Browsing Category

ପ୍ରମୁଖ ଖବର

ପୁଲିସ-ମାଓବାଦୀ ମୁହାଁମୁହିଁ ; ଗୁଳିବିନିମୟ ଜାରି

ମାଲକାନଗିରି : ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ପୁଣି ପୁଲିସ ମାଓବାଦୀ ମୁହାଁମୁହିଁ ହୋଇଥିବା ରବିବାର ଜଣାପଡ଼ିଛି। ସ୍ୱାଭିମାନ ଅଞ୍ଚଳର ପଣସପୁଟ ଅଞ୍ଚଳରେ ଗୁଳିବିନିମୟ ଚାଲୁ ରହିଛି। ମାଲକାନଗିରି ଏସଓଜି, ଡି ଭି ଏଫ ଓ ଆନ୍ଧ୍ର ଗ୍ରେହଣ୍ଡଙ୍କ ମିଳିତ ସର୍ଚ୍ଚ ଅପରେସନ ବେଳେ
Read More...

କଟକ ରେ ପୁଣି ୬୦ କରୋନା ପଜିଟିଭ : ତିନିଦିନରେ ୧୯୨ ଛୁଇଁଲା ଅକ୍ରାନ୍ତଙ୍କ ସଂଖ୍ୟା

କଟକ: ଚିନ୍ତା ବଢାଇଲା କଟକର ସାହି, ବସ୍ତି । ପୁଣି ଗୋଟିଏ ଦିନରେ କଟକ ସହରରୁ ୬୦ ଜଣ କରୋନା ଆକ୍ରାନ୍ତ ଚିହତନଟ ହୋଇଛନ୍ତି । ଗତ ତିନିଦିନରେ କଟକ ସହରରୁ ୧୯୨ଜଣ ଆକ୍ରାନ୍ତ ଚିହ୍ନଟ ହେବା ଘଟଣାକୁ ନେଇ ସହରରେ ଆତଙ୍କ ସୃଷ୍ଟି କଲାଣି । ଚୌଦ୍ୱାର ସର୍କଲ ଜେଲର ଜଣେ କର୍ମଚାରୀ , ଷଷ୍ଠ
Read More...

ଗେହଲଟଙ୍କ ନୂଆ ରଣନୀତି, ଘେରିବେ ପ୍ରଧାନମନ୍ତ୍ରୀଙ୍କ ବାସଭବନ

ଜୟପୁର : ରାଜସ୍ଥାନ ରାଜନୀତିରେ ଘଡିକେ ଘୋଡା ଛୁଟୁଛି। ସଚିନ ପାଇଲଟ ଓ କଂଗ୍ରେସର ୧୮ ବିଦ୍ରୋହୀ ବିଧାୟକଙ୍କୁ ବାଚସ୍ପତିଙ୍କ ଅଯୋଗ୍ୟ ଘୋଷଣା ନୋଟିସ ଉପରେ ରାଜ୍ୟ ହାଇକୋର୍ଟଙ୍କ ସ୍ଥିତାବସ୍ଥା ନିର୍ଦେଶ ଶାସକ କଂଗ୍ରେସକୁ ବିଳଚିତ କରିଦେଇଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବିଧାନସଭାର ଅଧିବେଶନ
Read More...

ଦେଶରେ ୨୪ ଘଣ୍ଟାରେ ୪୮,୬୬୧ ଆକ୍ରାନ୍ତ ଓ ୭୦୫ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି ।  ଗତ ୨୪ ଘଣ୍ଟାରେ ୪୮ ହଜାର ୬୬୧ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୩ ଲକ୍ଷ ୮୫ ହଜାର ୫୨୨ରେ ପହଞ୍ଚିଛି। ସେହିପରି ଗୋଟିଏ
Read More...

ରାଜ୍ୟରେ ୨୫ ହଜାର ଟପିଲା କରୋନା ଆକ୍ରାନ୍ତ, ଆଜି ୧୩୭୬ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଜି ୩୦ଟି ଜିଲ୍ଲାରୁ ୧୩୭୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୫ ହଜାର ୩୮୯ରେ ପହଂଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୯୧୭ ଓ ସ୍ଥାନୀୟ ଅଂଚଳରୁ ୪୫୯ ଜଣ ଅଛନ୍ତି ବୋଲି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଟ୍ୱିଟ
Read More...

