Browsing Category

ପ୍ରମୁଖ ଖବର

ଖୁବଶୀଘ୍ର ବସିପାରେ ବିଧାନସଭା ମୌସୁମୀ ଅଧିବେଶନ

ଭୁବନେଶ୍ୱର- ଚଳିତ ବର୍ଷ ଶେଷ ସପ୍ତହାରେ ବସିପାରେ ବିଧାନସଭା ମୌସୁମୀ ଅଧିବେଶନ । ଏନେଇ ସୂଚନା ଦେଇଛନ୍ତି ବରିଷ୍ଟ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା । ସେ କହିଛନ୍ତି ବାଚସ୍ପତିଙ୍କ ସହ ମୋର ଆଲୋଚନା ହୋଇଥିଲା । ବାଚସ୍ପତି ଖୁବଶୀଘ୍ର ବିଧାନସଭା ଅଧିବେଶନ ଡାକିବେ ବୋଲି କହିଥିଲେ ।
Read More...

ଟିକ୍‌ଟକ୍‌, ୱିଚାଟ୍‌କୁ ନିଷିଦ୍ଧ କଲା ଆମେରିକା

ୱାଶିଂଟନ: ଶେଷରେ ଚାଇନିଜ୍‌ ମୋବାଇଲ୍‌ ଆପ୍‌ ଟିକ୍‌ଟକ୍‌ ଏବଂ ୱିଚାଟ୍‌ ଉପରେ ପ୍ରତିବନ୍ଧକ ଲଗାଇଛି ଆମେରିକା। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାତୀୟ ସୁରକ୍ଷା ଦୃଷ୍ଟିକୋଣରୁ ଗୁରୁବାର ବିଳମ୍ବିତ ରାତିରେ ଏହି ୨ଟି ଆପ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଏକ ଆଦେଶନାମାରେ ହସ୍ତାକ୍ଷର
Read More...

ରାଜ୍ୟରେ କରୋନା ନେଲା ଆଉ ୧୨ମୁଣ୍ଡ

ଭୁବନେଶ୍ୱର- ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରରେ ଲାଗିଛି । ଆଗି ଗୋଟିଏ ଦିନରେ ୧୨ ଜଣଙ୍କ ମୁଣ୍ଡ ନେଇଛି କରୋନା ଏନେଇ ରାଜ୍ୟ ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ମୃତକଙ୍କ ମଧ୍ୟରୁ ଗଞ୍ଜମ ଓ ସୁନ୍ଦରଗଡ ଜିଲ୍ଲାରୁ ୩, ମୟୂରଭଞ୍ଜ ,ଗଜପତି,
Read More...

ଓଡିଶାରେ ଦିନକରେ ଚିହ୍ନଟ ହେଲେ ୧୮୩୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର- ଆଜି ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଂଟାର ୧୮୩୩ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରର ୧୧୧୮ ଓ ଲୋକାଲ କେସ୍ ୭୧୫ ରହିଛି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ୨୭୯, କଟକ ୧୨୪,
Read More...

ଖର୍ଚ୍ଚ ହିସାବ ଦେଇନାହାନ୍ତି ସମ୍ବଲପୁର ଓ ରେଭେନ୍ସା ବିଶ୍ବବିଦ୍ୟାଳୟ

ଭୁବନେଶ୍ବର:୨୦୧୯-୨୦ ଆର୍ଥିକ ବର୍ଷ‌ରେ ଜିଆଇଏ ଦରମା ପାଇଁ ସରକାର ଦେଇଥିବା ଅର୍ଥର ହିସାବ ଦାଖଲ କରିନି ରେଭେନ୍ସା ବିଶ୍ବବିଦ୍ୟାଳୟ। ଏଯାବତ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅର୍ଥର ହିସାସ ବା ବିନିଯୋଗ ପ୍ରମାଣପତ୍ର ପ୍ରଦାନ କରାଯାଇନି। ସେହିପରି ସମ୍ବଲପୁର ବିଶ୍ବବିଦ୍ୟାଳୟ ଚତୁର୍ଥ ଶ୍ରେଣୀ
Read More...

ଇଡି ସମ୍ମୁଖରେ ହାଜର ହେବାକୁ ମନାକଲେ ରିୟା

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ କରୁଛନ୍ତି ସିବିଆଇ(କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ) ଏବଂ ଇଡି(ପ୍ରବର୍ତ୍ତନ ନିର୍ଦେଶାଳୟ)। ଏହି ମାମଲାରେ ଇଡି ସୁଶାନ୍ତଙ୍କ ବାନ୍ଧବୀ ତଥା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଶୁକ୍ରବାର ହାଜର ହେବାକୁ ସମନ ଜାରି କରିଥିଲା। ତେବେ
Read More...

