Browsing Category

ପ୍ରମୁଖ ଖବର

ଦିଲ୍ଲୀରେ ଟ୍ରିପଲ ମର୍ଡ଼ର : ମହିଳା ଓ ଦୁଇ ପିଲାଙ୍କୁ ହତ୍ୟା ଅଭିଯୋଗ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ନିହାଲ ବିହାର ଅଞ୍ଚଳରୁ ରବିବାର ଏକ ଆଶ୍ଚର୍ୟ୍ୟଜନକ ଘଟଣା ସାମ୍ନାକୁ ଆସିଛି। ନିହାଲ ବିହାରର ଏକ ଘରେ ଜଣେ ମହିଳା ଏବଂ ତାଙ୍କର ଦୁଇ ପିଲାଙ୍କୁ ହତ୍ୟା କରାଯାଇଛି। ଏହି ଟ୍ରିପଲ ହତ୍ୟା ମାମଲାରେ ମହିଳାଙ୍କ ସ୍ୱାମୀଙ୍କୁ ପୁଲିସ ସନ୍ଦେହ କରୁଛି। ପୁଲିସ ବର୍ତ୍ତମାନ
Read More...

ନିଯୁକ୍ତି ମିଳିଲା, କରୋନା ଯୁଦ୍ଧରେ ସାମିଲ ହେଲେ ୭ କିନ୍ନର

ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ବହୁ ଦିନରୁ ବିଭିନ୍ନ ଫୋରମରେ ଦାବି କରି ଆସୁଥିବା କିନ୍ନରମାନଙ୍କୁ ରାଜ୍ୟ ସରକାର କରୋନା ଯୁଦ୍ଧରେ ସାମିଲ କରିଛନ୍ତି। ରାଉରକେଲା ଜିଲ୍ଲା ମାଜିଷ୍ଟ୍ରେଟ ୭ ଜଣ କିନ୍ନରଙ୍କୁ ଅସ୍ଥାୟୀ ଭାବେ କୋଭିଡ-୧୯ ମୁକାବିଲା କାର୍ଯ୍ୟରେ ନିୟୋଜିତ କରିଛନ୍ତି। ଏ
Read More...

ମଥୁରାରେ ଚାଞ୍ଚଲ୍ୟ ; ଅପହରଣ ପରେ ଦୁଇ ବନ୍ଧୁଙ୍କୁ ଗଳା କାଟି ହତ୍ୟା ଅଭିଯୋଗ

ମଥୁରା-ଉତରପ୍ରଦେଶ ମଥୁରା ଜିଲ୍ଲାରେ ଦୁଇ ବନ୍ଧୁଙ୍କ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ଏହି ଡବଲ ମର୍ଡର ଘଟଣା ସ୍ଥାନୀୟ ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଛି । ମୃତକ ଦୁଇ ବନ୍ଧୁ ହେଲେ ପପୁ ଏବଂ ଚନ୍ଦନ । ସୂଚନା ଅନୁସାରେ ଦୁଇ ବନ୍ଧୁ ଗତ ଶୁକ୍ରବାର ଠାରୁ ନିଖୋଜ ଥିଲେ । ଉଭୟଙ୍କ ଅପହରଣ
Read More...

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଲୋଅର ସଂଖ୍ୟା ୬କୋଟିକୁ ବୃଦ୍ଧି

ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଉ ଏକ ସଫଳତା ହାସଲ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଟ୍ୱିଟରରେ ଅନୁସରଣକାରୀଙ୍କ ସଂଖ୍ୟା ୬ କୋଟିକୁ ବୃଦ୍ଧି ପାଇଛି। ବର୍ତ୍ତମାନ ୬ କୋଟି ଲୋକ ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅନୁସରଣ କରୁଛନ୍ତି। ତେବେ
Read More...

ଭିମସାର ଆଉଟଡୋର ୨୬ ଯାଏଁ ବନ୍ଦ

ସମ୍ବଲପୁର : କରୋନାର ଆଖି ଏବେ ବୁର୍ଲା ବଡ଼ ଡାକ୍ତରଖାନା ଉପରେ । ଭିମସାର ଡାକ୍ତର ଓ ନର୍ସ ସମେତ ୧୯ ଜଣଙ୍କୁ କୋରୋନା ପଜିଟିଭ ହୋଇଥିବା ଜଣାପଡ଼ିବା ପରେ ଏହି ସଂକ୍ରମଣ ଯେମିତି ଅଧିକ ନ ବ୍ୟାପିବ ସେଥିପାଇଁ ପ୍ରଶାସନ ପକ୍ଷରୁ ୧୯ ତାରିଖ ପର୍ଯ୍ୟନ୍ତ ଆଉଟ୍ଡୋରକୁ ବନ୍ଦ କରାଯାଇଥିଲା ।
Read More...

