Browsing Category

ପ୍ରମୁଖ ଖବର

ଅକ୍ଟୋବର ୧ରୁ ରନୱେ କାମ

ଭୁବନେଶ୍ୱର- ଅକ୍ଟୋବର ୧ରୁ ଆରମ୍ଭ ହେବ ବିଜୁ ପଟ୍ଟନାୟକ ବିମାନବନ୍ଦର ରନୱେର କାର୍ପେଟିଙ୍ଗ କାମ । ଏଥିପାଇଁ ରାତି ୧୧ରୁ ସକାଳ ୭ ଟା ପର୍ଯ୍ୟନ୍ତ ବିମାନ ଉଡାଣ ଓ ଅବତରଣ ବନ୍ଦ ରହିବ । ଦୀର୍ଘ ୪ ମାସ ଧରି ଏହି କାର୍ଯ୍ୟ ଚାଲୁ ରହିବ ବୋଲି କୁହାଯାଇଛି ।
Read More...

ଗ୍ରାମୀଣ ଅର୍ଥନୀତିର ପୁନରୁଦ୍ଧାର

ଭୁବନେଶ୍ୱର- କରୋନାରେ କ୍ଷତିଗ୍ରସ୍ତ ଗ୍ରାମୀଣ ଅର୍ଥନୀତିର ପୁନରୁଦ୍ଧାର ସହାୟତା ପ୍ୟାକେଜକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ । ଏହି ପ୍ୟାକେଜରେ ଗ୍ରାମାଚଂଳର ଗରିବ, ଅତିଗରିବ ଓ ପ୍ରବାସୀଙ୍କ ପାଇଁ ୪ ପ୍ରକାର ବ୍ୟବସ୍ଥା ହୋଇଛି । ଅଣୁ ଓ କ୍ଷୁଦ୍ର ଉଦ୍ୟୋଗର ବିକାଶ ପାଇଁ ୫୦ ହଜାର
Read More...

ଅନ୍ତର୍ଜାତୀୟ ସ୍ତରରେ ସ୍ଥାନ ପାଇଲା ସମ୍ବଲପୁରୀ ହସ୍ତତନ୍ତ କଳା

ଭୁବନେଶ୍ୱର- ଅନ୍ତର୍ଜାତୀୟ ସ୍ତରରେ ସ୍ଥାନ ପାଇଲା ଓଡିଶାର ସମ୍ବଲପୁରୀ ହସ୍ତତନ୍ତ କଳା । ଏହି ସ୍ଥାପତ୍ୟକଳା ଡିଜିନ୍ ମାଗାଜିନରେ ସ୍ଥାନ ପାଇଛି ଓଡିଶା କୃଷି ଭବନର ସ୍ଥାପତ୍ୟ କଳା । ଏହି ମାଗଜିନରେ ଭାରତୀୟ ସରକାରୀ ବିଲ୍ଡିଂ ସ୍ଥାନ ପାଇବା ପ୍ରଥମ । ସମ୍ବଲପୁରର ଇକତ୍ ଏବଂ ଶାଢି ଡିଜାଇନ୍
Read More...

ଦୀର୍ଘ ୫ ମାସ ପରେ କର୍ଣ୍ଣାଟକରୁ ଉଠିଲା କଟକଣା

ବେଙ୍ଗାଲୁର- ଦୀର୍ଘ ୫ ମାସ ପରେ କର୍ଣ୍ଣାଟକରେ ଲାଗୁ ହୋଇଥିବା ସମସ୍ତ ଯାତାୟତ କଟକଣାକୁ ଆଜି ହଟାଇ ଦିଆଯାଇଛି । କରୋନା ପାଇଁ ଲାଗୁ କରାଯାଇଥିବା ଇ-ପାସ ଠାରୁ ଆରମ୍ଭ କରି ୧୪ ଦିନିଆ କ୍ୱାରେନଟାଂଇନ ନିୟମ ଏବଂ କବାରେନଟାଂଇନ ଷ୍ଟାମ୍ପ ବ୍ୟବସ୍ଥା ବି ଉଛେଦ କରାଯାଇଛି । କର୍ଣ୍ଣଟକ ଭିତରକୁ
Read More...

