Browsing Category

ପ୍ରମୁଖ ଖବର

ଥାନାରେ ଅଭିଯୋଗ କଲେ ପ୍ରକୃତି ମିଶ୍ର

ଭୁବନେଶ୍ୱର: ଏକ ଓଡିଆ ୱେବସାଇଟ୍ ନାଁରେ ମଂଚେଶ୍ୱର ଥାନାରେ ଫେରାଦ ଦେଲେ ସିନେ ଅଭିନେତ୍ରୀ ପ୍ରକୃତି ମିଶ୍ର । ତାଙ୍କ ଚରିତ୍ରକୁ ଖରାପ କରିବା ସହ ପରିବାର ଲୋକଙ୍କ ବିରୋଧରେ ଆପତିଜନକ ମନ୍ତବ୍ୟ ଦିଆଯାଇଥିବା ନେଇ ସେ ଅଭିଯୋଗ କରିଛନ୍ତି । ଯେଉଁଥିପାଇଁ ଭାରାକ୍ରାନ୍ତ ହୋଇଥିବା ସେ
Read More...

ଲକଡାଉନ୍ ଓ ସଟଡାଉନ୍ ଆଉ କରନ୍ତୁ ନାହିଁ: ସୁର ରାଉତରାୟ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଅନଲକ୍-୩ କ୍ରମେ ଓଡିଶା ସରକାର ସମସ୍ତ କ୍ଷେତ୍ରକୁ ଖୋଲି ଦିଅନ୍ତୁ ବୋଲି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି । ସେ କହିଛନ୍ତି ଯେ ଜୀବନ ସହ ଜୀବିକା ଆହୁରୀ ଗୁରୁତ୍ୱପୂର୍ଣ୍ଣ , ସେଥିପାଇଁ ଦୋକାନ ବଜାର ସହ ସମସ୍ତଙ୍କୁ ଖୋଲାଖୋଲି ଭାବେ କାମ
Read More...

ସନ୍ଧାନୀ କୁକୁରକୁ ମିଳିଲା ପୋଲିସ ମର୍ଯ୍ୟାଦା

ନବରଙ୍ଗପୁର: ସନ୍ଧାନୀ କୁକୁର ତାରାକୁ ମିଳିଲା ପୋଲିସ ମର୍ଯ୍ୟାଦା । ମୃତ୍ୟୁ ପରେ ପୋଲିସ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାରେ । ତାରା ଜିଲ୍ଲା ପୋଲିସରେ ୧୨ ବର୍ଷ ଧରି କାମ କରୁଥିଲା । ଏହି ସମୟସୀମା ମଧ୍ୟରେ ସେ ଅନେକ
Read More...

କୋରାପୁଟ ଜିଲ୍ଲା ୪୮ ଘଂଟା ପାଇଁ ସଟଡାଉନ୍

କୋରାପୁଟ: କୋରାପୁଟ ଜିଲ୍ଲାକୁ ୪୮ ଘଂଟା ପାଇଁ ସଟଡାଉନ୍ କରାଯାଇଛି । ୩୦ ତାରିଖ ମଧ୍ୟରାତ୍ରରୁ ଅଗଷ୍ଟ ୧ ମଧ୍ୟରାତ୍ର ଯାଏ ଜିଲ୍ଲାକୁ ସଟଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ । ୨୪ ଘଂଟାରେ ଜିଲ୍ଲାରେ ୬୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହେବାପରେ , ଜିଲ୍ଲା ପ୍ରସାଶନ ପକ୍ଷରୁ ଏଭଳି ପଦକ୍ଷେପ
Read More...

ଭୁବନେଶ୍ୱରରୁ ୧୦୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ: ସୁସ୍ଥ ହେଲେ ୧୨୩

ଭୁବନେଶ୍ୱର- ଭୁବନେଶ୍ୱରରୁ ପୁଣି ନୂଆ ୧୦୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରର ୫୯ ହୋଇଥିବା ବେଳ ୪୬ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ବୋଲି ବିଏମସି ପକ୍ଷରୁ ସୂଚନା ମିଳିଛି । ନୟାପଲ୍ଲୀ ନୂଆସାହିରୁ ୯, ନୟାପଲ୍ଲୀର ଅନ୍ୟ ଏକ ଅଂଚଳରୁ
Read More...

