Browsing Category

ପ୍ରମୁଖ ଖବର

ମଧ୍ୟପ୍ରଦେଶ ରାଜ୍ୟପାଳଙ୍କ ବିୟାଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୋକପ୍ରକାଶ

ଭୁବନେଶ୍ୱର- ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲାଜି ଟଣ୍ଡନଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶେକ ପ୍ରକାଶ କରିଛନ୍ତି । ଗତ କିଛି ଦିନ ଧରି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିଲା । ତାଙ୍କୁ ଲକ୍ଷ୍ନୌ ର ମେଦାନ୍ତ ହସ୍ପିଟାଲରେ ଭର୍ତି କରାଯାଇଥିଲା । ମୂତ୍ର ସମସ୍ୟା ଓ
Read More...

ଶତକ ଛୁଇଁଲା କରୋନା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର- ଜୁଲାଇ ମାସରେ କରୋନା ମୃତ୍ୟୁ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି । ଆଜି ପୁଣି ୬ ଜଣ କରୋନାରେ ଆଖିବୁଜିଛନ୍ତି । ସୋମାନଙ୍କ ମଧ୍ୟରୁ ୫ ପୁରୁଷ ଓ ଜଣେ ମହିଳା ଅଛନ୍ତି । ମୃତ୍ୟୁକଙ୍କ ଘର କେନ୍ଦ୍ରାପଡା, କଟକ, ଗଜପତି, ଜଗତସିଂହପୁର ଜିଲ୍ଲାରେ । ୬ ମୃତକଙ୍କ
Read More...

ରାଜ୍ୟରେ ନୂଆ ୬୪୭ କରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ନୂଆ ୬୪୭ କରୋନା ଆକ୍ରାନ୍ତ ଚିହ୍ନଟ ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟାରେ ୬୪୭ ନୂଆ କରୋନା ପଜିଟଭି ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ ୪୩୧ କ୍ୱାରେନଂଟାଇନ ସେଂଟର ହୋଇଥିବା ବେଳ ୨୧୬ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ
Read More...

‘ଜଙ୍କ୍ ଫୁଡ୍’ ଡେ

ବିଶ୍ୱର କେତେକ ଅଚଂଳରେ ପ୍ରତି ବର୍ଷ ଜୁଲାଇ ୨୧ରେ ‘ଜଙ୍କ୍ ଫୁଡ’ ଦିବସ ପାଳନ କରାଯାଏ । ସାଧାରଣ ଭାବେ ଜଙ୍କ୍ ଫୁଡ୍ ଅର୍ଥ ହେଲା କ୍ୟାଲୋରି ବୁହୁତ ଓ ପୁଷ୍ଟିହୀନ ଖାଦ୍ୟ । ୧୯୫୦ରେ ଆମେରିକାରେ ଏହି ଖାଦ୍ୟ ହଠାତ୍ ଲୋକପ୍ରିୟ ହୋଇଉଠିଥିଲା । କ୍ରମେ ସାରା ବିଶ୍ୱକୁ ବ୍ୟାପିଯାଇଥିଲା । ଅଧିକ
Read More...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ ହେବ

ଭୁବନେଶ୍ୱର- ବର୍ଷିୟାନ ଅଭିନେତା ବିଜୟ ମହାନ୍ତି ୭୦ ବର୍ଷ ବୟସରେ କେୟାର ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ବିଜୟ ମହାନ୍ତିଙ୍କ ଶେଷକୃତ୍ୟ ସଂପନ୍ନ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଗତ ମେ ମାସରେ ହୃଦଘାତରେ
Read More...

ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ପ୍ରିୟବ୍ରତ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର- ଅବସାରପ୍ରାପ୍ତ ବରିଷ୍ଠ ଆଇଏଏସ୍ ଅଧିକାରୀ ପ୍ରିୟବ୍ରତ ପଟ୍ଟନାୟକଙ୍କ ପରଲୋକ ହୋଇଛି । ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୬୭ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । ଏସମ୍ପର୍କରେ ତାଙ୍କ ସମ୍ପର୍କୀୟ ଭାଇ ସିଦ୍ଧାର୍ଥ ମହାନ୍ତି କହିଛନ୍ତି । କିଛିଦିନ
Read More...

ପ୍ଲାଜମା ଦେଲେ ୪ ଏନଡିଆରଏଫ୍ ଯବାନ

କଟକ: କରୋନା ସଂକ୍ରମଣରୁ ଆରୋଗ୍ୟ ଲାଭ କରିଥିବା ୪ ଏନଡିଆରଏଫ ଯବାନ ପ୍ଲାଜମା ଦାନ କରିଛନ୍ତି । ଆଜି କଟକ ଏସସିବି ମେଡିକାଲରେ ପହଞ୍ଚି ସେମାନେ ପ୍ଲାଜମା ଦାନ କରିଛନ୍ତି । ମହାମାରୀ କରୋନା ଯନ୍ତ୍ରଣାରେ ରାଜ୍ୟବାସୀ ଛଟପଟ ହେଉଥିବା ବେଳେ ଏପରି ସମୟରେ ନୂଆ ଆଶା ସଞ୍ଚାର କରିଛି ପ୍ଲାଜମା
Read More...

ସହାୟତା ପାଇଁ ଭରଷା ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

ଗୁଆହାଟୀ: ଆସାମରେ ବନ୍ୟା ପରିସ୍ଥିତିକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସହାୟତା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଫୋନରେ ଆସାମର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେୱାଲଙ୍କ ସହିତ ଆସାମର ବନ୍ୟା ଓ କୋଭିଡ-୧୯ ସଂପର୍କିତ ପରିସ୍ଥିତି ଓ ବାଗଜାନ ତୈଳ କୂପ
Read More...

କୋରାପୁଟ୍ ଜିଲ୍ଲାରେ ୭ ଦିନିଆ ଲକଡାଉନ୍

ଜୟପୁର: କୋରାପୁଟ ଜିଲ୍ଲାରେ ବର୍ଦ୍ଧିତ ସଂକ୍ରମଣକୁ ଦୃଷ୍ଟିରେ ରଖି ୭ ଦିନ ପାଇଁ ଲକଡାଉନ୍ ଘୋଷଣା କଲେ ଜିଲ୍ଲାପାଳ । କୋରାପୁଟ୍, ଜୟପୁର, ସୁନାବେଡା, ମୁନିସପାଲଟି ଓ କୋଟପାଡ ଏନଏସି ଅଂଚଳକୁ ଲକଡାଉନ୍ ଘୋଷଣା କରାଯାଇଛି । ତେବେ ଲକଡାଉନ୍ ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲା ରହିବ
Read More...

ଜଳସ୍ରୋତରେ ଭାସିଗଲା ୫ ବଖରା ଘର

ନୂଆଦିଲ୍ଲୀ: ସମଗ୍ର ଉତରଭାରତ ସମେତ ଉତରାଖଣ୍ଡରେ ପ୍ରବଳ ବର୍ଷା ହୋଇଛି । ବର୍ଷା ପରେ ଗୋରୀ ନଦୀର ବନ୍ୟା ଜଳରେ ମୁନସାୟରୀ ଅଂଚଳର ୫ଟି ଘର ଭାସିଯାଇଛି । ପିଥୋରାଗଡ ଜିଲ୍ଲାପାଳ ଭିକେ ଜୋଗଡେନ୍ସ କହିଛନ୍ତି ଯେ ବନ୍ୟା ପୀଡିତ ପରିବାରର ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନରେ ରଖାଯାଇଛି
Read More...