Browsing Category

ପ୍ରମୁଖ ଖବର

ବିଦେଶୀ କ୍ଲବ ତରଫରୁ ଖେଳି ପାରନ୍ତି ସାଣ୍ଡେସ

ନୂଆଦିଲ୍ଲୀ: ବିଦେଶୀ କ୍ଲବ ତରଫରୁ ଭାରତୀୟ ଫୁଟବଲ ଦଳର ଡିଫେଣ୍ଡର ସାଣ୍ଡେସ ଝିଙ୍ଗହାନ ଖେଳିପାରନ୍ତି ବୋଲି ଭାରତୀୟ ଫୁଟବଲ ସହକାରୀ ପ୍ରଶିକ୍ଷକ ସାନୁମଗମ ଭେଙ୍କଟେଶ କହିଛନ୍ତି । ପୂର୍ବରୁ ସାଣ୍ଡେଶ ଆଇଏସଏଲରେ କେରଳା ବ୍ଲାଷ୍ଟର ପାଇଁ ଖେଳୁଥିବା ଚୁକ୍ତିକୁ କେରଳ ଏହି ବର୍ଷ ବାତିଲ କରିଦେଇଛି
Read More...

୨୦୨୧ରେ ଅଲିମ୍ପିକ୍ସ ନିଶ୍ଚିନ୍ତ: ଆଇଓଏ

ନୂଆଦିଲ୍ଲୀ: ୨୦୨୧ ଜୁଲାଇ ୨୩ ତାରିଖରୁ ଆରମ୍ଭ ହେବ ଅଲିମ୍ପିକ୍ସ । କିନ୍ତୁ ବିଶ୍ୱରେ କରୋନା ମହାମାରୀର ସଂକଟ ସମୟରେ ଆସନ୍ତା ବର୍ଷ କ୍ରୀଡା ହୋଇପାରିବକି ନାହିଁ , ସେନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ଏହାର ଉତରରେ ଭାରତୀୟ ଅଲିମ୍ପିକ୍ସ ସଂଘ ନିଶ୍ଚିତ ଯେ ଆସନ୍ତାବର୍ଷ ଟୋକିଓରେ ଅଲିମ୍ପିକ୍ସ
Read More...

ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ

ଭୁବନେଶ୍ୱର: ମାଟ୍ରିକ୍ ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇବାକୁ ଯାଉଛି । ଦିନେ ଦୁଇଦିନ ଭିତରେ ରେଜଲ୍ଟ ବାହାରିବା ନେଇ ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ଅଧିକାରୀ କହିଛନ୍ତି । ରାଜ୍ୟରେ କରୋନା ସଂକ୍ରମଣ ଭୟରେ ଖାତା ଦେଖା ଏବଂ ମୁଲ୍ୟାୟାନ ପ୍ରକିୟା ବିଳମ୍ବ ହୋଇଥିଲା । ଏହି କାରଣରୁ ମାଟ୍ରିକ୍
Read More...

ଆସୁଛି ରାଫେଲ୍

ନୂଆଦିଲ୍ଲୀ: ଭାରତ ଏବଂ ଚୀନର ତିକ୍ତତା ମଧ୍ୟରେ ଭାରତୀୟ ବାୟୁସେନା ରାଫାଲ୍ ଯୁଦ୍ଧ ବିମାନକୁ ଜାହାଜରେ ଅନ୍ତର୍ଭୁକ୍ତ କରିବାର କାଉଂଟଡାଉନ୍ ଆରମ୍ଭ ହୋଇଛି । ରାଫେଲ ଯୁଦ୍ଧ ବିମାନ ୨୯ ଜୁଲାଇରେ ଅମ୍ବାଲା ଏୟାରଫୋର୍ସ ପହଁଚିବ ବୋଲି ଆଶା କରାଯାଉଛି । ଏଭଳି ପରିସ୍ଥତିରେ ଅମ୍ବାଲା ବାୟୁସେନା
Read More...

ଜୁଆ ଆଡ୍ଡାରେ ଚଢାଉ: ୭ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଜୁଆ ଆଡ୍ଡାରେ ଚଢାଉ କରିବା ସମୟରେ ପୋଲିସ କର୍ମଚାରୀ ମାନେ ଆକ୍ରମଣର ଶିକାର ହୋଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା କାକଟପୁର ବ୍ଲକ ଭଣ୍ଡିସାହିରେ । ବିଶ୍ୱସ୍ତ ସୂତ୍ରରୁ ଜୁଆ ଖେଳ ବିଷୟରେ ପୋଲିସକୁ ଖବର ମିଳିଥିଲା । ପୋଲିସ ଘଟଣା ସ୍ଥଳରେ
Read More...

