Browsing Category

ପ୍ରମୁଖ ଖବର

୭ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ବେକାବୁ ହେବାରେ ଲାଗିଛି । ୨୪ ଘଂଟା ମଧ୍ୟରେ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୭ଜଣ କରୋନାରେ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୪୭କୁ ବୃଦ୍ଧି ପାଇଛି । ୭ଜଣ ମୃତକଙ୍କ ମଧ୍ୟରୁ
Read More...

୩,୩୩୮ କରୋନା ରୋଗୀଙ୍କ ପତା ମିଳୁନି

ବେଙ୍ଗାଲୁରୁ: କର୍ଣ୍ଣାଟକର ବେଙ୍ଗାଲୁରୁ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିବାା ବେଳେ ଏବେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ସ୍ୱାସ୍ଥ୍ୟ ଅଧିକାରୀମାନେ କହିଛନ୍ତି ଯେ ୩,୩୩୮ ଜଣ ଲୋକ ଏହି ସଂକ୍ରମଣ ପାଇଁ ପଜିଟିଭ ପରୀକ୍ଷା କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସେମାନଙ୍କ ପତା
Read More...

ଓଏଏସ ଅନିଶା ଦାସଙ୍କୁ ନିଲମ୍ବନ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ମହଙ୍ଗା ପଡିଲା ବାଲି ମାଫିଆଙ୍କ ସହ ବେତନଟି ତହସିଲଦାର ଅନିଶା ଦାସଙ୍କ ଡ଼ିଲ | ଓଏଏସ ଅନିଶା ଦାସଙ୍କୁ ପ୍ରଥମେ କଳାହାଣ୍ଡିକୁ ବଦଳି ପରେ ଆଜି ଚାକିରିରୁ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର | ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ତାଙ୍କୁ ନିଲମ୍ବନ କରାଯାଇଛି | ମୋରମ
Read More...

ଏନ୍କାଉଣ୍ଟରରେ ହାର୍ଡକୋର ନକ୍ସଲ ନିହତ

ମାଲକାନଗିରି: ଆନ୍ଧ୍ର-ଓଡ଼ିଶା ସୀମାରେ ପୁଲିସ୍ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ମାଲକାନଗିରି ଜିଲ୍ଲାର ଚିତ୍ରାକୋଣ୍ଡା ସୀମାନ୍ତ ଆନ୍ଧ୍ରର ଗୁଜେଡି ଜଙ୍ଗଲରେ ସକାଳେ ନକ୍ସଲ ଏବଂ ଆନ୍ଧ୍ରର ଗ୍ରେହାଉଣ୍ଡ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏହି ଏନ୍କାଉଣ୍ଟର ରେ ଜଣେ ହାର୍ଡକୋର
Read More...

ମହିଳା ଡିଏସପି ଙ୍କୁ ବନ୍ଧୁକ ଦେଖାଇ ସୁନା ଚେନ୍ ଲୁଟ୍

ଭୁବନେଶ୍ୱର: ଡିଏସପିଙ୍କ ଘରୁ ଚୋରି । ଭିଜିଲାନ୍ସ ବିଭାଗର ଜଣେ ମହିଳା ଡିଏସପିଙ୍କ ଘରେ ପଶି ସୁନା ଚେନ୍ ଲୁଟିନେଲେ ଲୁଟେରା । ଏପରି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ । ଏନେଇ ଡିଏସପି ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ,ଖାରବେଳ ନ୪ଗର ୟୁନିଟ୍ ୩ ସରକାରୀ
Read More...

ଡ୍ରୋନ ଦ୍ଵାରା ଏରିଏଲ୍ ସାନିଟାଇଜର ପରୀକ୍ଷଣ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁର ଆଇଟିଆର୍ ପକ୍ଷରୁ ଆଜି ଡ୍ରୋନ ଦ୍ଵାରା ଏରିଏଲ୍ ସାନିଟାଇଜ କରାଯାଇଥିଲା। ଆନ୍ନା ୟୁନିଭରସିଟି ଓ ଆଇଟିଆର୍ ଚେନ୍ନାଇର ମିଳିତ ସହଭାଗିତାରେ ଏହି ଡ୍ରୋନକୁ ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ବିକଶିତ କରାଯାଇଛି। ସକାଳେ ବାଲେଶ୍ୱର ସହରର
Read More...

