Browsing Category

ପ୍ରମୁଖ ଖବର

୧୧ ଜିଲ୍ଲାରେ ଯୁବ ନୂଆ କଂଗ୍ରେସ ସଭାପତି

ଭୁବନେଶ୍ୱର- ରାଜ୍ୟର ୧୧ଟି ଜିଲ୍ଲାରେ ଯୁବ କଂଗ୍ରେସର ନୂଆ ସଭାପତିଙ୍କୁ ନିଯୁକ୍ତି ମିଳିଛି । ମୟୂରଭଞ୍ଜ ଜିଲ୍ଲା ଯୁବ ସଭାପତି ଭାବେ ଅଂଶୁମାନ ଦାସ, ବୌଦ୍ଧ ମହେଶ୍ୱର ପ୍ରଧାନ, କେନ୍ଦୁଝର ସୁନେଶ କୁମାର ଧୀର, ଭୁବନେଶ୍ୱର ରଞ୍ଜିତ ପାତ୍ର, ଖୋର୍ଦ୍ଧା ସ୍ୱାଗତ କର, କନ୍ଧମାଳ ବସନ୍ତ କୁମାର
Read More...

ହୋମଗାର୍ଡଙ୍କ ପାଇଁ ହାଇକୋର୍ଟଙ୍କ ବଡ ନିଷ୍ପତି

କଟକ- ହୋମଗାର୍ଡଙ୍କ ଭତା ପାଇଁ ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ହାଇକୋର୍ଟ । ହୋମଗାର୍ଡଙ୍କ ଦୈନିକ ଭତା ୫୩୩ ଟଙ୍କାକୁ ବୃଦ୍ଧି କରିବାକୁ ନିର୍ଦେଶ ଦେଇଛନ୍ତି । ୩ ମାସ ଭିତିରେ ବର୍ଦ୍ଧିତ ଦେୟ ପ୍ରକ୍ରିୟା ସାରିବାକୁ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ । ପୂର୍ବରୁ ୨୦୧୬ରୁ
Read More...

ରାଜଧାନୀରୁ ୩୭୦ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ଆଜି ରାଜଧାନୀରୁ ୩୭୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ୧୬୬ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୧୬୬ ଲୋକାଲ କେସ ରହିଛି । ସେହିପରି ଆଜି ଭୁବନେଶ୍ୱରରୁ ୧୫୦ ସୁସ୍ଥ ହୋଇଛନ୍ତି । ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୦୭୭ରେ ପଂହଚିଥିବା
Read More...

ଏୟାର ଇଣ୍ଡିଆ ବିମାନ ଉପରେ ରୋକ ଲଗାଇଲା ହଂକଂ

ନୂଆଦିଲ୍ଲୀ- ଅଗଷ୍ଟ ମାସ ଶେଷ ପର୍ଯ୍ୟନ୍ତ ଏୟାର ଇଣ୍ଡିଆ ବିମାନ ଉପରେ ହଂକଂ ରୋକ ଲଗାଇଛି । ଏଆର ଇଣ୍ଡିଆ ବିମାନରେ ଯାତ୍ରା କରୁଥିବା କିଛି ଯାତ୍ରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏଭଳି ନିଷ୍ପତି ନିଆଯାଇଛି । ଯଦି ଯାତ୍ରୀଙ୍କ ୭୨ ଘଂଟା ପୂର୍ବରୁ କୋଭିଡ ଟେଷ୍ଟ ହୋଇଥିବ ଓ ସେମାନଙ୍କ
Read More...

ବାରାମୁଲା ଆକ୍ରମଣରେ ସହିଦ ହୋଇଥିବା ପରିବାରକୁ ୩୬ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ରାଶି ଘୋଷଣା

ନୂଆଦିଲ୍ଲୀ- ଜମ୍ମୁକଶ୍ମୀର ବାରାମୁଲା ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ପରିବାରକୁ ୩୬ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ଏହା ଛଡା ରାଜ୍ୟ ସରକାର ସହିଦ ପରିବାରୁ ଜଣଙ୍କୁ ସରକାରୀ ଚାକିର ଦେବା ପାଇଁ ମଧ୍ୟ ଘୋଷଣା କରିଛନ୍ତି ।
Read More...

