Browsing Category

ପ୍ରମୁଖ ଖବର

ଭାରତୀୟ ବାୟୁସେନା ଲଞ୍ଚ କଲା ‘ମାଇ ଆଇଏଏଫ୍’ ମୋବାଇଲ୍ ଆପ୍

ନୂଆଦିଲ୍ଲୀ : ଭାରତୀୟ ବାୟୁସେନା ପକ୍ଷରୁ ଏକ ମୋବାଇଲ୍ ଆପ୍ଲିକେସନ୍ ଲଞ୍ଚ କରାଯାଇଛି। ଯାହାର ନାମ “ମାଇ ଆଏଏଫ୍” ରଖାଯାଇଛି। ଏହି ମୋବାଇଲ୍ ଆପରେ, ଆପଣ ବାୟୁସେନାରେ କ୍ୟାରିୟର ସମ୍ବନ୍ଧୀୟ ସୂଚନା ଏବଂ ଚାକିରିର ସମ୍ପୂର୍ଣ୍ଣ ବିବରଣୀ ପାଇପାରିବେ। ଏହି ଆପରେ ବାୟୁସେନାରେ ଭର୍ତ୍ତି ହେବାକୁ
Read More...

କୋଭିଡ କଟକଣାକୁ ଫୁ: ପୁଣି ଗର୍ଜିଲେ ସ୍ୱାଭିମାନବାସୀ

ମାଲକାନାଗିରି- କୋଭିଡ କଟକଣାକୁ ଖାତିରି ନ କରି ପୁଣି ସ୍ୱାଭିମାନ ଅଂଚଳରେ ଗର୍ଜିଲେ ସ୍ୱାଭିମାନବାସୀ । ବିଭିନ୍ନ ସମସ୍ୟାକୁ ନେଇ ମାଲକାନଗିରି ଚିତ୍ରକୋଣ୍ଡାର ଗଜଳମାମୁଡି ଗ୍ରାମରେ ସିପିଆଇଏମ ପକ୍ଷରୁ ଶୋଭାଯାତ୍ରା କରାଯାଇଥିଲା । ୯ ଟି ପଂଚାୟତର ୪୦ ପ୍ରତିଶତ ପରିବାର ରାସନ କାର୍ଡରୁ ବଂଚିତ
Read More...

କରୋନାରେ ପ୍ରାଣ ହରାଇଲେ ୯ ଆକ୍ରାନ୍ତ

ଭୁବନେଶ୍ୱର- ରାଜ୍ୟରେ କରେନାରେ ଆଖି ବୁଜିଲେ ଆଉ ୯ ଆକ୍ରାନ୍ତ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ମୃତକଙ୍କ ମଧ୍ୟରୁ ଗଞ୍ଜମ ଓ ସୁନ୍ଦରଗଡରୁ ୨ଜଣ ଲେଖାଏଁ, ବାଲେଶ୍ୱର, ବଲାଙ୍ଗିର, କଟକ, ଖୋର୍ଦ୍ଧାରୁ ଜଣେ ଲେଖାଏଁ ରହିଛନ୍ତି । ପୂର୍ବରୁ
Read More...

କରୋନା ସଂକ୍ରମଣରେ ଲାଗୁନି ବେକ୍ର: ଗୋଟିଏ ଦିନରେ ୨୭୫୨ ନୂଆ ପଜିଟଭି ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ କରୋନା ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଦୈନିକ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଆଜି ଗୋଟିଏ ଦିନରେ ୨୭୫୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରର ୧୭୦୮ ଏବଂ ୧୦୪୪ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଆଜି
Read More...

ପଟାଙ୍ଗି ବିଧାୟକ ପିତମ ପାଢୀ କରୋନା ଆକ୍ରାନ୍ତ

କୋରାପୁଟ- କୋରାପୁଟ ଜିଲ୍ଲା ପଟାଙ୍ଗି ବିଧାୟକ ପିତମ ପାଢୀ କରୋନା ପଜିଟିଭ । ଏନେଇ ସେ ସୂଚନା ଦେଇଛନ୍ତି । ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ସେ ଏବେ ହୋମ କ୍ୱାରେନ ଟାଂଇନରେ ରହିଛନ୍ତି । ପିତମଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ କରେନା ଟେଷ୍ଟ କରାଇବା ପାଇଁ ପରାମର୍ଶ
Read More...