ଉତ୍ତର କୋରିଆରେ ପ୍ରଥମ କରୋନା ଚିହ୍ନଟ

ଉତ୍ତର କୋରିଆ : ଉତ୍ତର କୋରିଆରେ କରୋନା ଭୂତାଣୁ ବା କୋଭିଡ -୧୯ର ପ୍ରଥମ ମାମଲା ଦେଖିବାକୁ ମିଳିଛି । କରୋନାର ପ୍ରଥମ ମାମଲା ଚିହ୍ନଟ ପରେ କିମ ଜୋଙ୍ଗ-ଉନ୍ ପ୍ରଶାସନ ସୀମାରେ ଥିବା କେସୋଙ୍ଗକୁ ଲକଡାଉନ ଘଷଣା କରିଛନ୍ତି । କରୋନା ଆକ୍ରାନ୍ତ ଜଣଙ୍କ ତିନି ବର୍ଷ ପୂର୍ବେ ଦକ୍ଷିଣ କୋରିଆ
Read More...

୮୨ ଟଙ୍କାରେ ପହଁଚିଲା ଡିଜେଲ, ଲଗାତାର ଦ୍ୱିତୀୟ ଦିନ ପାଇଁ ଦର ବୃଦ୍ଧି

ନୂଆଦିଲ୍ଲୀ : ଦିଲ୍ଲୀରେ ଡିଜେଲ ମୂଲ୍ୟ ଲିଟର ପିଛା ୮୨ ଟଙ୍କାରେ ପହଞ୍ଚିଛି। ରବିବାର ଦିନ ଲଗାତାର ଦ୍ୱିତୀୟ ଦିନ ପାଇଁ ଡିଜେଲ ଦର ବୃଦ୍ଧି ପାଇଛି। ଡିଜେଲ ମୂଲ୍ୟ ଲିଟର ପିଛା ଦ୍ଵିତୀୟ ଦିନ ପାଇଁ ୧୫ ପଇସା ବୃଦ୍ଧି ହେବା ପରେ ଦିଲ୍ଲୀରେ ଡିଜେଲ ଲିଟର ପିଛା ୮୧ ଟଙ୍କା ୯୪ ପଇସାରେ ପହଞ୍ଚିଛି।
Read More...

ଗୋ ମାଂସ ଚାଲାଣରେ ଜଣେ ମହିଳା ସମେତ ୩ ଗିରଫ

ରାଉରକେଲା : ସୁନ୍ଦରଗଡ ଜିଲ୍ଲାର ରାଉରକେଲାରେ ଗୋ ମାଂସ ଜବତ କରାଯାଇଛି । ଏହି ମାମଲାରେ ୩ଜଣଙ୍କୁ ଗିରଫ କରିଛି ପୁଲିସ । ଖାଲି ସେତିକି ନୁହେଁ ଗୋ ମାଂସ ଚାଲାଣକାରୀଙ୍କ ଆକ୍ରମଣରେ ବଜରଙ୍ଗ ଦଳର ଜଣେ କର୍ମୀ ମଧ୍ୟ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ସୁନ୍ଦରଗଡ
Read More...

କରୋନା ପାଇଁ ଚାକିରି ଯିବାର ଡ଼ର ; ଆତ୍ମହତ୍ୟା କଲେ ପରିବାରର ୩ ସଦସ୍ୟ

କର୍ଣ୍ଣାଟକ : ଦେଶର ସମସ୍ତ ସ୍ଥାନରେ କରୋନା ମହାମାରୀ ନିଜର କାୟା ବିସ୍ତାର କରିସାରିଛି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହି ସମୟରେ ବହୁ ଲୋକେ ନିଜର ଚାକିରି ଯିବା ଭୟରେ ରହୁଛନ୍ତି। ଏହି ଡ଼ରର ବଶବର୍ତୀ ହୋଇ କର୍ଣ୍ଣାଟକର ଧାରବାଡ଼ର କଲାବିକାଈ ଚଲାରେ ରହୁଥିବା ଏକ
Read More...