ଏସ ଟି ଏଫ୍ ହାତରେ ୩.୨୮କେଜିର ଧଳା ଜହର
ଭୁବନେଶ୍ୱର : ଓଡ଼ିଶା ପୁଲିସର ଏସଟିଏଫ ଟିମ କୁ ଏକ ବଡ଼ ସେଫଳତା ମିଳିଛି । ମୟୂରଭଞ୍ଜର ଏକ ସ୍ଥାନରେ ଚଢାଉ କରି ୩.୨୮ କେଜିର ବ୍ରାଉନ୍ ସୁଗାର ଜବତ ସହ ଜଣଙ୍କୁ ଗିରପଂ କରିଛି । ସୂଚନା ଅନୁଯାଇ କ୍ରାଇମ୍ ବ୍ରାଚଂର ବରିଷ୍ଠ ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ଏକ ସାମ୍ବାଦିକ ସମ୍ମିଳନୀରେ!-->…
Read More...
Read More...