ଦିନକରେ ୬୩, ୨୦୯ କରୋନା ଟେଷ୍ଟ
ଭୁବନେଶ୍ୱର- ରାଜ୍ୟରେ ଦିନକୁ ଦିନ କରୋନା ଟେଷ୍ଟିଂଙ୍ଗ ସଂଖ୍ୟା ବଢିବାରେ ଲାଗିଛି । ଆଜି ଗୋଟିଏ ଦିନରେ ୬୩,୨୦୯ କରୋନା ଟେଷ୍ଟେ କରାଯାଇଛି । ଏଥିମଧ୍ୟରୁ ଆରଟିପିସିଆର ୭୨୯୫, ୫୫୭୮୦ ଆଂଟିଜେନ ଓ ୧୩୪ ଟ୍ରୁନଟ ଟେଷ୍ଟ । ମୟୂରଭଞ୍ଜରେ ସର୍ବାଧିକ ୮୪୫୧ ଟେଷ୍ଟ କରାଯାଇଥିବା ବେଳେ ୮୨୪୩!-->…
Read More...
Read More...