Browsing Category

ପ୍ରମୁଖ ଖବର

କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କୁ କରୋନା

ନୂଆଦିଲ୍ଲୀ : କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କରୋନା ରିପୋର୍ଟ ପଜିଟିଭ ଆସିବା ପରେ ସେ ଏବେ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ଯାଉଛନ୍ତି। ଟ୍ୱିଟରରେ ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିବା ନେଇ ମନ୍ତ୍ରୀ ନିଜେ ସୂଚନା ଦେଇଛନ୍ତି।
Read More...

ଗଣେପୂଜା ପାଇଁ ହୋଇପାରୁନି ଚୂଡାନ୍ତ ନିଷ୍ପତି

କଟକ- ମହାମାରୀ କରୋନା ପାଇଁ ଚଳିତ ବର୍ଷ ଗଣେଶ ପୂଜା ହେବକି ନାହିଁ ତାକୁ ନେଇ ଦ୍ୱନ୍ଧ ରହିଛି । ଆଉ ୨ ଦିନ ପରେ ପୂଜା କିନ୍ତ ଆଜି ପର୍ଯ୍ୟନ୍ତ କୌଣସି ନିଷ୍ପତି ହୋଇନାହିଁ । ଗଣେଶ ପୂଜା ପାଇଁ ହାଇକୋର୍ଟ ସ୍ଥାନୀୟ ଅଧିକାରୀଙ୍କ ଉପରେ ନିଷ୍ପତି ଛାଡି ଦେଇଛନ୍ତି । କରୋନାକୁ ଦୃଷ୍ଟିରେ
Read More...

ଅନ୍ନ ଚିନ୍ତା: ବାହାର ରାଜ୍ୟକୁ ଗୋଡ଼ କାଢ଼ିଲେ ପ୍ରବାସୀ ଓଡ଼ିଆ

ଆସିକା: କରୋନା ପ୍ରଭାବିତ ଗଞ୍ଜାମ ଜିଲାକୁ ଫେରିଥିବା ପ୍ରବାସୀ ଓଡ଼ିଆ ଏବେ କର୍ମ ଅନ୍ବେଷଣରେ ପୁଣି ଫେରିଥିବା ସ୍ଥାନକୁ ବାହୁଡିବା ଆରମ୍ଭ କରିଛନ୍ତି। ଜିଲାର ବିଭିନ୍ନ ସ୍ଥାନରୁ ଦଲାଲଙ୍କ ଦ୍ବାରା ବ୍ୟବସ୍ଥିତ ବିଭିନ୍ନ ବସରେ ପ୍ରବାସୀମାନେ ବାହାର ରାଜ୍ୟକୁ ଫେରୁଛନ୍ତି। ଚଳଣିରେ ଅସୁବିଧା
Read More...

ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା କରୋନା ଆକ୍ରାନ୍ତ

ଭୁବନେଶ୍ୱର : ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା କରୋନା ଆକ୍ରାନ୍ତ ନେଇ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି। କରୋନା ପଜିଟିଭ୍‌ ରିପୋର୍ଟ ଆସିବା ପରେ ହୋମ୍‌ କ୍ବାରେଣ୍ଟାଇନ୍‌ରେ ରହିଛନ୍ତି ଓ ସେ ସୁସ୍ଥ ଅଛନ୍ତି ବୋଲି କହିଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକ କରୋନା
Read More...

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନତି

ନୂଆଦିଲ୍ଲୀ- ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନତି ଘଟିଛି । ତାଙ୍କ ଫୁସଫୁସରେ ସଂକ୍ରମଣ ହୋଇଛି ବୋଲି ଦିଲ୍ଲୀସ୍ଥିତ ଆର୍ମି ରିସର୍ଚ୍ଚ ଆଣ୍ଡ ରେଫେରାଇଲ ହସ୍ପିଟାଲ ପକ୍ଷରୁ କୁହାଯାଇଛି । ସେ କୋମାରେ ଅଛନ୍ତି ଓ ତାଙ୍କୁ ଭେଂଟିଲେଟରରେ ରଖାଯାଇଛି । ତାଙ୍କ
Read More...

