୯ଲକ୍ଷ ଅତିକ୍ରମ କଲା କୋଭିଡ-୧୯ ଆରୋଗ୍ୟଙ୍କ ସଂଖ୍ୟା
ନୂଆଦିଲ୍ଲୀ: ଦେଶରେ କୋଭିଡ-୧୯ ଆରୋଗ୍ୟଙ୍କ ସଂଖ୍ୟା ୯ଲକ୍ଷକୁ ଅତିକ୍ରମ କରିଛି । ତେବେ ଗତ ୨୪ ଘଂଟା ମଧ୍ୟରେ ୩୧ ହଜାର ୯୯୧ଜଣ କରୋନା ଆରୋଗ୍ୟ ଲାଭ କରିବା ସହ ଦେଶରେ କୋଭିଡ୍-୧୯ ରୁ ଆରୋଗ୍ୟ ସଂଖ୍ୟା ଏବେ ୯ଲକ୍ଷ ୧୭ହଜାର ୫୬୮ରେ ପହଂଚିଛି । ଫଳରେ କୋଭିଡ୍ ମୃତ୍ୟୁ ହାର ୨.୨୮ପ୍ରତିଶତ ହ୍ରାସ!-->…
Read More...
Read More...