଟ ଜୋନ ଭିତରରେ ଲକଟାଉନ କଟକଣା ବଳବତର ରହିବ, ଓ କଂଟେନମେଂଟ ଜୋନ
Read More...

ଆଜି ପଂଚଭୂତରେ ଲୀନ ହେବେ ପ୍ରଣବ ଦା

ନୂଆଦିଲ୍ଲୀ- ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଆଜି ଅନ୍ତିମ ବିଦାୟ ଦିଆଯିବ । ଅପରାହ୍ମ ୨ଟା ୩୦ ମିନଟ ସମୟରେ ଦିଲ୍ଲୀ ଲୋଧି ଶ୍ମଶାନରେ ଅନ୍ତିମ ସଂସ୍କାର କରାଯିବ । ଏବେ ତାଙ୍କ ପାର୍ଥିବ ଶାରୀରକୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ରାଜଜୀ ମାର୍ଗସ୍ଥିତ ତାଙ୍କ ବାସଭବନରେ
Read More...

ହୀରାକୁଦର ଆଉ ୪ଟି ଗେଟ୍ ବନ୍ଦ

ସମ୍ବଲପୁର- ବନ୍ଦ ହେଲା ହୀରାକୁଦର ଆଉ ୪ଟି ଗେଟ । ମୋଟ ୨୪ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଛି । ଡ୍ୟାମକୁ ୩,୬୨୮୮୪ କ୍ୟୁସେକ ଜଳ ପଶୁଛି ଓ ୫,୨୮୬୧ କ୍ୟୁସେକ ଜଳ ନିଷ୍କାସିତ ହେଉଛି । କଟକ ମୁଣ୍ଡଳିରେ ୧୦,୨୮୨୩ କ୍ୟୁସେକ ଜଳ ପ୍ରବାହିତ ହେଉଛି ।
Read More...

ଖୋଲିଲା କେଣାର୍କ ସୂର୍ଯ୍ୟ ମନ୍ଦିର

କେଣାର୍କ- ଦୀର୍ଘ ୫ ମାସର ବ୍ୟବଧାନ ପରେ ପର୍ଯ୍ୟଟଙ୍କ ପାଇଁ ଖୋଲିଲା କେଣାର୍କ ସୂର୍ଯ୍ୟ ମନ୍ଦିର । ମନ୍ଦିର ଖୋଲିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ଦିନକୁ ମୋଟ ଅଢେଇ ହଜାର ପର୍ଯ୍ୟଟଙ୍କୁ ମନ୍ଦିର ଦର୍ଶନ କରିବାକୁ ଅନୁମତି ମିଳିବ । କୋଭିଡ କଟକଣାକୁ
Read More...

ଓଡିଶା କରୋନା ମୁକାବିଲା କରିବେ କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର- କରୋନା ମୁକାବିଲା କରିବା ପାଇଁ ସହ ୪ଟି ରାଜ୍ୟକୁ ଆସିବେ କେନ୍ଦ୍ରୀୟ ଟିମ । କଂଟେନମେଂଟ, ସର୍ଭେଲାନ୍ସ, ଟେଷ୍ଟିଂ ଆଦିରେ କେନ୍ଦ୍ରୀୟ ଟିମ ପ୍ରଶାସନର ସହାୟତା କରିବ । ଓଡିଶା, ଉତରପ୍ରଦେଶ, ଝାରଖଣ୍ଡ ଓ ଛତିଶଗଡରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ କେନ୍ଦ୍ର
Read More...