Browsing Category

ପ୍ରମୁଖ ଖବର

୫୨ ଜଣ କରୋନା ଯୋଦ୍ଧା ପ୍ଳାଜମା ଦାନ କରିସାରିଲେଣି

ଭୁବନେଶ୍ୱର- ଓଡିଶା ପୋଲିସର ୫୨ ଜଣ କରୋନା ଯୋଦ୍ଧା ପ୍ଳାଜମା ଦାନ କରି ସାରିଲେଣି । ଏନେଇ ଓଡିଶା ପୋଲିସ ପକ୍ଷରୁ ଟୁଇଟ କରି ସୂଚନା ଦେଇଛନ୍ତି । ଓଏସପି ଦ୍ୱିତୀୟ ବାଟାଲିୟନ ଝାରସୁଗୁଡା ୬ ଜଣ, ଓଏସଏପି ତୃତୀୟ ବାଟାଲିୟନ କୋରାପୁଟରୁ ୫, ଓଏସଏପି ଚତୁର୍ଥ ବଟାଲିୟନ ରାଉଲକେଲାରୁ ଜଣେ,
Read More...

ଋୁଷର ମିଳିତ ସାମରିକ ଅଭ୍ୟାସରେ ଭାରତ ସାମିଲ ହେବ

ନୂଆଦିଲ୍ଲୀ- ଚାଇନା ଓ ପାକିସ୍ତାନ ସହ ମିଶି ସାମରିକ ଯୁଦ୍ଧାଭ୍ୟାସ କରିବ ଭାରତ । ଏହା ଋୁଷରେ ଆୟୋଜିତ ହେବ । ଭାରତ,ଚାଇନା ଓ ପାକିସ୍ତାନ ବ୍ୟତୀତ ମୋଟ ୧୮ଟି ଦେଶ ଏଥିରେ ଭାଗ ନେବେ । ଏଥିରେ ୩ ସେନାର ୨୦୦ ଅଫିସର ଓ ଯବାନ ସାମିଲ ହେବେ । ସେପ୍ଟେମ୍ବର ୧୫ରୁ ୨୦ ପର୍ଯ୍ୟନ୍ତ କାଭକାଜ ୨୦୨୦
Read More...

ବୈତରଣୀରେ ବଢୁଛି ଜଳ ସ୍ତର

ଯାଜପୁର- ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବୈତରଣୀରେ ଜଳସ୍ତର ବୃଦ୍ଧି ପାଇଛି । ତେଣୁ ନଦୀରେ ବନ୍ୟା ଆଶଙ୍କା କରାଯାଉଛି । ରାଜ୍ୟ ସରକାର ଯାଜପୁର ଜିଲ୍ଲାପାଳଙ୍କୁ ଏନେଇ ସର୍ତକ ରହିବାକୁ ନିର୍ଦେଶ ଦେଇଛନ୍ତି । ବନ୍ୟା ହେଲେ ତଳିଆ ଅଂଚଳ ବହୁ ମାତ୍ରାରେ ପ୍ରଭାବିତ ହେବ । ତେଣୁ ତଳିଆ ଅଂଚଳରେ
Read More...

୪ ଦିନ ଢେଙ୍କାନାଳ ସଟଡାଉନ

ଢେଙ୍କାନାଳ- କରୋନା ସଂକ୍ରମଣ ଦ୍ରୁତ ବୃଦ୍ଧି ଯୋଗୁଁ ଢେଙ୍କାନାଳ ଜିଲ୍ଲାକୁ ୪ ଦିନ ପାଇଁ ସଟଡାଉନ ଘୋଷଣା କରିଛନ୍ତି ସ୍ଥାନୀୟ ଜିଲ୍ଲା ପ୍ରଶାସନ । ୨୭ ଓ ୨୮ ତାରିଖ ସଟଡାଉନ ଘୋଷଣା କରାଯାଇଥିବା ବେଳେ ୨୯ ଓ ୩୦ ତାରିଖ ସପ୍ତାହନ୍ତ ସଟଡାଉନ ରହୁଛି । ଆଜି ଢେଙ୍କାନଳରୁ ୬୭ ନୂଆ କରୋନା
Read More...