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କୁ ଚିଠି ଲେଖିଛନ୍ତି ଘରୋଇ ବସ ମାଳିକ ସଂଘ

ଭୁବନେଶ୍ୱର- ବର୍ଷେ ର୍ଯ୍ୟନ୍ତ ଋଣ ଏବଂ ସୁଧ ଟଙ୍କା ଆଦାୟ ନକରିବାକୁ ରିଜର୍ଭ ବ୍ୟାଙ୍କ ଗର୍ଭର୍ଣ୍ଣରକୁ ଚିଠି ଲେଖିଛନ୍ତି ଘରୋଇ ବସ୍ ମାଲିକ ସଂଘ । ଏନେଇ ରିଭର୍ଭ ବ୍ୟାଙ୍କ ସମସ୍ତ ବ୍ୟାଙ୍କକୁ ନିର୍ଦେଶ ଦେବାକୁ ମଧ୍ୟ ଚିଠିରେ ଉଲ୍ଲେଖ କରାଯାଇଛି । ଯଦି ଏ ଦିଗରେ ତୁରନ୍ତ ଦକ୍ଷେପ ନିଆ
Read More...

ସକ୍ରିୟ ହେଉଛି ଲଘୁଚାପ: ୧୧ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଭୁବନେଶ୍ୱର- ଉତର ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ୧୧ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲ୍ଲା ଗୁଡିକ ହେଲା ବାଲେଶ୍ୱର, ଭଦ୍ରକ, ଯାଜପୁର,
Read More...

ସେପ୍ଟେମ୍ବର ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ରେଜଲ୍ଟ

ଭୁବନେଶ୍ୱର- ସେପ୍ଟେମ୍ବର ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ପରୀକ୍ଷା ଫଳ । ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । କଳା ସହିତ ଯୁକ୍ତ ଦୁଇ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ ପ୍ରକାଶ ପାଇବ । ପୂର୍ବରୁ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ
Read More...

ଭୁବନେଶ୍ୱରରୁ ୨୬୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ଭୁବନେଶ୍ୱରରୁ ଚିହ୍ନଟ ହେଲେ ୨୬୭ ନୂଆ କରୋନା ପଜିଟିଭ । ଏମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରର ୧୫୩ ହୋଇଥିବା ବେଳେ ୧୧୪ ଲୋକାଲ କେସ ରହିଛି । ଏନେଇ ମହାନଗର ନିଗମ ପକ୍ଷରୁ କୁହାଯାଇଛି । ଏଯାବତ୍ ରାଜଧାନୀରେ ସଂକ୍ରମିତଙ୍କ ସଂଖ୍ୟା ୭୫୯୯ରେ ପଂହଚିଛି । ୪୫୬୩ ସୁସ୍ଥ
Read More...

ଅନଲାଇନରେ ପାଠ ପଢାଇବେ ଦିବ୍ୟାଙ୍ଗ ଅଧ୍ୟାପକ

ଭୁବନେଶ୍ୱର- ଘରେ ରହି ଅନଲାଇନରେ ପାଠ ପଢାଇବେ ଦିବ୍ୟାଙ୍ଗ ଶିକ୍ଷକ । ଏ ସଂପର୍କରେ ଉଚ୍ଚଶିକ୍ଷା ବିଭାଗର ସଚିବ ଶାଶ୍ୱତ ମିଶ୍ର ରାଜ୍ୟର ସମସ୍ତ ଡିଗ୍ରି କଲେଜର ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି । କରୋନା ସ୍ଥିତି ନ ସୁଧୁରିବା ପର୍ଯ୍ୟନ୍ତ ଦିବ୍ୟାଙ୍ଗ ଅଧ୍ୟାପକ ଘରେ ରହି ପାଠ ପଢାଇ ପାରିବେ ।
Read More...