Browsing Category

ପ୍ରମୁଖ ଖବର

ସୁମିତ ଦେବ ଜାତୀୟ ଖଣିଜ ବିକାଶ ନିଗମ (ଏନଏମଡ଼ିସି) ଅଧ୍ୟକ୍ଷ ନିଯୁକ୍ତ

ନୂଆଦିଲ୍ଲୀ: ଜାତୀୟ ଖଣିଜ ବିକାଶ ନିଗମ (ଏନଏମଡ଼ିସି) ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଭାବରେ ମଙ୍ଗଳବାର ସୁମିତ୍ ଦେବଙ୍କୁ ନିଯୁକ୍ତି ଦିଆଯାଇଛି । କେନ୍ଦ୍ର ସରକାରଙ୍କ କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି । ସେ ବର୍ତମାନ ଏନ୍ଏମଡ଼ିସିର କାର୍ମିକ
Read More...

ୟୁଏଇରେ IPL ନିମନ୍ତେ ସରକାରଙ୍କ ଅନୁମତି ଲୋଡ଼ିବ BCCI

ନୂଆଦିଲ୍ଲୀ: ସଂଯୁକ୍ତ ଆରବ ଏମିରେଟ୍ସରେ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ରେ ଆୟୋଜନ କରିବାକୁ ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ସରକାରୀ ଅନୁମତି ମାଗିବ । ଆଇପିଏଲ୍ ମୁଖ୍ୟ  ବ୍ରିଜେଶ ପଟେଲ ମଙ୍ଗଳବାର ଏ ସଂପର୍କରେ ସୂଚନା ଦେଇଛନ୍ତି । ରଏଟର ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ
Read More...

କରୋନା ପାଇଁ ମାଉଥ୍ ସ୍ପ୍ରେ

ନୂଆଦିଲ୍ଳୀ : କରୋନା ଭୂତାଣୁ ସଂକ୍ରମଣ ସମଗ୍ର ବିଶ୍ୱ ପାଇଁ ମହାମାରୀ ରୂପ ଧାରଣ କରିଛି। ଦିନକୁ ଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବା ପାଇଁ ଭାରତ ସମେତ ବିଶ୍ବର ଅନେକ ଦେଶରେ ୧୨୦ରୁ ଅଧିକ ପ୍ରକାରର ଭ୍ୟାକ୍ସିନ ବା ଟିକା ଉପରେ ଗବେଷଣା ଜାରି
Read More...

କଟକରୁ ଆଉ ୩୨ କରୋନା ଆକ୍ରାନ୍ତ ଚିହ୍ନଟ

କଟକ : କଟକରୁ ଆଉ ୩୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୫ଟି ଲୋକାଲ କେସ୍ ସମେତ ଅନ୍ୟ ୨୬ ସଂଗରୋଧ (ସରକାରୀ ସଂଗରୋଧ କେନ୍ଦ୍ରରୁ ୫ ଜଣ ଓ ହୋମ କ୍ୱାରେଣ୍ଟାଇନରୁ ୨୧ ଜଣ)ରୁ ବୋଲି ଜଣାପଡ଼ିଛି । ସରକାରୀ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ୫ ଜଣଙ୍କ
Read More...

ରାଜ୍ୟରେ ସ୍ଥାପନ କରାଯିବ ଭାସମାନ ସୌର ପ୍ରକଳ୍ପ

ଭୁବନେଶ୍ୱର: ରାଜ୍ୟର ପ୍ରାୟ ୧୨ଟି ଜଳଭଣ୍ଡାରରେ ଭାସମାନ ସୌର ପ୍ରକଳ୍ପ ସ୍ଥାପନ କରିବା ପାଇଁ ଓଡ଼ିଶା ସବୁଜ ଶକ୍ତି ବିକାଶ ନିଗମ (ଜେଡ୍କଲ୍) ଓ ଜାତୀୟ ଜଳ ବିଦ୍ୟୁତ ନିଗମ (ଏନଏଚପିସି)ର ବୁଝାମଣା ସ୍ୱାକ୍ଷରିତ ହୋଇଛି । ଓଏଚପିସି ସମ୍ମିଳନୀ କକ୍ଷରେ ଶିଳ୍ପ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ
Read More...