ଉତରପ୍ରଦେଶ ପଂଚାୟତ ରାଜ ମନ୍ତ୍ରୀ ଭୁପେନ୍ଦ୍ର ସିଂ ଚୌଧୁରୀ କରୋନା ପଜିଟିଭ

ଉତରପ୍ରଦେଶ- ଉତରପ୍ରଦେଶ ପଂଚାୟତ ରାଜ ମନ୍ତ୍ରୀ ଭୁପେନ୍ଦ୍ର ସିଂ ଚୌଧୁରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏନେଇ ସେ ଟୁଇଟ ଯୋଗେ ସୂଚନା ଦେଇଛନ୍ତି । ତାଙ୍କ ରିପୋର୍ଟ ପଜିଟଭି ଆସିବା ପରେ ସେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ
Read More...

ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କୁ କରୋନା

ଗୁଆହାଟି : ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ତରୁଣ ଗୋଗୋଇ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ତରୁଣ ଗୋଗୋଇ ନିଜେ ଟ୍ବିଟ୍ କରି ସୂଚନା ଦେଇଛନ୍ତି। ତରୁଣ ଗୋଗୋଇ ଟ୍ବିଟ୍ କରି ଲେଖିଛନ୍ତି ଯେ, ଗତକାଲି ମୋର କରୋନା ରିପୋର୍ଟ ପଜିଟିଭ ଆସିଛି। ନିକଟରେ ତାଙ୍କ
Read More...

ଦିଲ୍ଲୀରେ କରୋନା ସ୍ଥିତିକୁ ନେଇ ବସିବ ବୈଠକ

ନୂଆଦିଲ୍ଲୀ- ଦିଲ୍ଲୀରେ କରୋନା ପରିସ୍ଥିତିକୁ ନେଇ ଅଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ବୈଠକ ଡକାଇଛନ୍ତି । ଏହି ବୈଠକରେ ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜେନ, ମୁଖ୍ୟ ଶାସନ ସଚିବ ବିଜୟ ଦେବ ପ୍ରମୁଖ ଦେବେ । ଆଜି ଗୋଟିଏ ଦିନରେ ୧,୫୪୪ ନୂଆ କରୋନା ପଜିଟିଭ ଚିହ୍ନଟ
Read More...

ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ କରୋନା

ଝାରସୁଗୁଡ଼ା : ବହୁ ଚର୍ଚ୍ଚିତ ଡବଲ ମର୍ଡର ଅଭିଯୋଗରେ ରାୟଗଡ଼ ଜେଲରେ ଥିବା ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ଛତିଶଗଡ଼ ରାୟଗଡ଼ ଜେଲର ସୂଚନା ଦେଇଛନ୍ତି। ଅନୁପଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ରାୟଗଡ଼ର ଏକ ଘରୋଇ ଡାକ୍ତରଖାନାରେ
Read More...

ପ୍ରଥମରୁ ଦ୍ୱାଦଶ ଶ୍ରେଣୀର ସିଲାବସ ୩୦ ପ୍ରତିଶତ କମିଲା

ଭୁବନେଶ୍ୱର- ରାଜ୍ୟ ସରକାର ଚଳିତ ବର୍ଷ ପ୍ରଥମରୁ ଦ୍ୱାଦଶ ଶ୍ରେଣୀର ସିଲାବସ୍ ୩୦ ପ୍ରତିଶତ ହ୍ରାସ କରିଛନ୍ତି ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି । ସିଲାବସ କମାଇବା ପାଇଁ ବିଏସଇ, ସିଏଚସିଇ ଓ ଏସସିଇଆଟି ପ୍ରସ୍ତାବ ଦେଇଥିଲେ । ତେବେ ସ୍କୁଲ କେବେ ଖୋଲିବ
Read More...

ବେଡ ରୁମରୁ ଉଦ୍ଧାର ହେଲା ୫ ଫୁଟର କ୍ରୋବା

କଟକ- କଟକ ଜିଲ୍ଲାଳ ବାଙ୍କୀ ବ୍ଳକ ଅର୍ନ୍ତଗତ ହରିରାଜପୁର ଗ୍ରାମର ଜଣଙ୍କ ବେଡ ରୁମରୁ ୫ ଫୁଟର ଏକ କ୍ରୋବା ସାପ ଉଦ୍ଧାର କରାଯାଇଛି । ଏହି ବିଷାକ୍ତ ସାପ ବେଡ ରୁମରେ ଖେଳୁଥିଲା । ଘର ମାଲିକ ସରତ ପଣ୍ଡା ସାପକୁ ଦେଖି ସାଙ୍ଗେସାଙ୍ଗେ ସ୍ନୋକ ହେଲପ ଲାଇନ୍ସ ନମ୍ବର ଫୋନ କରିଥିଲେ । ସ୍ନୋକ
Read More...