ସାମ୍ବାଦିକଙ୍କ ଘର ଉପରକୁ ବୋମା ମାଡ
ଖୋର୍ଦ୍ଧା: ଗୁରୁଜଙ୍ଗ ସାମ୍ବାଦିକ ଜିତୁ ସାହୁଙ୍କ ଘର ଉପରକୁ କିଛି ଦୁର୍ବୃତ ବୋମା ମାଡ କରିଛନ୍ତି । ଗୁରୁବାର ବିଳମ୍ବିତ ରାତିରେ ଏହି ଘଟଣା ହୋଇଥିବା ଜଣାପଡିଛି । ୩/୪ ଜଣ ଯୁବକ ରାତି ପ୍ରାୟ ୧୧ଟା ୫୦ରେ ତାଙ୍କ ଘରକୁ ୩ଟି ବୋମା ଫିଙ୍ଗିଥିଲେ । ପରେ ସେମାନେ ଫେରାର ହୋଇଯାଇଥିଲେ । ଖବରପାଇ!-->…
Read More...
Read More...