କଟକ ସହରରେ ଆଉ ୧୬ କରୋନା ପଜିଟିଭ

ଭୁବନେଶ୍ୱର: କଟକ ଜିଲ୍ଲାରୁ ୨୭ଟି ନୂଆ କରୋନା ପଜେଟିଭ କେସ୍ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ କଟକ ସହର(ମହାନଗର ନିଗମ ଅଂଚଳ) ର କେବଳ ୧୬ଜଣ ଅଛନ୍ତି । କଟକ ମହାନଗର ନିଗମ (ସିଏମ୍ସି) କ୍ଷରୁ ଏହି ସୂଚନା ଦେଇଛନ୍ତି । ଏହି ୧୬ଜଣଙ୍କ ମଧ୍ୟରୁ ୧୪ଜଣ ହୋମ୍ କ୍ୱାରେନଂଟାଇନ୍ରେ ଥିଲେ । ଆଉ
Read More...

ଜେଜେ ଗଢ଼ିଥିଲେ ସୋମନାଥ ମନ୍ଦିର, ନାତିଙ୍କ ହାତରେ ରାମମନ୍ଦିର ନିର୍ମାଣ ଦାୟିତ୍ଵ

ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ନିମନ୍ତେ ଆରମ୍ଭ ହୋଇଛି ପ୍ରସ୍ତୁତି । ସୂଚନା ଅନୁସାରେ କରୋନା ଯୋଗୁଁ ବିଳମ୍ବିତ ଭୂମିପୂଜନ ଆସନ୍ତା ଅଗଷ୍ଟ ୫ ତାରିଖରେ ହେବ । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀ ଏହି ମନ୍ଦିର ନିମନ୍ତେ ଭୂମି ପୂଜନ କରିବେ । ଅଯୋଧ୍ୟାରୁ ମାଟି
Read More...

ଏସ ଟି ଏଫ୍ ହାତରେ ୩.୨୮କେଜିର ଧଳା ଜହର

ଭୁବନେଶ୍ୱର : ଓଡ଼ିଶା ପୁଲିସର ଏସଟିଏଫ ଟିମ କୁ ଏକ ବଡ଼ ସେଫଳତା ମିଳିଛି । ମୟୂରଭଞ୍ଜର ଏକ ସ୍ଥାନରେ ଚଢାଉ କରି ୩.୨୮ କେଜିର ବ୍ରାଉନ୍ ସୁଗାର ଜବତ ସହ ଜଣଙ୍କୁ ଗିରପଂ କରିଛି । ସୂଚନା ଅନୁଯାଇ କ୍ରାଇମ୍ ବ୍ରାଚଂର ବରିଷ୍ଠ ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ଏକ ସାମ୍ବାଦିକ ସମ୍ମିଳନୀରେ
Read More...

ତିନି ବିଧାୟକ କୋଭିଡ ପାଇଁ ଦେବେ ଦେଢ କୋଟି

ଭୁବନେଶ୍ୱର : ଦିନକୁ ଦିନ କୋରୋନା କାୟା ବିସ୍ତାର କରିଚାଲିଛି । ରାଜଧାନୀରେ ଥିବା ଦୁଇଟି କୋଭିଡ୍ ହସ୍ପିଟାଲ୍ରେ ରାଜଧାନୀ ସମତେ ସାରା ରାଜ୍ୟର କୋରୋନା ଆକ୍ରାନ୍ତଙ୍କର ଚିକିତ୍ସା ହେଉଛି । ଏହାକୁ ନଜରରେ ରଖି ଯେପରି ଆଗାମୀ ଦିନରେ କୌଣସି କରୋନା ରୋଗୀ ଶଯ୍ୟା ନପାଇ ହଇରାଣ ନହୁଅନ୍ତୁ
Read More...

ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ଦୁର୍ଘଟଣା: ୬ମୃତ, ୪୦ଆହତ

ଲକ୍ଷ୍ନୌ : ଉତରପ୍ରଦେଶ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । କାର ସହ ଧକ୍କା ହେବାରୁ ଭାରସାମ୍ୟ ହରାଇ ୨୦ ଫୁଟ ତଳକୁ ଖସି ପଡିଲା ଯାତ୍ରୀବାହୀ ବସ୍ । ଏଥିରେ ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୪୦ରୁ ଅଧିକ ଆହତ ହୋଇଥିବା ଜଣାପଡିଛି । ଆହତଙ୍କ
Read More...