N୯୫ମାସ୍କ ଉପରେ କେନ୍ଦ୍ରର କଟକଣା

ନୂଆଦିଲ୍ଲୀ-N୯୫ମାସ୍କ ବ୍ୟବହାରକୁ ନେଇ କେନ୍ଦ୍ରର କଟକଣା । ଏନେଇ କେନନ୍ଦ୍ର ସ୍ୱାସ୍ଥ୍ୟସେବା ନିର୍ଦେଶକ ପ୍ରଫେସର ରାଜୀବ ଗର୍ଗ ସବୁ ରାଜ୍ୟକୁ ଜଣାଇଛନ୍ତି । ସାଧାରଣ ଲୋକ ଏହି ମାସ୍କ ଠିକ ରୂପେ ବ୍ୟବହାର କରୁନାହାନ୍ତି । ଏଥି ପାଇଁ କରୋନା ସଂକ୍ରମଣ ରୋକିବାକୁ ନିଆଯାଇଥିବା ପଦକ୍ଷେପ
Read More...

ଭୁବନେଶ୍ୱରରୁ ୨୧ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ଭୁବନେଶ୍ୱରରୁ ନୂଆ ୨୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୧୬ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳ ୫ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ୫ ଆକ୍ରାନ୍ତଙ୍କ ମଧ୍ୟରୁ ସତ୍ୟନଗର କାଳୀମନ୍ଦିର ପାଖରୁ ଜଣେ, କୋଳଥିଆରୁ ଜଣେ, ଚନ୍ଦକାର ଏକ ଚକ୍ଷୁ
Read More...

୨୦୩୦ ମସିହା ସୁଦ୍ଧା ଉତର ପୂର୍ବ ରାଜ୍ୟର ରାଜଧାନୀକୁ ରେଳ ସଂଯୋଗ: ଭାରତୀୟ ରେଳବାଇ

ନୂଆଦିଲ୍ଲୀ- ଭାରତୀୟ ରେଳବାଇ ୨୦୩୦ ମସିହା ସୁଦ୍ଧା ଉତର ପୂର୍ବ ରାଜ୍ୟର ରାଜଧାନୀକୁ ରେଳ ନେଟୱାର୍କ ଦ୍ୱାରା ସଂଯୋଗ କରିବା ପାଇଁ ନିଷ୍ପତି ନେଇଛି । ଏ ସମ୍ପର୍କରେ ରେଲୱେ ବୋର୍ଡ ମୁଖ୍ୟ ବିନୋଦ କୁମାର ୟାଦଭ କହିଛନ୍ତି । ସକିିମ ବ୍ୟତିତ ଅନ୍ୟ ସମସ୍ତ ଉତର ପୂର୍ବ ରାଜ୍ୟର ରାଜଧାନୀକୁୁ ରେଳ
Read More...

ଜୁଲାଇ ୩୧ ପର୍ଯ୍ୟନ୍ତ ସମ୍ବଲପୁର ସଟଡାଉନ

ସମ୍ବଲପୁର- କରୋନା ସଂକ୍ରମଣକୁ ରୋକିବା ପାଇଁ ସମ୍ବଲପୁରକୁ ୧୦ ଦିନିଆ ସଟଡାଉନ ଘୋଷଣା କରିଛନ୍ତି ଜିଲ୍ଲା ପ୍ରାଶସନ । ବୁଧବାର ଠାରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ୨ ଦଫା ଲାଗୁହେବ । ୨୨ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ପ୍ରଥମ ଦଫା ସଟଡାଉନ ହେବ । ସେହିପରି ୨୬ରୁ ୩୧ ତାରିଖ
Read More...