କଟକ ମାଲଗୋଦାମ ବେହେରା ସାହି କଂଟେନମେଂଟ

କଟକ- କଟକ ମହାନଗର ନିଗମ ୩୮ ନମ୍ବର ୱାର୍ଡ ଅନ୍ତର୍ଗତ ମାଲଗୋଦାମ ବେହେରା ସାହି ଅଂଚଳକୁ କଂଟେନମେଂଟ ଘୋଷଣା କରାଯାଇଛି । ଅଂଚଳରେ ସ୍ଥାନୀୟ ପଜିଟିଭ ଚିହ୍ନଟ ହେବାପରେ ସିଏମସି ପକ୍ଷରୁ ଏଭଳି ପଦେକ୍ଷପ ନିଆଯାଇଛି । ଏହି ଅଂଚଳ ମଧ୍ୟକୁ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । କୌଣସି ବାହାର
Read More...

ପୂର୍ବତଟ ରେଳଥର ଟ୍ରେନରେ ବାୟୋାଟଏଲେଟ

ଭୁବନେଶ୍ୱର-ପୂର୍ବତଟ ରେଳଥର ସମସ୍ତ ଟ୍ରେନରେ ବାୟୋଟଏଲେଟ ସ୍ଥାନ କରାଯାଇଛି । ଯାତ୍ରୀଙ୍କୁ ସ୍ୱଛ ଓ ପରିବେଶ ଅନୁକୁଳ ଯାତ୍ରା ଯୋଗାଇଦେବା ଓ ସ୍ୱଛ ରେଳ, ସ୍ୱଛ ଭାରତ ଅଭିଯାନରେ ଦେଇଥିବା ପ୍ରତିଶ୍ରୁତିକୁ ପୁରଣ କରିବା ପାଇଁ ୂପୂର୍ବତଟ ରେଳଥ ଏକ ଅଭିନବ ପ୍ରୟାସ । ଏହି ବାୟୋଟଏଲେଟ ଗୁଡିକ
Read More...

ମୃତ ଦୁଇ ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ମଞ୍ଜୁରୀ

ଭୁବନେଶ୍ୱର: କରୋନାରେ ଗଞ୍ଜାମର ‘ସମାଜ’ ପ୍ରତିନିଧି ପ୍ରିୟଦର୍ଶୀ ପଟ୍ଟନାୟକ ଏବଂ ଗଜପତିର ‘ନ୍ୟୁଜ ଟୁଡେ’ ପ୍ରତିନିଧି କେ.ସିଏଚ୍ ରତ୍ନମଙ୍କ ଦେହାନ୍ତ ହୋଇଥିଲା । ମୃତ ଦୁଇ ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସରକାର ଗଣମାଧ୍ୟମ
Read More...

ଅଡୁଆରେ ଉପଜିଲ୍ଲାପାଳ

ଉଦଳା: ମୋଟରଯାନ ଆଇନ ଉଲଂଘନକାରୀଙ୍କ ଠାରୁ ମୋଟା ଅଙ୍କର ଫାଇନ୍ ଆଦାୟ କରାଯାଉଛି । ମାତ୍ର ମୋଟରଯାନ ଆଇନକୁ ଖୋଲାଖୋଲି ଉଲଂଘନ କରି ବିବାଦ ଭିତରକୁ ଟାଣି ହୋଇଯାଇଛନ୍ତି ଉପଜିଲ୍ଲାପାଳ । କପ୍ତିପଦା ଉପଖଣ୍ଡର ଉପଜିଲ୍ଲାପାଳ ଭଗବାନ ବେହେରାଙ୍କ କାର୍ଯ୍ୟାଳୟରେ ତାଙ୍କ ଯିବାଆସିବା ନିମନ୍ତେ ଏକ
Read More...

୩ କଂଗ୍ରେସ ବିଧାୟକ ଗଲେ ଦିଲ୍ଲୀ

ରାଂଚୀ: ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନେତୃତ୍ୱରେ ପରିଚାଳିତ ମେଂଟ ସରକାରଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ କଂଗ୍ରେସର ୩ଜଣ ବିଧାୟକ କେନ୍ଦ୍ରୀୟ ନେତାଙ୍କ ନିକଟରେ ଅଭିଯୋଗ କରିବା ପାଇଁ ଦିଲ୍ଲୀ ପହଁଚିଛନ୍ତି । ଏହି ତିନି ଜଣ ବିଧାୟକ ହେଲେ ଇରଫାନ ଅନସାରୀ, ଉମାଶଙ୍କର ଅକେଲା ଓ
Read More...