କଳାହାଣ୍ଡିରୁ ଆନ୍ଧ୍ରପ୍ରଦେଶକୁ ଚୋରା ଚାଲାଣ ବେଳେ ୪୪ ପୋଢ ଉଦ୍ଧାର
କଲ୍ୟାଣସିଂହପୁର : କଳାହାଣ୍ଡି ଜିଲାରୁ ଆନ୍ଧ୍ରପ୍ରଦେଶକୁ ବେଆଇନ ପୋଢ ଚୋର ଚାଲାଣ ବେଳେ ୪୪ ପୋଢ ଉଦ୍ଧାର କରିଛି ପୁଲିସ। ଏହି ଘଟଣାରେ ପୁଲିସ ପୋଢ ଚାଲାଣ କରାଯାଇଥିବା ୧୧ଟି ପିକ୍ଅପ୍ ଭ୍ୟାନ ସହ ୧୭ଜଣଙ୍କୁ ଗିରଫ କରିଛି । ସୂଚନାଅନୁସାରେ ପୋଢ ଚୋରା ଚାଲାଣ ହେଉଥିବା ରାୟଗଡା ଜିଲା!-->…
Read More...
Read More...