ଦେଶରେ ପୁଣି ଥରେ ଲାଗୁହୋଇପାରେ ଲକଡାଉନ୍: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀର ସଂକ୍ରମଣ ପ୍ରତିଦିନ ବୃଦ୍ଧି ପାଇବାରେ ଲାଗିଛି । ଅନେକ ରାଜ୍ୟରେ କରୋନାର ସ୍ଥତି ବେକାବୁ ହେଲାଣି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ୨୭ ଜୁଲାଇରେ ମହାରାଷ୍ଟ୍ର, ପଶ୍ଚମବଙ୍ଗ ଏବଂ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ ଭର୍ଚୁଆଲ ବୈଠକ କରିବେ । ଏହି
Read More...

ରାମ ମନ୍ଦିର ନିର୍ମାଣ ପାଇଁ ଦୀପ ଜାଳନ୍ତୁ: ଆରଏସଏସ

ଭୋପାଲ: ଅଯୋଧ୍ୟାରେ ରାମ ମନ୍ଦିରର ଭୂମି ପୂଜନ ଅଗଷ୍ଟ ୫ ତାରିଖରେ ଅନୁଷ୍ଟିତ ହେବାକୁ ଯାଉଛି । ସେହିଦିନ ଦେଶର ସମସ୍ତ ଲୋକଙ୍କୁ ଘରେ ବସି ଦୀପ ଜାଳିବାକୁ ଅନୁରୋଧ କରିଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ । ଏହି ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ କ୍ୟାବିନେଟ୍ ମନ୍ତ୍ରୀ ରାମ
Read More...

୯ ରାଜ୍ୟକୁ କେନ୍ଦ୍ରସରକାରଙ୍କ ପରାମର୍ଶ

ନୂଆଦିଲ୍ଲୀ: କରୋନା ମହାମାରୀର ସଂକ୍ରମଣ ବୃଦ୍ଧି ପାଉଥିବାରୁ କ୍ୟାବିନେଟ୍ ସଚ୍ଚିବ ୯ଟି ରାଜ୍ୟର ସ୍ଥିତି ସମୀକ୍ଷା କରିଛନ୍ତି । କେନ୍ଦ୍ର ସରକାର ରାଜ୍ୟରେ ସଂକ୍ରମଣକୁ ଦୃଷ୍ଟିରେ ରଖି ଅଧିକ ଟେଷ୍ଟି ପାଇଁ ୯ଟି ରାଜ୍ୟକୁ ପରାମର୍ଶ ଦେଇଛନ୍ତି । ଏହି ରାଜ୍ୟ ଗୁଡିକ ହେଲେ ଆନ୍ଧ୍ରପ୍ରଦେଶ,
Read More...

ସରକାରୀ ଜମିକୁ କେନ୍ଦ୍ର କରି ତୁମୁଳକାଣ୍ଡ: ଜଣେ ମୃତ

ଆଠଗଡ: ସରକାରୀ ଜମିକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ହୋଇଥିବା ଗଣ୍ଡଗୋଳରେ ଜଣଙ୍କର ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ଆଠଗଡ ବ୍ଲକ ଅନ୍ତର୍ଗତ ଧୂରୁଷିଆ ଗ୍ରାମରେ । ମୃତକ ଜଣଙ୍କ ହେଉଛନ୍ତି ଗୟାଧର । ଖବର ପାଇ ଖୁଂଟୁଣୀ ଥାନା ପୋଲିସ ଘଟଣା ସ୍ଥଳରେ
Read More...

ଟଙ୍କା ଆଦାୟ କରିବା ପଡିଲା ମହଙ୍ଗା

ଖୋର୍ଦ୍ଧା: ଖୋର୍ଦ୍ଧା ଫାଣ୍ଡିର ଜଣେ କନେଷ୍ଟବଳ ରାତିଅଧରେ ଟଙ୍କା ଆଦାୟ କରୁଥିବା ବେଳେ ସ୍ଥାନୀୟ ଲୋକଙ୍କ ଠାରୁ ମାଡ ଖାଇଛନ୍ତି । ଘଟଣା ସ୍ଥଳରେ ପେଟ୍ରୋଲିଂ ଭ୍ୟାନ ଓ ଶିଳ୍ପାଂଚଳ ଫାଣ୍ଡି ଅଧିକାରୀ ପଂହଚି ଉତେଜିତ ଲୋକମାନଙ୍କୁ ବୁଝାଇବା ସହ କନେଷ୍ଟବଳକୁ ଉଦ୍ଧାର କରିଥିଲେ । ସୂଚନା ଅନୁସାରେ
Read More...