Browsing Category

ପ୍ରମୁଖ ଖବର

ସେପ୍ଟେମ୍ବର ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ରେଜଲ୍ଟ

ଭୁବନେଶ୍ୱର- ସେପ୍ଟେମ୍ବର ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ପରୀକ୍ଷା ଫଳ । ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । କଳା ସହିତ ଯୁକ୍ତ ଦୁଇ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ ପ୍ରକାଶ ପାଇବ । ପୂର୍ବରୁ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ
Read More...

ଭୁବନେଶ୍ୱରରୁ ୨୬୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ଭୁବନେଶ୍ୱରରୁ ଚିହ୍ନଟ ହେଲେ ୨୬୭ ନୂଆ କରୋନା ପଜିଟିଭ । ଏମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରର ୧୫୩ ହୋଇଥିବା ବେଳେ ୧୧୪ ଲୋକାଲ କେସ ରହିଛି । ଏନେଇ ମହାନଗର ନିଗମ ପକ୍ଷରୁ କୁହାଯାଇଛି । ଏଯାବତ୍ ରାଜଧାନୀରେ ସଂକ୍ରମିତଙ୍କ ସଂଖ୍ୟା ୭୫୯୯ରେ ପଂହଚିଛି । ୪୫୬୩ ସୁସ୍ଥ
Read More...

ଅନଲାଇନରେ ପାଠ ପଢାଇବେ ଦିବ୍ୟାଙ୍ଗ ଅଧ୍ୟାପକ

ଭୁବନେଶ୍ୱର- ଘରେ ରହି ଅନଲାଇନରେ ପାଠ ପଢାଇବେ ଦିବ୍ୟାଙ୍ଗ ଶିକ୍ଷକ । ଏ ସଂପର୍କରେ ଉଚ୍ଚଶିକ୍ଷା ବିଭାଗର ସଚିବ ଶାଶ୍ୱତ ମିଶ୍ର ରାଜ୍ୟର ସମସ୍ତ ଡିଗ୍ରି କଲେଜର ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି । କରୋନା ସ୍ଥିତି ନ ସୁଧୁରିବା ପର୍ଯ୍ୟନ୍ତ ଦିବ୍ୟାଙ୍ଗ ଅଧ୍ୟାପକ ଘରେ ରହି ପାଠ ପଢାଇ ପାରିବେ ।
Read More...

ଡିସେମ୍ବର ୩୧ ପର୍ଯ୍ୟନ୍ତ ବଢିଲା ଗାଡି କାଗଜପତ୍ର ଅବଧି

ନୂଆଦିଲ୍ଲୀ- ୩୧ ଡିସେମ୍ବର ପର୍ଯ୍ୟନ୍ତ ବଢିଲା ଗାଡି କାଗଜପତ୍ର ଅବଧି । ଯଦି କାଗଜପତ୍ରର ଭ୍ୟାଲିଡିଟି ଶେଷ ହୋଇଯିବ, ତେବେ ତାଙ୍କୁ କୌଣସି ଫାଇନ ଦେବାକୁ ପଡିବନି । ଏନେଇ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । କେନ୍ଦ୍ର ସରକାର ଏ ସଂପର୍କରେ ସମସ୍ତ ରାଜ୍ୟ
Read More...

ଦକ୍ଷିଣ ପୂର୍ବ ଫିଲିପାଇନ୍ସରେ ବଡ ଧରଣର ବିସ୍ପୋରଣ

ଦକ୍ଷିଣ ପୂର୍ବ ଫିଲିପାଇନ୍ସରେ ବଡ ଧରଣର ବିସ୍ପୋରଣ ନୂଆଦିଲ୍ଲୀ- ବିଶ୍ୱର କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସ ପକ୍ଷରୁ ଦକ୍ଷିଣ ପୂର୍ବ ଫିଲିିପାଇନ୍ସରେ ବଡ ଧରଣର ବିସ୍ଫୋରଣ । ଏଥିରେ ଏବେ ସୁଦ୍ଧା ୧୦ ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ଏକାଧିକ ଲୋକ ଆହାତ ହୋଇଛନ୍ତି । ଆତଙ୍କବାଦୀ ପୂର୍ବରୁ
Read More...