ଭିସୁଟ୍‌-ଇସ୍ରୋ ଏମ୍‌ଓୟୁ: କୃତ୍ରିମ ରକେଟ ତିଆରି ପାଇଁ ବୈଷୟିକ ଜ୍ଞାନକୌଶଳ ଯୋଗାଇ ଦେବ ଇସ୍ରୋ

ମହାକାଶ ଗବେଷଣା କ୍ଷେତ୍ରରେ ବୈଷୟିକ ଓ ଆର୍ଥିକ ସହାୟତା ପାଇଁ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍‌) ଏବଂ ଭାରତୀୟ ଅନ୍ତରୀକ୍ଷ ଗବେଷଣା କେନ୍ଦ୍ର (ଇସ୍ରୋ) ମଧ୍ୟରେ ଏମ୍‌ଓୟୁ ସ୍ଵାକ୍ଷରିତ ହୋଇଛି। ଏହାସହିତ ଇସ୍ରୋ ସହଯୋଗରେ ଭିସୁଟ୍‌ରେ ବୀର ସୁରେନ୍ଦ୍ର
Read More...

କଂଗ୍ରେସର ବରିଷ୍ଠ ନେତା ଡି.କେ ଶିବକୁମାରଙ୍କୁ କରୋନା

ବେଙ୍ଗାଲୁରୁ : କଂଗ୍ରେସର ବରିଷ୍ଠ ନେତା ତଥା କର୍ଣ୍ଣାଟକ କଂଗ୍ରେସ ସଭାପତି ଡି.କେ ଶିବକୁମାର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କୁ ବେଙ୍ଗାଲୁରୁର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହାପୂର୍ବରୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରୁପ୍ପା ଏବଂ ତାଙ୍କ ଝିଅ ମଧ୍ୟ
Read More...

ଗରିବ ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଲୋକାଭିମୁଖୀ ଯୋଜନା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍‍

ନୂଆଦିଲ୍ଲୀ/ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମତରେ “ଘର କେବଳ ଚାରି କାନ୍ଥକୁ ନେଇ ନୁହେଁ। ଏହା ଲୋକଙ୍କ ପାଇଁ ସୁଖ ସୁବିଧା ଓ ସମ୍ମାନର ଉପଲବ୍ଧି। ଯେଉଁଠାରେ ସ୍ୱପ୍ନକୁ ନୂଆ ରୂପ ମିଳେ ଓ ଆକାଂକ୍ଷାକୁ ନୂଆ ଉନ୍ମାଦନା ମିଳେ”। ପ୍ରଧାନମନ୍ତ୍ରୀଙ୍କ ଏହି ଦୂରଦୃଷ୍ଟିକୁ
Read More...

ପୁଲୱମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ଚାର୍ଜସିଟ ଦାଖଲ

ନୂଆଦିଲ୍ଲୀ- ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ଏନଆଇଏ ପକ୍ଷରୁ ଆଜି ଚାର୍ଜସିଟ ଦାଖଲ କରାଯିବ । ଏହି ଚାର୍ଜସିଟରେ ଉଲ୍ଲେଖ ଅଛି ଜୈସ ଏ ମହମ୍ମଦ ଆତଙ୍କବାଦୀ ସଂଗଠନ ମୁଖ୍ୟ ମାସୁଦ ଆଝାର ଓ ତାର ଭାଇ ଏହି ଆକ୍ରମଣର ମାଷ୍ଟରମାଇଣ୍ଡ । ଏନେଇ ଏନଆଇଏ ଟିମ ଜାମ୍ମୁକୋର୍ଟରେ ପଂହଚିଛନ୍ତି
Read More...

ଆମେରିକା ପ୍ରସ୍ତୁତ କରୁଛି ନାଜାଲ ଭାକ୍ସିନ

ନୂଆଦିଲ୍ଲୀ- କରୋନା ପାଇଁ ବିଭିନ୍ନ ଦେଶ ପକ୍ଷରୁ ଭ୍ୟାକସିନ ପ୍ରସ୍ତୁତ ହୋଇଥିବା ବେଳେ ଆମେରିକାର ନାଜାଳ ଭ୍ୟାକସିନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ପ୍ରଥମିକ ପର୍ଯ୍ୟୟରେ ଏହା ମୂଷା ଠାରେ ସଫଳ ପରୀକ୍ଷଣ ହେଇଛି । ଏହା ଶକ୍ତିଶାଳୀ କରୋନା ପ୍ରତିରୋଧ କ୍ଷମତା ସୃଷ୍ଟି କରୁଥିବା
Read More...

ନିଟ ଓ ଜେଇଇ ପରୀକ୍ଷା ଘୁଚାଂଇବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଟ ଓ ଜେଇଇ ପରୀକ୍ଷା ଘୁଚାଂଇବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଳଭି ପରିସ୍ଥିତିରେ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବା ନିରାପଦ ନୁହେଁ । ଏବେ
Read More...