ଓଡ଼ିଶା ରୋଲ୍‍ ମଡେଲ୍‍, ସୁନାମି ସୁପରିଚାଳନା ପାଇଁ ୨ଗ୍ରାମକୁ ୟୁନେସ୍କୋ ସାର୍ଟିଫିକେଟ୍‌

ଭୁବନେଶ୍ୱର: ସୁନାମି ପରିଚାଳନା କ୍ଷେତ୍ରରେ ଓଡ଼ିଶାକୁ ମିଳିଛି ସଫଳତା। ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାର ଦୁଇଟି ଉପକୂଳ ଗ୍ରାମକୁ ସୁନାମି ମୁକାବିଲା ପ୍ରତିରୋଧୀ (ମୁକାବିଲା ପାଇଁ ପ୍ରସ୍ତୁତ) ବୋଲି ୟୁନେସ୍କୋ ପକ୍ଷରୁ ଘୋଷଣା କରାଯାଇଛି। ଭାରତ ମହାସାଗର ଅଞ୍ଚଳ ଭାବେ ଭାରତକୁ ଏହି ସଫଳତା
Read More...

୨୦ ଲକ୍ଷ ଟପିଲା କରୋନା; ଦିନକରେ ୬୨ ହଜାର ସଂକ୍ରମିତ

ନୂଆଦିଲ୍ଲୀ: କରୋନା ଭୂତାଣୁ ଭାରତରେ ଦିନକୁ ଦିନ ଭୟଙ୍କର ରୂପ ନେବାରେ ଲାଗିଛି। ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଶୁକ୍ରବାର ୨୦ ଲକ୍ଷ ଅତିକ୍ରମ କରିଛି। ସବୁଠୁ ଚିନ୍ତାର ବିଷୟ ହେଉଛି ଦୈନିକ ସଂକ୍ରମଣ। ସପ୍ତାହକ ତଳେ ଦୈନିକ ସଂକ୍ରମଣ ୫୦ରୁ ୫୫ ହଜାର ଭିତରେ ରହୁଥିଲା ବେଳେ ଶୁକ୍ରବାର ତାହା ୬୦
Read More...

ଭାରତ ମହାକାଶ ପଠାଇବ ୬ଟି ’ଆକାଶ ଆଖି’: ଚୀନ ସେନା ଗତିବିଧି ଉପରେ ରଖିବ ନଜର

ନୂଆଦିଲ୍ଲୀ: ଚୀନ ସେନାର ଗତିବିଧି ସହ ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି) ଉପରେ ନଜର ରଖିବା ପାଇଁ ଭାରତ ମହାକାଶରେ ସ୍ଥାପନ କରି ଆଉ ୬ଟି କୃତ୍ରିମ ଉପଗ୍ରହ । ଭାରତୀୟ ସୁରକ୍ଷା ସଂସ୍ଥାର ଆବଶ୍ୟକତା ଅନୁସାରେ ଏହି କୃତ୍ରିମ ଉପଗ୍ରହ ଖୁବ୍ ଶୀଘ୍ର ମହାକାଶରେ ସ୍ଥାପନ ନିମନ୍ତେ ଆରମ୍ଭ ହୋଇଛି
Read More...

ଆଇପିଏଲ ୨୦୨୦ : VIVO କୁ ହଟାଇଲା BCCI, ୨ ଦିନରେ ନୂଆ ଟେଣ୍ଡର

ମୁମ୍ବାଇ : ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ପ୍ରାୟୋଜନା ଦ୍ୱାୟିତ୍ୱରୁ ଚୀନ ମୋବାଇଲ କମ୍ପାନି ଭିଭୋକୁ ବାଦ ଦିଆଯାଇଥିବା ବିଷୟରେ ବିସିସିଆଇ ଔପଚାରିକ ଭାବେ ଘୋଷଣା କରିଛି । ତେବେ ଭିଭୋକୁ କେଉଁ କାରଣରୁ ହଟାଯାଇଛି ସେ ସମ୍ପର୍କରେ ବିସିସିଆଇ ପକ୍ଷରୁ କିଛି କୁହାଯାଇନାହିଁ ।ନୂଆ
Read More...