ସ୍ୱଛ ସର୍ଭେକ୍ଷଣ ୨୦୨୦ ତାଲିକା

ନୂଆଦିଲ୍ଲୀ- ଆଜି ସ୍ୱଛ ସର୍ଭେକ୍ଷଣ ୨୦୨୦ ତାଲିକା ପ୍ରକାଶ ପାଇଛି । ଇନ୍ଦୋର ଦେଶର ସବୁଠାରୁ ସ୍ୱଛ ସହର ଭାବେ ପଂଚମ ସ୍ଥାନରେ ରହିଛନ୍ତି । କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ମନ୍ତ୍ରାଳୟ ଦ୍ୱାରା ଆୟୋଜିତ ସ୍ୱଛ ମହୋତ୍ସବରେ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀ । ଚତୁର୍ଥ ଥର ପାଇଁ ଇନ୍ଦୋର
Read More...

ଦେଶରେ ଗତ ୨୪ ଘଂଟାରେ ୬୯,୬୫୨ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ- ଦେଶରେ ଗୋଟିଏ ଦିନରେ ୬୯,୬୫୨ ନୂଆ ଆକ୍ରାନ୍ତ ଚିହ୍ନଟହୋଇଛନ୍ତି । ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ନେଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୮,୩୬,୮୨୫କୁ ବୃଦ୍ଧି ପାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଏଯାବତ୍ ୬,୮୬,୩୯୫ ଆକ୍ରାନ୍ତ
Read More...

ପ୍ରଫେସର ଜଗନ୍ନାଥ ଲେଙ୍କା ଓଏସଏସର କିମଶନର

ଭୁବନେଶ୍ୱର- ପ୍ରଫେସର ଜଗନ୍ନାଥ ଲେଙ୍କା ହେଲେ ଓଏସଏସର କିମଶନର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ନିଯୁକ୍ତି ଦେଇଛନ୍ତି । ୧୯୯୨ ମସିହା ଗ୍ରୁପ ସି କ୍ୟାଡର ଜଗନ୍ନାଥ ଲେଙ୍କା ପୂର୍ବରୁ ସେ ଉତର ଓଡିଶା ବିଶ୍ୱିଦ୍ୟାଳୟର ଅର୍ଥନୀତି ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ ।
Read More...

୧୦୫ କିମି ସାଇକେଲ ଚଳାଇ ପୁଅକୁ ପରୀକ୍ଷାକେନ୍ଦ୍ରରେ ପହଞ୍ଚାଇଲେ ବାପା

ଧାର(ମଧ୍ୟପ୍ରଦେଶ) : ଶିକ୍ଷାର ମୂଲ୍ୟ ବୁଝି ବାପା ନିଜ ପୁଅକୁ ପରୀକ୍ଷା ସେଂଟରରେ ପହଂଚାଇବାକୁ ୧୦୫ କିମି ସାଇକେଲରେ ବସାଇ ନେଉଛନ୍ତି । ଏରି ଦୃଶ୍ୟ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଧାରା ଜିଲ୍ଲା ସ୍ଥିତ ଏକ ଗାଁର ଜଣେ ୩୮ ବର୍ଷୀୟ ଗରୀବ ଏବଂ ଅଶିକ୍ଷିତ ବ୍ୟକ୍ତି ନିଜ ପୁଅର ଦଶମ
Read More...

କାଶ୍ମୀରୁ ୧୦ ହଜାର ଯବାନ ପ୍ରତ୍ୟାହୃତ

ଶ୍ରୀନଗର- କାଶ୍ମୀର ଭ୍ୟାଲିରୁ ପ୍ରତ୍ୟାହୃତ ହେବେ ୧୦ ହଜାର ଯବାନ । ଏନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ନିର୍ଦେଶ ଜାରି କରାଯାଇଛି । ୨୦୧୯ ଅଗଷ୍ଟରେ ଧାରା ୩୭୦ ଉଛେଦ କରିବା ପୂର୍ବରୁ କେନ୍ଦ୍ର ସରକାର ଜାମ୍ମୁକାଶ୍ମୀରରେ ୪୦୦ ଆଡିସିନାଲ କମ୍ପାନୀ ମୁତୟନ କରିଥିଲେ । ଅଗଷ୍ଟ ୪ ତାରିଖରୁ
Read More...