Browsing Category

ପ୍ରମୁଖ ଖବର

ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ କରୋନା

ଭୁବନେଶ୍ୱର- ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏନେଇ ସେ ଟ୍ୱଟ କରିଛନ୍ତି । ସେ ଏବେ ସୁସ୍ଥ ଅଛନ୍ତି । ତାଙ୍କ ସଂସ୍ପଶୟରେ ଆସିଥିବା ବ୍ୟକ୍ତିଙ୍କୁ ଆଇସୋଲେସନରେ ରହି କରୋନା ଟେଷ୍ଟ କରିବା ପାଇଁ କହିଛନ୍ତି ।
Read More...

ବାଲିଗୁଡାର ପରୁଭଟା ଜଙ୍ଗଲରେ ମାଓବାଦୀ ଉଡାଇଲେ ଠିକା କ୍ୟାମ୍ପ

ବାଲିଗୁଡା : ବାଲିଗୁଡା ଅଞ୍ଚଳରେ ମାଓବାଦୀ ମାନେ ଉଡ଼ାଇଲେ ଠିକା କ୍ୟାମ୍ପ । ସୂଚନାରୁ ପ୍ରକାଶ ଯେ ବାଲିଗୁଡା ପୂର୍ତ୍ତି ବିଭାଗ ଦ୍ୱାରା ଚାଲିଥିବା ରାସ୍ତା କାମକୁ ବିରୋଧ କରି ଠିକା କ୍ୟାମ୍ପକୁ ଉଡ଼ାଇଛନ୍ତି ମାଓବାଦୀ। ବାଲିଗୁଡା ଥାନା ଅଂଚଳ ରେ ଥିବା ବାଲିଗୁଡା ଲଣ୍ଡାଗାଁ ରାସ୍ତାରେ ଥିବା
Read More...

କମିଲା ସୁନା ଓ ରୂପା ଦର

ନୂଆଦିଲ୍ଲୀ- ପୁଣି କମିଲା ସୁନା ଓ ରୂପା ଦର । ଆନ୍ତର୍ଜାତିକ ବଜାରରେ ସ୍ପଟ ଗୋଲଡ ଦର ୦.୫ ପ୍ରତିଶତ ହ୍ରାସ ପାଇ ୧,୯୩୪.୯୧ ଡଲାର ରହିଛି । ଭାରତରେ ଗତ ସପ୍ତାହରୁ ସୁନା ଦର କମିବାରେ ଲାଗିଛି । ଶୁକ୍ରବାର ସୁନା ଦର ୧.୫ ପ୍ରତିଶତ ହ୍ରାସ ପାଇ ପ୍ରତି ୧୦ ଗ୍ରାମ ପିଛା ୫୨,୧୭୦ ଥିଲା । ଗତ
Read More...

ଇତିଶ୍ରୀ ମୃତ୍ୟୁ ମାମଲାର ଦେଷୀ ନେତ୍ରାନନ୍ଦ ଦଣ୍ଡସେନାଙ୍କ ମୃତ୍ୟୁ

କୋରାପୁଟ- ଇତିଶ୍ରୀ ମୃତ୍ୟୁ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ନେତ୍ରାନନ୍ଦ ଦଣ୍ଡସେନାଙ୍କ ମୃତ୍ୟୁ ହୋଇଛି । ଏନେଇ କୋରାପୁଟ ଜେଲ ଅଧୀକ୍ଷକ ସୂଚନା ଦେଇଛନ୍ତି । ରିବାରରେ ନେତ୍ରାନନ୍ଦଙ୍କ ଦେହ ଖରାପ ହୋଇଥିଲା । ତାଙ୍କୁ ସହିଦ ଲକ୍ଷ୍ମଣ ନାୟକ ମେଡିକାଲରେ ଭର୍ତି କରାଯାଇଥିଲା ।
Read More...

