Browsing Category

ପ୍ରମୁଖ ଖବର

ସେପ୍ଟେମ୍ବର ୧୪ରୁ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ- ସେପ୍ଟେମ୍ବର ୧୪ରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଇଛି । ଏହା ଅକ୍ଟୋବର ୧ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି । ଏହି ଅଧିବେଶନ ବିନା ଅଫ ଡେରେ ଚାଲିବ । କୌଣସି ଦିନ ଛୁଟି ରହିବ ନାହିଁ, ଏପରିକି ଶନିବାର ଓ ରିବିବାର ଗୃହ କାର୍ଯ୍ୟ ଚାଲୁ ରହିବ । କାରଣ ସଂସଦ
Read More...

ଶ୍ୱାନ ଦିବସ

ପ୍ରତି ବର୍ଷ ଅଗଷ୍ଟ ୨୬ ତାରିଖରେ ପାଳନ କରାଯାଉଛି ଶ୍ୱାନ ଦିବସ । କୁକୁର କେଉଁ ପ୍ରାଚୀନ କାଳରୁ ମଣିଷର ବନ୍ଧୁ ହୋଇସାରିଛି । ମଣିଷ ଦ୍ୱାରା ପୋଷ୍ୟ ହୋଇଥିବା ଏହା ପ୍ରଥମ ଜୀବ କୁହାଯାଉଛି । କୁକୁର ସହ ମଣିଷର ସମ୍ପର୍କ ପ୍ରାୟ ୩୦ ହଜାର ବର୍ଷ ପୁରୁଣା । ମଣିଷ ପାଇଁ ଏହା ସବୁଠାରୁ
Read More...

କରୋନାରେ ପ୍ରାଣ ହରାଇଲେ ୧୩ ଆକ୍ରାନ୍ତ

ଭୁବନେଶ୍ୱର- ଆଜି ପୁଣି ୧୩ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ମୃତକଙ୍କ ମଧ୍ୟରୁ ସମ୍ବଲପୁର ଓ ସୁନ୍ଦରଗଡରୁ ୩ ଜଣ ଲେଖାଏଁ, କଟକ ଓ ଗଞ୍ଜାମରୁ ୨ ଜଣ ଲେଖାଏଁ, କେନ୍ଦୁଝର, ପୁରୀ ଓ ଖୋର୍ଦ୍ଧାରୁ ଜଣେ
Read More...

ଦୁର୍ଗାପୂଜା ପାଇଁ ମିଳିଲା ଅନୁମତି

କଟକ-କୋଭିଡ କଟକଣା ସତ୍ୱେ ଚଳିତ ବର୍ଷ ଦୁର୍ଗାପୂଜା ପାଳନ କରାଯିବ । ଏନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ । ବିନା ଭକ୍ତରେ କଟକ ମଣ୍ଡପଗୁଡିକରେ ଦୁର୍ଗାପୂଜା ପାଇଁ ଅନୁମତି ମିଳିଛି । କରୋନା ପରିସ୍ଥିତକୁ ଦୃଷ୍ଟିରେ ରଖି ସର୍ବାଜନୀନ ପୂଜାକୁ ଅନୁମତି ଦିଆଯାଇନି । ଦୁର୍ଗପୂଜା ପାଇଁ
Read More...

ରାଜ୍ୟରେ ଗୋଟିଏ ଦିନରେ ୩ ହଜାର ପାର କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର- ରାଜ୍ୟରେ ଆଜି ଗୋଟିଏ ଦିନରେ ୩,୩୭୧ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୦୫୩ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୧୩୧୮ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଖୋର୍ଦ୍ଧାରୁ ସର୍ବାଧିକ
Read More...

ଲଣ୍ଠନରେ ନିର୍ମାଣ ହେବ ଜଗନ୍ନାଥ ମନ୍ଦିର

ଭୁବନେଶ୍ୱର- ଲଣ୍ଡନରେ ନିର୍ମାଣ ହେବ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର । ଏଥିପାଇଁ ସ୍ଥାନ ଚିହ୍ନଟ ସରିିଛି । ୨୦୨୪ ସୁଦ୍ଧା ମନ୍ଦିର ନିର୍ମାଣ ସାରିବାକୁ ଯୋଜନା ରହିଛି । ଜଗନ୍ନାଥ ସଂସ୍କୃତିକୁ ପ୍ରଚାର ଓ ପ୍ରସାର କରିବା ଓ ଜଗନ୍ନାଥଙ୍କ ମାହାତ୍ମକୁ ବିଶ୍ୱ ଦରବାରରେ ପଂହଚାଇବା ପାଇଁ ଏହା
Read More...

