ସେପ୍ଟେମ୍ବର ୧ରୁ ଅନଲକ ୪ ଆରମ୍ଭ
ନୂଆଦିଲ୍ଲୀ- ଅଗଷ୍ଟ ୩୧ ପରେ ଦେଶରେ ଅନଲକ-୪ ଲାଗୁ ହେବ । ପୂର୍ବଭଳି ଅନଲକ-୪ରେ ସମଗ୍ର ଦେଶରେ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ନିଶ୍ଚିତ ହୋଇଯାଇଛି । ସେପ୍ଟେମ୍ବର ମାସରେ ମେଟ୍ରୋ ଟ୍ରେନ ସେବା ଆରମ୍ଭ ହେବ । ଅନଲକ-୪ରେ ସିନାମାହଲ, ଅଡିଟୋରିୟମ ବନ୍ଦ ରହିବ । କିନ୍ତୁ ସିନାମାହଲ ୨୫ରୁ ୩୦!-->…
Read More...
Read More...