Browsing Category

ପ୍ରମୁଖ ଖବର

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଏବଂ ଆହାତ ହୋଇଥିବା ଯାତ୍ରୀଙ୍କ ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯେଉଁ ମାନେ ଆହାତ ହୋଇଛନ୍ତି ସେମାନଙ୍କ ଆଶୁଆରେଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଦୁର୍ଘଟଣାରେ
Read More...

ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି ଅନୁଷ୍ଠିତ

ପୁରୀ- ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖା ନୀତି । ଭାଦ୍ରବ ମାସ କୃଷ୍ଣ ପଂଚମୀ ତିଥିରେ ଠାକୁରଙ୍କ ରାହୁ ରେଖା ଲାଗି ହୋଇଥାଏ । ବଳଭଦ୍ର, ଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ମଣ୍ଡଳରେ ସୁବର୍ଣ୍ଣ ରେଖା ପରିଧାନ କରିବେ । ବିଗ୍ରହଙ୍କ ଶ୍ରୀ ମୁଖର ଚତୁପାଶ୍ୱର୍ରେ ସ୍ପର୍ଶ ନିର୍ମିତ
Read More...

ଉପର ମୁହାଁ କରୋନା ମୃତ୍ୟୁ ସଂଖ୍ୟା: ଦିନକରେ ଆଖି ବୁଜିଲେ ୧୨ ଆକ୍ରାନ୍ତ

ଭୁବନେଶ୍ୱର- କରୋନା ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ । ଗତ ୨୪ ଘଂଟାରେ ୧୨ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ବର୍ତମାନ ସୁଦ୍ଧା ରାଜ୍ୟରେ କରେନା ଜନିତ ମୃତ୍ୟୁ ସଂକ୍ୟା ୨୫୯କୁ ବୃଦ୍ଧି ପାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ୧୨ ମୃତକଙ୍କ
Read More...

ରାଜ୍ୟରେ ନୂଆ ୧୬୪୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ କରୋନା ସ୍ଥିତି ଅଣୟାତ । ପ୍ରତ୍ୟେକ ଦିନ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଆଜି ଗୋଟିଏ ଦିନରେ ୧୬୪୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୦୧୮ ସଙ୍ଗରୋଧ କେନ୍ଦ୍ରର
Read More...

ଦୁଇ ବରିଷ୍ଠ ଆଇପିଏସଙ୍କୁ କେନ୍ଦ୍ରରେ ନୂଆ ଦାୟିତ୍ୱ

ଭୁବନେଶ୍ୱର- ଓଡିଶା କ୍ୟାଡର ଦୁଇ ବରିଷ୍ଠ ଆଇପିଏସଙ୍କୁ କେନ୍ଦ୍ର ସରକାରରେ ନୂଆ ଦାୟିତ୍ୱ ମିଳିଛି । ୨୦୧୫ ମସିହା ମେ ମାସରୁ ସିବିଆଇ ଯୁଗ୍ମ ନିର୍ଦେଶକ ଭାବେ କାର୍ଯ୍ୟ କରୁଥିବା ଆଇପିଏସ ଅମ୍ରିତ ମୋହନ ପ୍ରସାଦଙ୍କୁ ଇଣ୍ଡୋ-ତିଦ୍ଧତୀୟ ବାଟାଲିୟନ ପୋଲିସର ଅତିରିକ୍ତ ଡିଜି ଭାବେ ନିଯୁକ୍ତି
Read More...

ନୂଆଖାଇ ପାଇଁ ସଟଡାଉନ ଘୁଂଚାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ଭୁବନେଶ୍ୱର- ଆସନ୍ତା ୨୩ ତାରିଖ ନୂଆଖାଇ ପାଇଁ ସମ୍ବଲପୁର ସଟଡାଉନକୁ ଘୁଂଚାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର । ସମ୍ବଲପୁରକୁ ୨୨ ଓ ୨୩ ଦୁଇ ଦିନ ସଟଡାଉନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ଯାହାର ପ୍ରଭାବ ନୂଆଖାଇରେ ପଡିବ । ପର୍ବ
Read More...

ଗଗନଯାନ ଅଭିଯାନ; ରୁଷରେ ୪ ମହାକାଶଚାରୀଙ୍କ ପ୍ରଶିକ୍ଷଣ ସରିଲା

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ନିଟକ ଭବିଷ୍ୟତରେ ଗଗନଯାନ ଅଭିଯାନ ଲଞ୍ଚ କରିବ। ଏଥିରେ ପ୍ରଥମ ଥର ଲାଗି ମହାକାଶଚାରୀଙ୍କୁ ମହାକାଶ ପଠାଯିବ। ଏଥିପାଇଁ ୪ ଜଣ ମହାକାଶଚାରୀଙ୍କୁ ଚୟନ କରାଯାଇଛି। ଏହି ୪ ଜଣ ହେଉଛନ୍ତି ବାୟୁସେନାର ଲଢୁଆ ପାଇଲଟ୍‌। ସେମାନଙ୍କୁ
Read More...

ନରସିଂହପୁର ୭୨ ଘଂଟିଆ ସଟଡାଉନ

କଟକ- ନିଜିଗଡ ଗ୍ରାମପଂଚାୟତ ଅଧିନ ତହସିଲ କାର୍ଯ୍ୟାଳୟର ଦୁଇ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବାପରେ ସରପଂଚ ୭୨ ଘଂଟିଆ ସଟଡାଉନ ଘୋଷଣା କରିଛନ୍ତି । ଗତକାଲି ରାତି ୯ ଟାରୁ ସେମବାର ସକାଳ ୫ ଟା ପର୍ଯ୍ୟନ୍ତ ଏହି ସଟଡାଉନ ବଳବତର ରହିବ । ଏହି ସମୟରେ ମେଡିସିନ ଦୋକାନ ଓ ପେଟ୍ରୋଲ ପମ୍ପ
Read More...

ରାଜ୍ୟରେ ଆଉ ୬ ନୂଆ ଥାନା

ଭୁବନେଶ୍ୱର- ରାଜ୍ୟରେ ଆଉ ୬ଟି ନୂଆ ଥାନା ହେବ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମତି ପ୍ରଦାନ କରିଛନ୍ତି । ୬ ଟି ଥାନା ଖଣ୍ଡଗିରି, ଅନୁଗୁଳ ଟାଉନ ଥାନା, ଝାରସୁଗୁଡା ଟାଉନ ଥାନା, ଭଂଜନଗର ଥାନା, ଭଦ୍ରକ ଗ୍ରାମଂଚଳ ଥାନା ଓ ତିହିଡି ଥାନା ପରିସୀମା ଭଙ୍ଗାଯାଇ ଏହି ନୂଆ ଥାନା
Read More...

ଖୋର୍ଦ୍ଧା ଜିଲ୍ଲାପାଳଙ୍କ କରୋନା ଟେଷ୍ଟ

ଖୋର୍ଦ୍ଧା- ଖୋର୍ଦ୍ଧା ଏସପି ଅଜୟ ପ୍ରତାପ ସ୍ୱାଇଁ କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲାପାଳ ସନତ ମହାନ୍ତିଙ୍କ କରୋନା ପରୀକ୍ଷା କରାଯାଇଛି । ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିବା ବେଳେ ଏସନି ଫୁଲତୋଡା ଦେଇ ସ୍ୱାଗତ କରିଥିଲେ । ଜିଲ୍ଲାପାଳଙ୍କ ସମେତ ତାଙ୍କ ଅଫିସର ଅନ୍ୟ
Read More...