କରୋନା ମୃତ୍ୟୁ ସଂଖ୍ୟା ୩୫୩କୁ ବୃଦ୍ଧି

ଭୁବନେଶ୍ୱର- ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା ମହାମାରୀ କରୋନା । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ୧୦ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୪, ସୁନ୍ଦରଗଡ, ପୁରୀ, ରାୟଗଡା, ଗଞ୍ଜାମ,କଟକ ଓ ବରଗଡରୁ ଜଣେ ଲେଖାଏଁ ଅଛନ୍ତି । ପୂର୍ବାରୁ ବିଭିନ୍ନ
Read More...

ଦିନକରେ ୨,୨୪୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବେନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟାରେ ୨,୨୪୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୧,୩୯୦ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୮୫୪ ଲେକାଲ କେସ୍ ରହିଛି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୩୧୧ , ଗଞ୍ଜାମ ୨୪୩, ଅନୁଗୁଳ ୧୫, ବାଲେଶ୍ୱର ୧୪୨,
Read More...

ୟୁପିରେ କରୋନାରେ ଗଲାଣି ଦୁଇ ମନ୍ତ୍ରୀଙ୍କ ଜୀବନ

ଉତ୍ତରପ୍ରଦେଶ : ପୂର୍ବତନ କ୍ରିକେଟର ତଥା ଉତ୍ତରପ୍ରଦେଶ କ୍ୟାବିନେଟ ମନ୍ତ୍ରୀ ଚେତନ ଚୌହାନଙ୍କ ରବିବାର କରୋନା ସଂକ୍ରମଣରେ ଦେହାନ୍ତ ହୋଇଛି। କରୋନା ସଂକ୍ରମିତ ହେବା ପରେ ସେ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଗତ ମାସରେ ସେ ସଂକ୍ରମିତ ହୋଇଥିଲେ। ଉତ୍ତରପ୍ରଦେଶ
Read More...

୫ ବର୍ଷର ଶିଶୁ ୧୩ ମିନିଟରେ ଚଳାଇଲା ୧୧୧ ତୀର

ଚେନ୍ନଇ: ଚେନ୍ନଇରେ ରହୁଥିବା ୫ ବର୍ଷର ଏକ ଝିଅ ଏମିତି କିଛି କରି ଦେଖାଇଛି, ଯାହା ଜଣେ ସାଧାରଣ ମଣିଷର କଳ୍ପନା ବାହାରେ। ୫ ବର୍ଷୀୟା ସଞ୍ଜନା ତୀରନ୍ଦାଜ ବା ତୀର ଚାଳନାରେ ଯେଉଁ ରେକର୍ଡ଼ କରିଛି, ସେପରି ରେକର୍ଡ଼ ପେସାଦାର ଖେଳାଳି ମଧ୍ୟ ଏପର୍ଯ୍ୟନ୍ତ କରିନାହାନ୍ତି। ସୂଚନା ମୁତାବକ,
Read More...

ସଂସଦ ସଂଲଗ୍ନ ବିଲ୍ଡିଂର ଷଷ୍ଠ ମହଲାରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ ସଂସଦ ସଂଲଗ୍ନ ବିଲ୍ଡିଂର ଷଷ୍ଠ ମହଲାରେ ସୋମବାର ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ୫ଟି ଦମକଳ ଗାଡ଼ି ଓ କର୍ମଚାରୀ ସଠିକ ସମୟରେ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲେ। ଏହି ଅଗ୍ନିକାଣ୍ଡରେ କୌଣସି କ୍ଷତି ହୋଇଥିବା ସେନେଇ କୌଣସି ସ୍ପଷ୍ଟ ସୂଚନା
Read More...

୧୯ରୁ ଆସୁଛି ଆଉ ଏକ ଲଘୁଚାପ

ଭୁବନେଶ୍ୱର- ୧୯ରୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତାକାଲିଠାରୁ ପୁଣି ବର୍ଷାର ପରିମାଣ ବଢିବ । ଏନେଇ ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ରାଜ୍ୟର ୯ ଟି ଜିଲ୍ଲା କୋରାପୁଟ,
Read More...