ଆକସ୍ମିକ ବନ୍ୟା ଓ ଭୂସ୍ଖଳନ ପାଇଁ ସର୍ତକ ସୂଚନା ଜାରି

ଭୁବନେଶ୍ୱର- ଆକସ୍ମିକ ବନ୍ୟା ଓ ଭୂସ୍ଖଳନ ପାଇଁ ସତର୍କ ସୂଚନା ଜାରି କରାଯାଇଛି । ଏଥି ସହ କଚ୍ଚା ଘର ଭାଙ୍ଗିବା ଓ ରାସ୍ତା ନଷ୍ଟ ହେବା ନେଇ ମଧ୍ୟ ସର୍ତକ କରାଯାଇଛି । ପାହାଠିଆ ଅଂଚଳରେ ଭୂସ୍ଖଳନ ହେବାର ସମ୍ଭାବନା ଅଧିକ ରହିଛି । ପାଣି ଜମିବା, ଆକସ୍ମିକ ବନ୍ୟା, ଭୂସ୍ଖଳନ ପାଇଁ ବିଡିଓ,
Read More...

ରେମୁଣା ବିଧାୟକଙ୍କୁ ର୍ଦୁବ୍ୟବହାର

ବାଲେଶ୍ୱର- ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡାଙ୍କ ସହ କିଛି ଯୁବକ ର୍ଦୁବ୍ୟବହାର କରିବା ସହ ତାଙ୍କ ଗାଡିକୁ ଭଙ୍ଗାରୁଜା କରିଛନ୍ତି । ଏନେଇ ବିଧାୟକ ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ବୁଧବାର ରାତି ୯ଟା ସମୟରେ ବିଧାୟକ ଘରକୁ ଯିବା ବାଟରେ ବାଲେଶ୍ୱର ମେଡିକାଲର ମୁଖ୍ୟ ଫାଟକ
Read More...

ଆସୁଛି ଆଉ ଏକ ଲଘୁଚାପ

ଭୁବନେଶ୍ୱର- ବଙ୍ଗୋପସାଗ ପୁଣି ଏକ ଲଘୁ ଚାପ ସଷ୍ଟି ହେଉଛି । ଏହାର ପ୍ରଭାବରେ ଆସନ୍ତା ୨୩ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଲଘୁଚାପ ପ୍ରଭାବରେ ୫ ଜିଲ୍ଲା ଗଞ୍ଜମ, ଗଜପତି, ବୌଦ୍ଧ, କନ୍ଧମାଳ ଓ ରାୟଗଡାରେ ପ୍ରବଳ ବର୍ଷା ହେବାର
Read More...

କରୋନାରୁ ଆରୋଗ୍ୟ ହୋଉଥିବା ଲୋକଙ୍କ ପୁଣି ଥରେ ସ୍ୱାସ୍ଥ୍ୟ ପରୀକ୍ଷା

ଭୁବନେଶ୍ୱର- କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ପୁଣି ଥରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଏହି ପ୍ରକ୍ରିୟାରେ ଆଶା, ଏନଏମ, ଅଙ୍ଗନବାଡି କର୍ମୀ, ଆୟୁଷ ଡାକ୍ତର ସାମିଲ ହେବେ । କରୋନା ମୁକାବିଲା କରିବା ପାଇଁ ଗଞ୍ଜମ ଜିଲ୍ଲାପାଳ ବଜୟ ଅମୃତ କୁଲାଙ୍ଗେ ଏଭଳି ପଦକ୍ଷେପ ନେଇଛନ୍ତି । ଯଦି
Read More...

ଫିଲ୍ମ ଶୈଳୀରେ ବସ୍ ଅପହରଣ : ୩୪ ଜଣ ଯାତ୍ରୀଙ୍କ ମିଳୁନି ପତ୍ତା

ଆଗ୍ରା : ଉତ୍ତର ପ୍ରଦେଶର ଆଗ୍ରାରେ ବୁଧବାର ଏକ ବସକୁ ଅପହରଣ କରି ନିଆଯାଇଛି। ଦୀର୍ଘ ସମୟ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ବସର କୌଣସି ପତ୍ତା ମିଳି ନାହିଁ। ଆଗ୍ରା ମାଲପୁରାର ନ୍ୟୁ ସାଉଥ୍ ବାଇପାସ୍ ଠାରେ ଥିବା ରାଇବା ଟୋଲ୍ ପ୍ଲାଜା ନିକଟରୁ ଏକ ବସକୁ ଅପହରଣ କରିନିଆଯାଇଛି। ଏହି ବସ୍‌ରେ
Read More...