Browsing Category

ପ୍ରମୁଖ ଖବର

ପୂର୍ବତଟ ରେଳପଥର ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ହେଲେ କୁଶଳେନ୍ଦ୍ର କିଶୋର ଖାଡଙ୍ଗା

ଭୁବନେଶ୍ୱର- କୁଶଳେନ୍ଦ୍ର କିଶୋର ଖାଡଙ୍ଗା ହେଲେ ପୂର୍ବତଟ ରେଳପଥର ମୁଖ୍ୟ ଲୋକସମ୍ପର୍କ ଅଧିକାରୀ । ପୂର୍ବରୁ ସେ ମଂଚେଶ୍ୱର ୱାର୍କଶପଠାରେ ଡେପୁଟି ଚିଫ ମେକାନିକାଲ ଇଞ୍ଜିନିୟର ରହିଥିଲେ । ସେ ଭାରତୀୟ ରେଳସେବା ମେକାନିକାଲ ଇଞ୍ଜିନିୟର କ୍ୟାଡର ୨୦୧୦ ବ୍ୟାଚର ଅଧିକାରୀ । ବିଶାଖାପାଟଣା
Read More...

ଦେଶରେ ଗତ ୨୪ ଘଂଟାରେ ୫୫,୦୭୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ- ଦେଶରେ ଦୈନିକ ୫୦ ହଜାର ପାର କରୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ଘଂଟାରେ ୫୫,୦୭୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୭,୦୨,୭୪କୁ ବୃଦ୍ଧି ପାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ।
Read More...

ଖୋର୍ଦ୍ଧା ଜିଲ୍ଲାରେ ବନ୍ଦ ହେଲା ଗଣେଶ ପୂଜା

ଖୋର୍ଦ୍ଧା- କରୋନା ମହାମାରୀ ପାଇଁ ଚଳିତ ବର୍ଷ ଖୋର୍ଦ୍ଧା ଜିଲ୍ଲାରେ ସର୍ବସାଧାରଣ ସ୍ଥାନ ଓ ଅନୁଷ୍ଠାନରେ ଗଣେଶ ପୂଜା ହେବ ନାହିଁ । ଏନେଇ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି । ପୂର୍ବରୁ ଗଜପତି ଓ ଗଞ୍ଜାମ ଜିଲ୍ଲାରେ ଜିଲ୍ଲାପାଳ ଗଣେଶ ପୂଜା ବନ୍ଦ କରିବା
Read More...

ରାଜ୍ୟରେ ୧୦ ଲକ୍ଷ ପାର ହେଲା କରୋନା ଟେଷ୍ଟ

ଭୁବନେଶ୍ୱର- ରାଜ୍ୟରେ କରୋନା ଟେଷ୍ଟିଂ ସଂଖ୍ୟା ୧୦,୦୯୪୫୪ରେ ପଂହଚିଛି । ସୋମବାର ଦିନ ୫୦ ହଜାର ୫୨୫ ଟେଷ୍ଟିଂ କରାଯାଇଛି । ଆରଟିପିସିଆର ,ଆଂଟିଜେନ ଓ ଟ୍ରୁନଟ ମାଧ୍ୟମରେ ସାମ୍ପଲ ପରୀକ୍ଷା କରାଯାଉଛି । ରାଜ୍ୟରେ ଟେଷ୍ଟିଂ ସଂଖ୍ୟା ୧୦ ଲକ୍ଷ ଟପିଥିବା ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ
Read More...

୫ଟଙ୍କା ଫି ନେଉଥିବା ଡାକ୍ତର ଭି.ତିରୁଭେଙ୍ଗଡମଙ୍କ ପରଲୋକ

ନୂଅଦିଲ୍ଲୀ- ୫ ଟଙ୍କା ଫି ନେଇ ରୋଗୀ ଦେଖିଥିବା ଡାକ୍ତର ଭି. ତିରୁଭେଙ୍ଗଡମଙ୍କ ପରଲୋକ ହୋଇଛନ୍ତି । ହୃଦଘାତରେ ୭୦ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । ଚେନ୍ନାଇର ସେଥିଲେ ଜଣେ ଜଣାଶୁଣା ଡାକ୍ତର । ତାଙ୍କ ମୃତ୍ୟୁ ରେ ବହୁ ଲୋକ ଦୁଃଖ ପ୍ରକାଶ କରିଛନ୍ତି । ଅଗଷ୍ଟ ୧୩ ତାରିଖରେ ଛାତିରେ
Read More...