କଂଗ୍ରେସ ୱାର୍କିଂ କମିଟି ବୈଠକରେ ଚିଠିକୁ ନେଇ ଝଡ଼

ନୂଆଦିଲ୍ଲୀ :  ଆଜି  କଂଗ୍ରେସର କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି) ବୈଠକ  ଅନୁଷ୍ଠିତ ହେଉଛି। ଏହି ବୈଠକରେ କଂଗ୍ରେସ ନେତା ସୋନିଆ ଗାନ୍ଧିଙ୍କୁ ଲେଖିଥିବା ଚିଠିକୁ ନେଇ ଦଳରେ ଝଡ଼ ସୃଷ୍ଟି ହୋଇଛି। ଆଜିର ବୈଠକ‌ରେ ସୋନିଆଙ୍କୁ ଚିଠି ଲେଖିଥିବା କଂଗ୍ରେସ ନେତାମାନେ ଭାରତୀୟ ଜନତା
Read More...

ଓଡିଆ ଅଭିନେତା ଚିନ୍ମୟ ମିଶ୍ର କରୋନା ପଜିଟିଭ

ଭୁବନେଶ୍ୱର- ଲୋକପ୍ରିୟ ଓଡିଆ ଅଭିନେତା ଚିନ୍ମୟ ମିଶ୍ର କରୋନା ଆକ୍ରାନ୍ତ । ଏନେଇ ସେ ଟୁଇଟି କରି ସୂଚନା ଦେଇଛନ୍ତି । ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି, ଓ ସେ ହୋମ କ୍ୱାରେନଟାଇନରେ ଅଛନ୍ତି । ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନେ କୋଭିଡ ଟେଷ୍ଟ କରାଇବା ସହ ହୋମ
Read More...

ଆଦିତ୍ୟ ମୃତ୍ୟୁ ମାମଲାରେ ଲାଏ ଡିଟେକ୍ସନ ଟେଷ୍ଟ

ଭୁବନେଶ୍ୱର- ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଲାଏ ଡିଟେକ୍ସନ ଟେଷ୍ଟ ପାଇଁ ଫରେନସିକ ବିଭାଗକୁ ଚିଠି ଲେଖିଛନ୍ତି କ୍ରାଇମବ୍ରାଚଂ । ଯଦି ଏହି ଟେଷ୍ଟ ହୁଏ ତେବେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ସମେତ ବନ୍ଧୁ ବିକାଶ, ପପୁ ଓ ପ୍ରୀତମଙ୍କର ମଧ୍ୟ ଏହି ଟେଷ୍ଟ ହୋଇପାରେ । ଲାଏ
Read More...

ବରିଷ୍ଠ ନାଗରିକଙ୍କ ପାଇଁ ଗଡିଲା ସଞ୍ଜିବନୀ ରଥ

ରାଉରକେଲା- ରାଉରକେଲାରେ ବରିଷ୍ଠ ନାଗରିଙ୍କ କୋଭିଡ ଟେଷ୍ଟ ପାଇଁ ଗଡିଲା ସଞ୍ଜିବନୀ ରଥ । ସ୍ଥାନୀୟ ଏଡିଏମ ଓ ଆରଏମସି କମିଶନର ଏହାର ଶୁଭାରମ୍ଭ କରିଛନ୍ତି । ଏହି ଗାଡିରେ ଯାଉଥିବା ଟିମ ସଦସ୍ୟ ଘରକୁ ଘର ବୁଲି ବରିଷ୍ଠ ନାଗରିକଙ୍କ କୋଭିଡ ଟେଷ୍ଟ କରିବେ । ରାଉରକେଲାରେ କରୋନା ଆକ୍ରାନ୍ତଙ୍କ
Read More...

ଦିଲ୍ଲୀ ଫାର୍ଟିସ ଏସ୍କାର୍ଟ ଡାକ୍ତରଖାନାରେ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାସୱାନ୍

ନୂଆଦିଲ୍ଲୀ- ଫୁସଫୁସ ଓ କୀଡନ ଜନିତ ସମସ୍ୟାକୁ ନେଇ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାସୱାନ ଦିଲ୍ଲୀ ଫାର୍ଟିସ ଏସ୍କାର୍ଟ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । ପାସୱାନଙ୍କ ବିିଭିନ୍ନ ପ୍ରକାର ସମସ୍ୟା ରହିଛି । ତାଙ୍କ ହାର୍ଟ ଠିକ ଭାବେ କାମ କରୁନାହିଁ । କିନ୍ତୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା
Read More...