Browsing Category

ପ୍ରମୁଖ ଖବର

ପୂର୍ବତଟ ରେଳପଥ ମୂଖ୍ୟାଳୟରେ ୭୪ ତମ ସ୍ୱାଧିନତା ଦିବସ ପାଳନ

ଭୁବନେଶ୍ୱର ; ଭୁବନେଶ୍ୱର ସ୍ଥିତ ରେଳବାଇ ଷ୍ଟାଡିଅମ ଠାରେ ପୂର୍ବତଟ ରେଳପଥ ପକ୍ଷରୁ ୭୪ତମ ସ୍ୱରଧିନତା ଦିବସ ପାଳନ ହୋଇଯାଇଛି । ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟାଭୂଷଣ ଜାତୀୟ ପତାକା ଉତୋଳନ କରି ରେଳ ସୁରକ୍ଷା ବଳ(ଆରପିଏଫ)ଦ୍ୱାରା ଆୟୋଜିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥଲେ ।
Read More...

ନାବାଳିକା ଛାତ୍ରୀଙ୍କୁ ଗଣବଳାତ୍କାର ପରେ ଜିଭ କାଟି ନିର୍ମମ ହତ୍ୟା

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲକ୍ଷୀମପୁର ଅଞ୍ଚଳରେ ଜଣେ ୧୩ ବର୍ଷୀୟା ଛାତ୍ରୀଙ୍କୁ ଗଣବଳାତ୍କାର କରାଯିବା ପରେ ନିର୍ମମ ଭାବେ ହତ୍ୟା କରାଯାଇଛି। ନାବାଳିକାଙ୍କ ମୃତଦେହ ମିଳିବା ପରେ ଏହି ଲୋମଟାଙ୍କୁରା ଘଟଣା ପଦାକୁ ଆସିଛି। ଦୁର୍ବୃତ୍ତମାନେ କେବଳ ଗଣବଳାତ୍କାର କରିନାହାନ୍ତି, ନୃସଂଶତାର ସବୁ
Read More...

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ୨ୟ ପୁଣ୍ୟତିଥି

ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ପୁଣ୍ୟତିଥି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଟ୍ୱିଟ କରି ଲେଖିଛନ୍ତି ଦେଶର ପ୍ରଗତି ଦିଗରେ ଅଟଳ ବିହାରୀ ବାଜପେୟୀଙ୍କ ଅତୁଳନୀୟ ଅବଦାନ ସର୍ବଦା
Read More...

ସୁଶାନ୍ତ ମୃତ୍ୟୁ ପଛରେ ରହିଛି ମନ୍ତ୍ରୀଙ୍କ ହାତ: ନାରାୟଣ ରାଣେ

ମୁମ୍ବଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ନାରାୟଣ ରାଣେ ରବିବାର ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି। ସୁଶାନ୍ତଙ୍କୁ ହତ୍ୟା କରାଯାଇଛି ଏବଂ ଏହା ପଛରେ ଜଣେ ମନ୍ତ୍ରୀଙ୍କ ହାତ ରହିଛି ବୋଲି ସେ କହିଛନ୍ତି।
Read More...

୬୦ହଜାର ପାର କଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର- ରାଜ୍ୟରେ କରେନା ସ୍ଥିତି ଜଟିଳ ହେବାରେ ଲାଗିଛି । ଅଗଷ୍ଟ ମାସରେ ଆକ୍ରାନ୍ତଙ୍କ ସଂଖ୍ୟା ୨ହଜାର ପାର କରୁଛି । ଗତ ୨୪ ଘଂଟାରେ ନୂଆ ୨,୯୨୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧,୮୧୫ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୧,୧୦୯ ସ୍ଥାନୀୟ ସଂକ୍ରମିତ
Read More...

କରୋନାରେ ଆଖି ବୁଜିଲେ ଆଉ ୧୦ ଆକ୍ରାନ୍ତ

ଭୁବନେଶ୍ୱର- ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ଉପର ମୁହାଁ । ଆଜି ଗୋଟିଏ ଦିନରେ ୧୦ ଜଣଙ୍କ ମୁଣ୍ଡ ନେଇଛି ମହାମାରୀ କରୋନା । ୧୦ ମୃତକଙ୍କ ମଧ୍ୟରୁ ଭୁବନେଶ୍ୱର ଓ ଗଞ୍ଜାମରୁ ୨, ଭଦ୍ରକ, ବଲାଙ୍ଗିର, କଟକ, ଯାଜପୁର , କନ୍ଧମାଳ ଓ ସୋନପୁରରୁ ଜଣେ ଲେଖାଏଁ ରହିଛନ୍ତି । ପୂର୍ବରୁ ଏମାନେ
Read More...

୭ ଜିଲ୍ଲାରେ ବର୍ଷିବ

ଭୁବନେଶ୍ୱର- ଓଡିଶାରେ ସକ୍ରିୟ ହେଉଛି ଆଉ ଏକ ଲଘୁଚାପ । ଆଜି ଉପୂକଳ ଓ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱା ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । କେରାପୁଟ, ନୂଆପଡା, ବରଗଡ, ବଲାଙ୍ଗିର, ଝାରସୁଗୁଡା, ସୁନ୍ଦରଗଡ ଓ ସମ୍ବଲପୁର ଜିଲ୍ଲାକୁ
Read More...

ଓଡିଶାରେ କରୋନା ମୃତ୍ୟ ସଂଖ୍ୟା ୩୩୩କୁ ବୃଦ୍ଧି

ଭୁବନେଶ୍ୱର- ରାଜ୍ୟରେ କରେନା ନେଲା ପୁଣି ୯ ମୁଣ୍ଡ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ମୃତକଙ୍କ ମଧ୍ୟରୁ ସମ୍ବଲପୁରରୁ ୪ ଜଣ, କଟକ ୨, ଗଞ୍ଜାମ, କେନ୍ଦୁଝର, ନୟାଗଡରୁ ଜଣେ ଲେଖାଏଁ ରହିଛି । ପୂର୍ବରୁ ଏମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ଥିବା
Read More...

ରାଜ୍ୟରେ ୨୪୯୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ଗତ ୨୪ ଘଂଟାରେ ୨୪୯୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୧୫୯୧ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୯୦୫ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ବୈଦ୍ଧ ୧୧୫, କଟକ ୧୨୮, ଢେଙ୍କାନାଳ ୬୯, ଗଜପତି ୬୮, ଗଞ୍ଜାମ ୩୨୭,
Read More...

ଦିନକରେ ୪୭,୮୮୭ ନମୁନା ପରୀକ୍ଷା

ଭୁବନେଶ୍ୱର- ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ ୪୭,୮୮୭ ନୁମନା ପରୀକ୍ଷା କରାଯାଇଛି । ୪୦,୭୧୬ ଆଂଟିଜେନ ୭୦୦୦ ଆରଟିପିସିଆର ପରୀକ୍ଷା କରାଯାଇଛି । ଏନେଇ ସୂଚନା ଦେଇଛନ୍ତ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ଦୈନିକ ୫୦ ହଜାର କୋଭିଡ ଟେଷ୍ଟ କରାଯାଉଛି । ଗତ ୫ ଦିନ ମଧ୍ୟରେ
Read More...