ମନ କଥା କହିଲେ ମୋଦୀ, କରୋନା ଏବେ ବି ମାରାତ୍ମକ ସ୍ଥିତିରେ

ପ୍ରଧାନମନ୍ତ୍ରୀ ଆଜି ଦେଶବାସୀଙ୍କ ସହ ନିଜ ମନର କଥା କହିବା ଅବସରରେ ଦେଶର ବିଜୟ ପାଇଁ ପ୍ରାଣବଳି ଦେଇଥିବା ସେନାନୀମାନଙ୍କୁ ମନେ ପକାଇଛନ୍ତି। ସେ କହିଛନ୍ତି, ଆଜି ୨୬ ଜୁଲାଇ, ଆଜି ଏକ ବିଶେଷ ଦିନ, ଆଜି ହେଉଛି ‘କାର୍ଗିଲ ବିଜୟ ଦିବସ’। ୨୧ ବର୍ଷ ପୂର୍ବେ ଆଜି ଆମର ସେନା କାର୍ଗିଲ ଯୁଦ୍ଧରେ
Read More...

ଇନ୍ସପେକ୍ଟରଙ୍କୁ ଗୁଳି କରି ଏସଆଇର ଆତ୍ମହତ୍ୟା

ନୂଆଦିଲ୍ଲୀ: କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ)ର ଜଣେ ଏସଆଇ ତାଙ୍କ ଉପରିସ୍ଥ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି । ରାଜଧାନୀ ନୁଆଦିଲ୍ଲୀର ଲୋଦୀ ଷ୍ଟେଟର ୬୧ ନମ୍ବର ବଙ୍ଗଳାରେ ଏହି ହତ୍ୟାକାଣ୍ଡ ଘଟିଛି । ମିଳିଥିବା ସୂଚନା ଅନୁସାରେ, ଏହି
Read More...

ଦେଶରେ ୪୮,୯୧୬ ଆକ୍ରାନ୍ତ, ୭୫୭ ମୃତ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଂଟା ଭିତରେ ସର୍ବାଧିକ ୪୮,୯୧୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩ଲକ୍ଷ ୩୬ହଜାର ୮୬୧ରେ ପହଞ୍ଚିଛି । ସେହିଭଳି ଗତ ୨୪ଘଂଟାରେ ୭୫୭ ଜଣଙ୍କର ମୃତ୍ୟୁ ଘଟିଛି । ତେବେ କରୋନା ମୃତ୍ୟୁ ସଂଖ୍ୟା ୩୧ ହଜାର ୩୫୮କୁ ବୃଦ୍ଧି
Read More...

ଏଏସଆଇଙ୍କ ଶବ ପଡିରହିବା ଘଟଣା ; ରାଷ୍ଟ୍ରୀୟ ସମ୍ମାନ ସହ ଅନ୍ତିମ ସଂସ୍କାର କରାଯିବ -ଏସପି

ଖଲ୍ଲିକୋଟ : କୋଦଳା ହସ୍ପିଟାଲରେ ଏଏସଆଇଙ୍କ ଶବ ପଡିରହିବା ଘଟଣାରେ ଶନିବାର ଗଞ୍ଜାମ ଏସପି ବ୍ରିଜେଶ ରାୟ ନିଜ ପ୍ରତିକ୍ରିୟା ରଖିଛନ୍ତି । ମୃତ ଏଏସଆଇ କରୋନାରେ ଆକ୍ରାନ୍ତ ହୋଇଥିଲେ । କିଛି ମେଡ଼ିକାଲ କାର୍ଯ୍ୟ ପାଇଁ ମୃତ ଦେହ ସେଠାରେ ରଖାଯାଇଥିଲା । ସେ ଆମ ସହକର୍ମୀ ଥିଲେ , ଆମ ଭାଇ
Read More...

ଭୁବନେଶ୍ୱର ରେ ଆଉ ୧୧୧ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ଭୁବନେଶ୍ୱରରେ ଆଉ ୧୧୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୬୨ କ୍ବାରେଣ୍ଟାଇନ କେନ୍ଦ୍ରରୁ ଓ ୪୯ଜଣ ସ୍ଥାନୀୟ ସଂକ୍ରମଣ ରହିଛନ୍ତି । ଏ ନେଇ ବିଏମସି ପକ୍ଷରୁ ଟ୍ବିଟ କରୁ ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ, ଭୁବନେଶ୍ବରରେ ମୋଟ
Read More...