ବଦଳିଲେ ଗୋଆ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ

ନୂଆଦିଲ୍ଲୀ- ଗୋଆ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କୁ ମେଘାଳୟ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି । ମଲ୍ଲିକଙ୍କ ସ୍ଥାନରେ ମହାରାଷ୍ଟ୍ର ଗଭର୍ଣ୍ଣର ଭଗବତ ସିଂହ କୋଶିୟାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିର୍ଦେଶକ କ୍ରମେ ଏପରି ବଦଳି କରାଯାଇଛି ।
Read More...

ପୁଣି ବଢିଲା ପେଟ୍ରୋଲ ଦର

ନୂଆଦିଲ୍ଲୀ- ଗତ କିଛି ଦିନର ବ୍ୟବଧାନ ପରେ ପୁଣି ବଢିଛି ପେଟ୍ରୋଲ ଦର । ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୧୭ ପଇସାକୁ ବୃଦ୍ଧି ପାଇଛି । ତେବେ ୧୭ ଦିନ ଧରି ଡିଜେଲ ଦର ସ୍ଥିର ରହିଛି । ପେଟ୍ରୋଲ ଦର ଲିଟର ପିଛା ଦିଲ୍ଲୀରେ ୧୭ ପଇସା, ମୁମ୍ବାଇରେ ୧୪, କୋଲକତା ୧୩ ଏବଂ
Read More...

ବିଏସଏଫ ମୁଖ୍ୟ ଭାବେ ନିଯୁକ୍ତି ହେଲେ ରାକେଶ ଆସ୍ଥାନା

ନୂଆଦିଲ୍ଲୀ- ୧୯୮୪ ବ୍ୟାଚର ଆଇପିଏସ ଅଫିସର ରାକେଶ ଆସ୍ଥାନା ବିଏସଏଫ ମୁଖ୍ୟ ଭାବେ ନିଯୁକ୍ତି ପାଇଛନ୍ତି । କ୍ୟାବିନେଟଏହି ପ୍ରସ୍ଥାବ ଉପରେ ମୋହର ମାରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାକେଶ ଆସ୍ଥାନକୁ ନିଯୁକ୍ତି ଦେଇଛନ୍ତି । ଗୁଜୁରାଟ କ୍ୟାଡର ଅଫିସର ରାକେଶ ୨୦୨୧ ଜୁଲାଇ ୩୧
Read More...

ଭିଜିଲାନ୍ସ ଜାଲରେ ବାଲୁଗାଁର ଅବସରପ୍ରାପ୍ତ ରେଞ୍ଜର ଅଭୟ ଜେନା

ଭୁବନେଶ୍ଵର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲୁଗାଁର ଅବସରପ୍ରାପ୍ତ ରେଞ୍ଜର ଅଭୟ ଜେନାଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ । କଟକ ମହୁମାଛି ଗଳିରେ ଥିବା ଘର ସମେତ ୫ଟି ସ୍ଥାନରେ ଚଢ଼ାଉ ହୋଇଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଁ
Read More...

ଗୃହମନ୍ତ୍ରୀ ଅମିତ ଶାହଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପୁଣି ଖରାପ

ନୂଆଦିଲ୍ଲୀ- ଗୃହମନ୍ତ୍ରୀ ଅମିତ ଶାହଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପୁଣି ଥିରେ ଖରାପ ହୋଇଛି । ତାଙ୍କୁ ଦିଲ୍ଲୀ ଏମସରେ ଭର୍ତି କରାଯାଇଛି । ଗତ ଅଗଷ୍ଟ ୨ ତାରିଖରେ କରୋନାରେ ଆକ୍ରାନ୍ତ ହୋଇଥିଲେ ଶାହା । ତାଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ କିଛି ଦିନ
Read More...