Browsing Category

ପ୍ରମୁଖ ଖବର

ପୂଜା ଛୁଟି ଯାଏଁ ବନ୍ଦ ରହିବ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର- ଆସନ୍ତା ପୂଜା ଛୁଟି ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିବ । କରୋନା ସ୍ଥିତିକୁ ଦୃଷ୍ଟି ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ଘୋଷଣା କରିଛନ୍ତି । ସେପ୍ଟେମ୍ବର ପହିଲାରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ପୂର୍ବରୁ ନିଷ୍ପତି
Read More...

ଲଗାଣ ବର୍ଷାରେ ରାଜ୍ୟର ବିିିଭିନ୍ନ ଅଂଚଳ ଜଳବନ୍ଦୀ

ଭୁବନେଶ୍ୱର- ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନେଇ ବାଲେଶ୍ୱର, କେନ୍ଦୁଝର, ଯାଜପୁର ଓ କେନ୍ଦ୍ରାପଡା ଜିଲ୍ଲାକୁ ସର୍ତକ ରହିବାକୁ ପରାମର୍ଶ ଦିଆଯାଇଛି । ପ୍ରବଳ ବର୍ଷା ଯୋଗୁଁ ବାଲେଶ୍ୱରର ବିଭିନ୍ନ
Read More...

ସଧନ ସେବାଟ୍ରଷ୍ଟ ଆନୁକୂଲ୍ୟରେ ସମ୍ବର୍ଦ୍ଧନା ପ୍ରଦାନ

ଯାଜପୁର: ସ୍ୱର୍ଗତ ନବଘନ ପଣ୍ଡାଙ୍କ ଦ୍ୱାରା ଗଠିତ “ସଧନ ସେବାଟ୍ରଷ୍ଟ”ର କ୍ରମକର୍ତାଙ୍କ ନିଷ୍ପତିକ୍ରମେ ଆମ ଅଂଚଳର ଅଧିକ ନମ୍ବର ରଖି ମାଟ୍ରିକ୍ ଓ +୨ ବିଜ୍ଞାନରେ ଅଧିକ ନମ୍ବର ରଖି ଉପକୃତ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିବାକୁ ସ୍ଥିର କରାଯାଇଅଛି । କୋଭିଡ୍ ୧୯କୁ ଦୃଷ୍ଟିରେ
Read More...

ଓଡ଼ିଶାରେ ମହାକାଶ ବିଜ୍ଞାନ ଶିକ୍ଷା

ମହାକାଶ ବିଜ୍ଞାନ କହିଲେ ଏହା ପୃଥିବୀ ଓ ଏହାକୁ ଘେରି ରହିଥିବା ବାୟୁମଣ୍ଡଳ ଉପରେ ବହୁ ଗ୍ରହ, ତାରା ଏବଂ ଧୂମକେତୁ ସମେତ ସୂର୍ଯ୍ୟ, ଚନ୍ଦ୍ର ଆଦିଙ୍କ ସମ୍ପର୍କରେ ବୁଝାଇ ଥାଏ । ଏକବିଂଶ ଶତାବ୍ଦିରେ ମଣିଷ ମହାକାଶକୁ ଯାଇପାରୁଛି ଏବଂ ସାଟେଲାଇଟ୍ ଛାଡିପାରୁଛି । ସବୁଠାରୁ ବଡ଼ କଥା ହେଲା ଯେ,
Read More...

କରୋନା ଟିକା କୋଭିସିଲ୍ଡର ଦ୍ୱିତୀୟ ମାନବ ପରୀକ୍ଷଣ

ନୂଆଦିଲ୍ଲୀ- ଅକ୍ସଫୋର୍ଡ ଦ୍ୱାରା ପ୍ରସ୍ତୁତ କରୋନା ଟିକା କୋଭିସିଲ୍ଡର ଦ୍ୱିତୀୟ ପର୍ଯ୍ୟାୟ ମାନ ପରୀକ୍ଷଣ କରାଯାଇଛି । ଏହା ଏକ ମେଡିକାଲ କଲେଜ ଓ ହସ୍ପିଟାଲରେ ଆରମ୍ଭ ହୋଇଛି । ମେଡିକାଲ କଲେଜର ୨ ସ୍ୱେଛାସେବୀଙ୍କ ଠାରେ ଏହାର ପରୀକ୍ଷା କରାଯାଇଛି । ପ୍ରଥମେ ଜଣେ ୩୨ ବର୍ଷୀୟ
Read More...

ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଭଦ୍ରକରେ ପଂହଚିଲା ଏନଡିଆରଏଫ ଟିମ ଓ ଓଡ୍ରାଫଟିମ୍

ଭଦ୍ରକ- ସାମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା କରିବା ପାଇଁ ଭଦ୍ରକରେ ପଂହଚିଲା ଏନଡିଆରଏଫ ଓ ଓଡ୍ରାଫଟିମ । ଏନଡିଆରଏଫ ଟିମକୁ ଭଣ୍ଡାରୀପୋଖରୀ ଓ ଓଡ୍ରାଫ ଟିମକୁ ଧାମନଗରରେ ମୁତୟନ କରାଯାଇଛି । ସେହିପରି ଜିଲ୍ଲାପାଳ ଓ ତହସିଲଦାର ବନ୍ୟା ଜଳ ଅନୁଧ୍ୟାନ କରୁଛନ୍ତି । ୨ ଦିନ ଧରି ଲଗାଣ
Read More...

ଜେଇଇ ମେନ ଓ ନିଟ୍ ପରୀକ୍ଷାକୁ ବିରୋଧ କରି ସୁପ୍ରିମକୋର୍ଟ ଯିବେ ୭ ରାଜ୍ୟର ମୁଖ୍ୟ ମନ୍ତ୍ରୀ

ନୂଅଦିଲ୍ଲୀ- ଜେଇଇ ମେନ ଓ ନିଟ ପରୀକ୍ଷାକୁ ବିରୋଧ କରି ୭ ରାଜ୍ୟର ମୁଖ୍ୟମନ୍ତ୍ରୀ ସୁପ୍ରିମକୋର୍ଟ ଯିବେ ବୋଲି ଘୋଷଣା କରିଛନ୍ତି । କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ଅଧ୍ୟକ୍ଷତାରେ ଆଜି ଅଣ ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ନେଇ ଭଚୁ୍ର୍ୟଆଲ ବୈଠକ ବସିଥିଲା । ଏହି ବୈଠକରେ
Read More...

୫୨ ଜଣ କରୋନା ଯୋଦ୍ଧା ପ୍ଳାଜମା ଦାନ କରିସାରିଲେଣି

ଭୁବନେଶ୍ୱର- ଓଡିଶା ପୋଲିସର ୫୨ ଜଣ କରୋନା ଯୋଦ୍ଧା ପ୍ଳାଜମା ଦାନ କରି ସାରିଲେଣି । ଏନେଇ ଓଡିଶା ପୋଲିସ ପକ୍ଷରୁ ଟୁଇଟ କରି ସୂଚନା ଦେଇଛନ୍ତି । ଓଏସପି ଦ୍ୱିତୀୟ ବାଟାଲିୟନ ଝାରସୁଗୁଡା ୬ ଜଣ, ଓଏସଏପି ତୃତୀୟ ବାଟାଲିୟନ କୋରାପୁଟରୁ ୫, ଓଏସଏପି ଚତୁର୍ଥ ବଟାଲିୟନ ରାଉଲକେଲାରୁ ଜଣେ,
Read More...

ଋୁଷର ମିଳିତ ସାମରିକ ଅଭ୍ୟାସରେ ଭାରତ ସାମିଲ ହେବ

ନୂଆଦିଲ୍ଲୀ- ଚାଇନା ଓ ପାକିସ୍ତାନ ସହ ମିଶି ସାମରିକ ଯୁଦ୍ଧାଭ୍ୟାସ କରିବ ଭାରତ । ଏହା ଋୁଷରେ ଆୟୋଜିତ ହେବ । ଭାରତ,ଚାଇନା ଓ ପାକିସ୍ତାନ ବ୍ୟତୀତ ମୋଟ ୧୮ଟି ଦେଶ ଏଥିରେ ଭାଗ ନେବେ । ଏଥିରେ ୩ ସେନାର ୨୦୦ ଅଫିସର ଓ ଯବାନ ସାମିଲ ହେବେ । ସେପ୍ଟେମ୍ବର ୧୫ରୁ ୨୦ ପର୍ଯ୍ୟନ୍ତ କାଭକାଜ ୨୦୨୦
Read More...

ବୈତରଣୀରେ ବଢୁଛି ଜଳ ସ୍ତର

ଯାଜପୁର- ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବୈତରଣୀରେ ଜଳସ୍ତର ବୃଦ୍ଧି ପାଇଛି । ତେଣୁ ନଦୀରେ ବନ୍ୟା ଆଶଙ୍କା କରାଯାଉଛି । ରାଜ୍ୟ ସରକାର ଯାଜପୁର ଜିଲ୍ଲାପାଳଙ୍କୁ ଏନେଇ ସର୍ତକ ରହିବାକୁ ନିର୍ଦେଶ ଦେଇଛନ୍ତି । ବନ୍ୟା ହେଲେ ତଳିଆ ଅଂଚଳ ବହୁ ମାତ୍ରାରେ ପ୍ରଭାବିତ ହେବ । ତେଣୁ ତଳିଆ ଅଂଚଳରେ
Read More...