ଲଗାଣ ବର୍ଷା ଯୋଗୁଁ ବାରିପଦାରେ ବନ୍ୟା ସ୍ଥିତି

ଭୁବନେଶ୍ୱର- ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷାର ପ୍ରଭାବ ଲାଗି ରହିଛି । ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ଜଳ ସ୍ଥର ବୃଦ୍ଧି ପାଇ ବନ୍ୟା ପରିସ୍ଥିତି ଦେଖିଦେଇଛି । ବାରିପଦା ସହର ଦେଇ ପ୍ରବାହିତ ଜରାଳି ଓ ସରାଳି ନଦୀରେ ବନ୍ୟା ସ୍ଥିତି
Read More...

ଅକ୍ଟୋବର ୧ରୁ ରନୱେ କାମ

ଭୁବନେଶ୍ୱର- ଅକ୍ଟୋବର ୧ରୁ ଆରମ୍ଭ ହେବ ବିଜୁ ପଟ୍ଟନାୟକ ବିମାନବନ୍ଦର ରନୱେର କାର୍ପେଟିଙ୍ଗ କାମ । ଏଥିପାଇଁ ରାତି ୧୧ରୁ ସକାଳ ୭ ଟା ପର୍ଯ୍ୟନ୍ତ ବିମାନ ଉଡାଣ ଓ ଅବତରଣ ବନ୍ଦ ରହିବ । ଦୀର୍ଘ ୪ ମାସ ଧରି ଏହି କାର୍ଯ୍ୟ ଚାଲୁ ରହିବ ବୋଲି କୁହାଯାଇଛି ।
Read More...

ଗ୍ରାମୀଣ ଅର୍ଥନୀତିର ପୁନରୁଦ୍ଧାର

ଭୁବନେଶ୍ୱର- କରୋନାରେ କ୍ଷତିଗ୍ରସ୍ତ ଗ୍ରାମୀଣ ଅର୍ଥନୀତିର ପୁନରୁଦ୍ଧାର ସହାୟତା ପ୍ୟାକେଜକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ । ଏହି ପ୍ୟାକେଜରେ ଗ୍ରାମାଚଂଳର ଗରିବ, ଅତିଗରିବ ଓ ପ୍ରବାସୀଙ୍କ ପାଇଁ ୪ ପ୍ରକାର ବ୍ୟବସ୍ଥା ହୋଇଛି । ଅଣୁ ଓ କ୍ଷୁଦ୍ର ଉଦ୍ୟୋଗର ବିକାଶ ପାଇଁ ୫୦ ହଜାର
Read More...

ଅନ୍ତର୍ଜାତୀୟ ସ୍ତରରେ ସ୍ଥାନ ପାଇଲା ସମ୍ବଲପୁରୀ ହସ୍ତତନ୍ତ କଳା

ଭୁବନେଶ୍ୱର- ଅନ୍ତର୍ଜାତୀୟ ସ୍ତରରେ ସ୍ଥାନ ପାଇଲା ଓଡିଶାର ସମ୍ବଲପୁରୀ ହସ୍ତତନ୍ତ କଳା । ଏହି ସ୍ଥାପତ୍ୟକଳା ଡିଜିନ୍ ମାଗାଜିନରେ ସ୍ଥାନ ପାଇଛି ଓଡିଶା କୃଷି ଭବନର ସ୍ଥାପତ୍ୟ କଳା । ଏହି ମାଗଜିନରେ ଭାରତୀୟ ସରକାରୀ ବିଲ୍ଡିଂ ସ୍ଥାନ ପାଇବା ପ୍ରଥମ । ସମ୍ବଲପୁରର ଇକତ୍ ଏବଂ ଶାଢି ଡିଜାଇନ୍
Read More...